such as Meaning in Odia (Oriya). ( such as ଶବ୍ଦର ଓଡିଆ ଅର୍ଥ)
ଯଥା, ତାହା, ଉଦାହରଣ ସ୍ଵରୁପ,
People Also Search:
suchandsuchsuchlike
suchness
suchwise
suck
suck out
suckable
sucked
sucken
suckens
sucker
sucker punch
suckered
suckering
suckers
such as తెలుగు అర్థానికి ఉదాహరణ:
୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଫଳରେ ଆଧୁନିକ ଭାରତରେ ମହିଳା ମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକ ସଭାର ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ରାଜ୍ୟପାଳ, ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର, ଯଥା କ୍ରୀଡ଼ା, ଆନ୍ତର୍ଜାତୀୟ କୂଟନୀତି ରେ ଅବସ୍ଥାପିତ ହେଇପାରିଛନ୍ତି ।
ଚଳଚ୍ଚିତ୍ରର ଏକାଧିକ ଗୀତ ଯଥା ତୁମ୍ ହି ତୋ ଏବଂ ସୁନ ରହା ହୈ ଅତ୍ୟନ୍ତ ଲୋକପ୍ରିୟତା ଲାଭ କରିପାରିଥିଲା ।
୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦିଗପହଣ୍ଡି ଓ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
ଦାନମାନଙ୍କର ଭିନ୍ନ ଭିନ୍ନ ନାମ ଅଛି,|ଯଥା— ଗୋଟିଏ କଟ କଉଡ଼ି ଚିତି ହେଲେ ଏକ, ଦୁଇଟି କଟ ଚିତି ହେଲେ ଦୁଗା ବା ଲେଙ୍କା,ତିନିଟି କଟ ଚିତି ହେଲେ ତିନି, ଚାରିଟି କଟ ଚିତି ହେଲେ ଚାରି ବା ଚାଆର; ପାଂଚଟି କଟ ଚିତି ହେଲେ ପାଞ୍ଚ ବା ପଚିଶ, ଛଅ ବା ସାତ କଟ ଚିତି ହେଲେ ବାର ବା ବାଆର;ଛଅ ବା ସାତ କଟ ମାଠ ହେଲେ ଛକା ।
୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜଙ୍ଗଲ ପରିବେଶରେ ଏହା ବୃହତକାୟ ବନ୍ୟ ତୃଣଭୋଜୀ ପ୍ରାଣୀଙ୍କ (ଯଥା ହାତୀ) ଖାଦ୍ୟ ହୁଏ | ପରିବେଶବିତ୍ ସେକର ଓ ସୁକୁମାରଙ୍କଦ୍ୱାରା ବକ୍ସା ବ୍ୟାଘ୍ର ଅଭୟରଣ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏସୀୟ ହାତୀମାନେ ଓଉ ଫଳ ପ୍ରତି ଆକର୍ଶିତ ହୋଇ ଏହି ବୃକ୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିହନ ବିଛିନ୍ନକାରୀ ଭବେ କାର୍ଯ୍ୟ କରନ୍ତି ।
ଏହି ପ୍ରକାର ବ୍ୟକ୍ତି ତାଙ୍କର ପ୍ରକଳ୍ପିତ ଉପାୟରେ ଘଟଣା ନଘଟିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅନୁଭବ କରନ୍ତି କିନ୍ତୁ ଯଥାଶୀଘ୍ର ସମ୍ଭବ ଏହି ଅଘଟଣ ପାଇଁ ଦରକାରୀ ପରିବର୍ତ୍ତନ କରି ନିଜର ଲକ୍ଷପଥରେ ଆଗେଇ ଚାଲନ୍ତି ।
୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଏହାପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
such as's Usage Examples:
Sometimes special furniture is used, such as a "queening stool" or "smotherbox".
:;Lab Test:Each month CPC tests related hardware from different manufacturers / different specifications (such as graphics cards or hard-drives) comparing them to discern the best choice.
features such as "single-support beams, acute angles, brightly colored paneling" as well as "shapes and cutouts showing motion".
fish, such as the black seabream (Spondyliosoma cantharus) and blackbelly rosefish (Helicolenus dactylopterus), as well as pelagic tuna species (Thunnus and.
Multiple tests for specific blood components, such as a glucose test or a cholesterol test.
Marian and Holy Trinity columns, and could also be connected with non-pestilent calamities such as earthquakes or eruptions, or simply manifest faith.
with the use of machines, continues to be practised by goldsmiths, glass engravers, gunsmiths and others, while modern industrial techniques such as photoengraving.
Operators are often determiners, such as interrogatives ("which", "who", "when", etc.
usually did, such as her mother and sister, or the same amount of days she menstruated before the bleeding occurred.
such as rye grass (Lolium perenne), red clover (Trifolium pratense), hop trefoil (Trifolium campestre) and black knapweed (Centaurea nigra).
To strengthen a given chord, Vincent Persichetti's Twentieth-century harmony recommends adding perfect fifths above the initial overtones, rather than adding higher overtones, such as B and the higher C.
adventitious or "added" sounds such as crackles, wheezes, pleural friction rubs, stertor, and stridor.
Synonyms:
unconventional,
Antonyms:
conventional, unconventionality,