<< sugariest sugaring >>

sugariness Meaning in Odia (Oriya). ( sugariness ଶବ୍ଦର ଓଡିଆ ଅର୍ଥ)



ଚିନି,

ପାଟିରେ ଥିବା ଚିନି ତରଳିଯିବା ପରେ ସ୍ୱାଦ ତରଳିଯାଏ |,

sugariness తెలుగు అర్థానికి ఉదాహరణ:

ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ ।

|ଉପକରଣ|ପାଚିଲା କଦଳୀ ୨ଟା|ମଇଦା ଅଧ କିଲୋ|ଗୁଆଘିଅ ଅଧ କପ|ପାନ ମଧୁରି ୧ ଚାମଚ|ଚିନି ଅଧା କପ|ଆବଶ୍ୟକ ଅନୁସାରେ ଲୁଣ ଓ ପାଣି ନେବେ|ପ୍ରସ୍ତୁତି|ପ୍ରଥମେ ମଇଦାରେ ଚିନି, ଲୁଣ, ପାନମଧୁରି ଓ ପାଚିଲା କଦଳୀ ମିଶାଇ ଭଲ କରି ଚକଟି ଦେବେ।

|ପ୍ରକାରଭେଦ |Potala rasa (cropped).jpg|ଦେଉଳିଆ ପୋଟଳ ରସା|Potala rasa.jpg|ପୋଟଳ ରସା|Potala alu rasa.jpg|ପୋଟଳ ଆଳୁ ରସା|ଦେଉଳିଆ ପୋଟଳ ରସା ପିଆଜ, ରସୁଣ ଆଦି ନ ପଡ଼ି ସାଧାରଣତଃ ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ଭୋଗରେ ନଡ଼ିଆ, ଜିରା, ଅଦା ଆଦି ସହ ରନ୍ଧା ହେଉଥିଲା ବେଳେ ଅନ୍ୟାନ୍ୟ ରନ୍ଧାରେ ଏଥିରେ ଆଳୁ ସହ ମସଲାରେ ପିଆଜ ଓ ରସୁଣ ବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ପଡ଼ି ରନ୍ଧା ଯାଇଥାଏ ।

| ଉପାଦାନ |୧ ଲିଟର କ୍ଷୀର|୧/୨ କପ ବସୁମତୀ ଚାଉଳ|୩/୪ କପ ଖୁଆ|୧ କପ ଚିନି|କିଛି କାଜୁ|କିଛି କିସମିସ|ଗୁଜୁରାତି ଗୁଣ୍ଡ|ଗୁଆ ଘିଅ ୨ ଚାମଚ|ମିଲ୍କ ମେଡ|ପାଣି| ପ୍ରଣାଳୀ |ପ୍ରଥମେ ହାଣ୍ଡିରେ ଗୁଆ ଘିଅ ପକାଇ ଗରମ କରି ଦିଅନ୍ତୁ,ସେଥିରେ ଗୁଜୁରାତି ଗୁଣ୍ଡ ଓ ଭେଦା ଚାଉଳ ପକାଇ ୧୦ରୁ ୧୨ ମିନିଟ ଭଲ ଭାବେ ଘାଣ୍ଟି ଦିଅନ୍ତୁ ।

ଚିନି ଆଖୁରୁ ପ୍ରସ୍ତୁତ କରାଯାଇଥାଏ ।

| ପଥ୍ୟାପଥ୍ୟ | ପଥ୍ୟ |ରୋଗୀପାଇଁ ପୁରୁଣା ଚାଉଳ ଭାତ, ମୁଗଡ଼ାଲି, ଘିଅ ପଡ଼ିଥିବା ଖେଚୁଡ଼ି, ପତଳା ମୂଳା, ବଥୁଆ, ସଜନା ଛୁଇଁ, ଲେମ୍ବୁ, କ୍ଷୀର ଓ ସମାନ ମାତ୍ରାରେ ମିଶିଥିବା ଘିଅ ଚିନି, ମିଶ୍ରିତ ଯବ ଚଣାର ଛତୁଆ ଆଦି ଉତ୍ତମ ପଥ୍ୟ ଅଟେ।

| ସାମଗ୍ରୀ |ଦେଉଳିଆ ପୋଟଳ ରସା ତିଆରି ପାଇଁ ପୋଟଳ, ଜିରା, ବଟା ନଡ଼ିଆ ରସ, ନାଲିଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ ତେଲ ଓ ଲୁଣ ଆଦି ବ୍ୟବହୃତ ହେଉଥିବା ବେଳେ ଘରୋଇ ରନ୍ଧାରେ ପିଆଜବଟା, ଅଦାବଟା, ରସୁଣବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ମଧ୍ୟ ବ୍ୟବହୃତ ହୋଇଥାଏ ।

| ଉପାଦାନ |୨୫୦ ଗ୍ରାମ ମ‌ଇଦା|୨୫୦ ଗ୍ରାମ ଚିନି|ଘିଅ (ଦରକାର ଅନୁସାରେ)| ତିଆରି ପ୍ରଣାଳୀ |ପ୍ରଥମେ ମ‌ଇଦାଓ ଚିନିକୁ ଅଳ୍ପ ଘିଅରେ ଗୋଳାଯାଏ, ତାହାପରେ ସେଥିରେ ଅଳ୍ପ ପାଣି ମିଶାଇ ଚକଟି ରୁଟି ଗୁଳା ପରି ବଡ଼ ବଡ଼ ଖଣ୍ଡ ମାନ ତିଆରି କରି କେଇ ମିନିଟ ରଖାଯାଏ ।

| ପ୍ରକାର |ଚାଉଳରେ ତିଆରି କ୍ଷିରୀ: ଚାଉଳ, ଚିନି, କ୍ଷୀର ଆଦିକୁ ମିଶାଇ ଏହା ତିଆରି କରାଯାଇଥାଏ ।

ଏହି ଗୁଣ୍ଡ ପାଳୁଅକୁ ଛେନା, ସୁଜି, ମଇଦା, ଚିନି, ଗରମ ଗୁଆ ଘିଅ ଓ ପାନ ମଧୁରୀ ଦେଇ ଭଲ ଭାବରେ ଚକଟା ଯାଏ ।

| ପ୍ରସ୍ତୁତି |ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ଚୋପା ଛଡେଇଦେଲା ପରେ ଏହାକୁ ଶୋରିଷ ତେଲରେ ଭଜାଯାଏ, ତାପରେ ଏକ ପାତ୍ରରେ ଟିକେ ଗରମ ମସଲା ଓ ଡାଳଚିନି ମିଶାଇ ଏକ ଝୋଳ ପ୍ରସ୍ତୁତ କରି ଭଜାଯାଇଥିବା ଛିଙ୍ଗୁଡ଼ି ମିଶାନ୍ତୁ ଏହିପରି ତରକାରିଟି ପ୍ରସ୍ଥୁତ ହୁଏ ।

ଏହି ଦେଶ ଚା, ରବର, ଚିନି, କଫି, ଚିନାବାଦାମ ଏବଂ ଅନ୍ୟାନ୍ୟ ମସଲା ରପ୍ତାନିକାରୀ ହେଲା | ପ୍ରଥମେ ପର୍ତ୍ତୁଗାଲ କଲମ୍ବୋ ନିକଟରେ ନିଜର ଦୁର୍ଗ ନିର୍ମାଣ କଲା | ଧୀରେ ଧୀରେ, ପର୍ତ୍ତୁଗାଲୀମାନେ ଆଖପାଖ ଅଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କଲେ | ଶ୍ରୀଲଙ୍କା ବାସିନ୍ଦା ଧୀରେ ଧୀରେ ତାଙ୍କୁ ଘୃଣା କରିବା ଆରମ୍ଭ କଲେ ।

କିଛି ଅଳେଇଚ ଓ ଡାଳଚିନିର ଅର୍କକୁ ମିଶାଇ କୁଳୀ କଲେ ମୁଖ ରୋଗ ଯଥା ଫରେଞ୍ଜାଇଟିସ୍, ଥଣ୍ଡା ଜନିତ ରୋଗ ଯେପରିକି ଗଳା କୁଣ୍ଡାଇବା, ଘଣ୍ଟିକାର ଦରଜ, ଗଳା ବସିଯିବା ଇତ୍ୟାଦି ଉପସମ କରେ ।

sugariness's Usage Examples:

pictorialist, was artistically seeking for "romantic softness without sugariness, blurring without a woolly effect" in images and had been experimenting.


Zealand Herald wrote that although the album "manages to skirt teen-pop sugariness for the most part, though it does offer quality mush on numbers such as.



Synonyms:

taste perception, taste sensation, gustatory perception, sweet, gustatory sensation, sweetness, taste,

Antonyms:

unmelodious, malodorous, hateful, soured, displeasing,

sugariness's Meaning in Other Sites