<< summarising summarization >>

summarist Meaning in Odia (Oriya). ( summarist ଶବ୍ଦର ଓଡିଆ ଅର୍ଥ)



ସଂକ୍ଷେପରେ,

Verb:

ସଂକ୍ଷିପ୍ତ କରନ୍ତୁ |,

summarist తెలుగు అర్థానికి ఉదాహరణ:

| ଆଧାର |ଆଣ୍ଟିବାୟୋଟିକ|ଔଷଧ ପ୍ରସବପର ରକ୍ତସ୍ରାବ, ଇଂରାଜୀରେ ପୋଷ୍ଟପାର୍ଟମ୍ ବ୍ଲିଡିଙ୍ଗ (Postpartum bleeding) କିମ୍ବା ପୋଷ୍ଟପାର୍ଟମ୍ ହେମୋରେଜ ( postpartum hemorrhage), ସଂକ୍ଷେପରେ ପି.ପି.ଏଚ. (PPH) ସଂଜ୍ଞାନୁସାରେ ପିଲା ଜନ୍ମ ହେବା ପରେ ୨୪ ଘଣ୍ଟା ମଧ୍ୟରେ ୫00 ମିଲିରୁ ଅଧିକ କିମ୍ବା or 1,000 ମିଲି ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ ।

| ଆଧାର |ମୂତ୍ରସ୍ରାବ ବର୍ଦ୍ଧକ ଔଷଧ ଡାପ୍‌ସୋନ୍ ବା ଡାଇଆମିନୋଡାଇଫିନାଇଲସଲ୍‌ଫୋନ୍, ସଂକ୍ଷେପରେ ଡିଡିଏସ୍ (ଇଂରାଜୀରେ ଯଥାକ୍ରମେ Dapsone, diaminodiphenyl sulfone, DDS), ଏକ ଆଣ୍ଟିବାୟୋଟିକ ଯାହା କୁଷ୍ଠ ରୋଗ ନିମନ୍ତେ ରିଫାମ୍ପିସିନ ଓ କ୍ଲୋଫାଜିମିନ ସ‌ହିତ ଦିଆଯାଏ ।

ବିଷ୍ଣୁ ପୁରାଣରେ ମୁଖ୍ୟ ରୂପରେ "ଶ୍ରୀ କୃଷ୍ଣ"ଙ୍କ ଚରିତ୍ର ବିଷୟରେ ବର୍ଣ୍ଣିତ ହୋଇଛି, ଯଦିଓ ସଂକ୍ଷେପରେ ରାମଙ୍କ କଥା ଉପରେ ଉଲ୍ଲେଖ ପ୍ରାପ୍ତ ହୋଇଛି ।

|ତୁଳସୀ (ଓଡ଼ିଆ କଥାଚିତ୍ର), ଓଡ଼ିଆ କଥାଚିତ୍ର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ସଂକ୍ଷେପରେ "ଆରଏସଏସ") ଏକ ଭାରତୀୟ ଦକ୍ଷିଣପନ୍ଥୀ, ହିନ୍ଦୁ ଜାତୀୟତାବାଦୀ, ଅର୍ଦ୍ଧସାମରିକ ସ୍ୱେଚ୍ଛାସେବୀ ସଂଗଠନ ।

| ସଂକ୍ଷେପରେ |ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ।

|ବିକାଶଶୀଳ ଦେଶମାନଙ୍କରେ ଏସୋଫେଜିଆଲ ସ୍କ୍ୱାମସ୍ ସେଲ କାର୍ସିନୋମା (ଇଂରାଜୀରେ esophageal squamous-cell carcinoma, ସଂକ୍ଷେପରେ ESCC) ନାମକ ବେଶି ହେଉଥିବା ଓ ଏସୋଫେଜିଆଲ ଆଡେନୋକାର୍ସିନୋମା (ଇଂରାଜୀରେ esophageal adenocarcinoma ସଂକ୍ଷେପରେ EAC) ନାମକ ଦୁଇ ପ୍ରକାର ହିସ୍ଟୋପାଥୋଲୋଜିକାଲ କର୍କଟ ଦେଖାଯାଏ ।

| ଆଧାର |ଚିକିତ୍ସା ବିଜ୍ଞାନ ପ୍ରି-ଏକ୍ଲାମ୍ପସିଆ ବା ପିଇ (ଇଂରାଜୀରେ Pre-eclampsia or preeclampsia ସଂକ୍ଷେପରେ PE) ଏକ ଗର୍ଭାବସ୍ଥା ଜଟୀଳତା ଯେଉଁଥିରେ ରକ୍ତଚାପ ବଢ଼ିଯାଏ ଓ ପରିସ୍ରାରେ ପ୍ରଚୁର ଆଲବୁମିନ ଥାଏ ।

||| ସଂକ୍ଷେପରେ |ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)|ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।

|ଅଧିକ ଦେଖନ୍ତୁ|ଏହି ଶ୍ରେଣୀର ଅନ୍ୟ ମାଛ:|ଗଡ଼ିଶା (Ophiosephalus punctatus)|ଚେଙ୍ଗ (Ophiocephalus gachua)|ବାହ୍ୟ ଲିଙ୍କ|http://www.snakeheads.org|ଉଦ୍ଧୃତି ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀରେ Hydrochlorothiazide, ସଂକ୍ଷେପରେ ଏଚ.ସି.ଟି.ଜେଡ୍., HCTZ, HCT, or HZT), ଏକ ମୂତ୍ରସ୍ରାବ ବର୍ଦ୍ଧକ ଔଷଧ ଯାହା ଉଚ୍ଚ ରକ୍ତଚାପ ରୋଗରେ ଓ ତରଳ ପଦାର୍ଥ ଜମିଥିଲେ ଦିଆଯାଏ ।

|ସଂକ୍ଷେପରେ ଏହି ତନ୍ତ୍ରର ବିଷୟବସ୍ତୁ ନିମ୍ନ ପ୍ରକାରର:-|ପ୍ରଥମ ତନ୍ତ୍ର :ମିତ୍ରଭେଦ|ନୀତିକଥାଗୁଡିକରେ କିଛି ମୁଖ୍ୟ କଥା ଥାଏ ଏବଂ କିଛି ଗୌଣ କଥା ଥାଏ ।

| ସଂକ୍ଷେପରେ |ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର ଅନୁସାରେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)|ପୌରାଣିକ ଓଡ଼ିଶା - ମହାଭାରତ ଅନୁସାରେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।

summarist's Meaning in Other Sites