subscriptive Meaning in Odia (Oriya). ( subscriptive ଶବ୍ଦର ଓଡିଆ ଅର୍ଥ)
ସଦସ୍ୟତା,
Noun:
ସଦସ୍ୟତା, ଦସ୍ତଖତ, ସମ୍ମତି, ଦାଖଲ,
People Also Search:
subscriptssubsea
subsecive
subsection
subsections
subsensible
subsequence
subsequences
subsequent
subsequently
subsere
subseries
subserve
subserved
subserves
subscriptive తెలుగు అర్థానికి ఉదాహరణ:
ହାଉସ ରୁଲ୍ସ କମିଟିର ସଦସ୍ୟତା ବଢ଼ାଇବା ଲାଗି ଦରକାର ଭୋଟ ପାଇଁ ଏହା ଆବଶ୍ୟକ ଥିଲା ଓ ଏହାଦ୍ୱାରା ଆଇନ ପ୍ରସ୍ତୁତି ବିଧିରେ ଡେମୋକ୍ରାଟ ମାନଙ୍କୁ ବହୁମତ ମିଳିପାରିଲା ।
| ଲୋକସେବକ ମଣ୍ଡଳରେ ସଦସ୍ୟତା |ଗୋପବନ୍ଧୁ ଦାସଙ୍କ ଦେଶସେବାରେ ଅବଦାନ ପାଇଁ ଲାଲା ଲାଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣକରିଥିଲେ ।
ପରେ ଚେକ୍ ରିପବ୍ଲିକ ଆମେରିକା ନେତତ୍ୱାଧୀନ ସାମରିକ ମେଣ୍ଟର ସଦସ୍ୟତା ଲାଭ କରିଥିଲା ।
୨୦୦୭ ନିର୍ବାଚନରେ ମଧ୍ୟ ସେ ତାଙ୍କ ସଦସ୍ୟତା ବଜାୟ ରଖି ରାଜ୍ୟ କୃଷି ମନ୍ତ୍ରୀ ଅବସ୍ଥାପିତ ହୋଇଥିଲେ ।
ଜାତି ଆଧାରରେ ଭେଦଭାବର ସମ୍ମୁଖୀନ ହେବା ପରେ ସେ ନିଜ ନାମରେ "ଚରାଲ" (ଚଣ୍ଡାଳ) ନାମ ବ୍ୟବହାର କରିବା ଆରମ୍ଭ କରିଥିଲେ ଏବଂ ଏହି ସିଦ୍ଧାନ୍ତ ଅବହେଳିତ ମାଟୁଆ ସମ୍ପ୍ରଦାୟରେ ତାଙ୍କ ସଦସ୍ୟତାକୁ ସୂଚିତ କରିବା ନିମନ୍ତେ ଥିଲା ।
ବ୍ରହ୍ମବିଦ୍ୟାରେ ତାଙ୍କର ଆଗ୍ରହ ଯେତେବେଳେ ବଢ଼ିବାକୁ ଲାଗିଲା, ସେତେବେଳେ ସେ ଫାବିଆନ୍ସମାଜ (Fabian Society)ରେ ନିଜର ସଦସ୍ୟତା ସମାପ୍ତ କରିଥିଲେ (୧୮୯୦) ଏବଂ ମାର୍କ୍ସିଷ୍ଟ୍ମାନଙ୍କ (Marxists) ସହ ନିଜର ସମ୍ପର୍କ ଭାଙ୍ଗି ଦେଇଥିଲେ।
୧୮୫୮ରେ ରୟାଲ ସ୍ୱେଡିସ ଏକାଡେମିର ବିଦେଶୀ ସଦସ୍ୟ ଭାବେ ତାଙ୍କୁ ସଦସ୍ୟତା ମିଳିଥିଲା।
ତାଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟତା ମଧ୍ୟ ଦିଆଯା ଇଥିଲା ।
ପ୍ରତି ଦୁଇ ବର୍ଷରେ ସଦନର ଏକ ତୃତୀୟାଂଶ ସଦସ୍ୟଙ୍କ ସଦସ୍ୟତା ସମାପ୍ତ ହୋଇଥାଏ ।
ଗୃହର ସଦସ୍ୟମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ସଂସଦ ଭଙ୍ଗ ନହେବା ପର୍ଯ୍ୟନ୍ତ ନିଜ ସଦସ୍ୟତା ଧାରଣ କରିଥାନ୍ତି ।
ଏହି ବିବାଦ ଯୋଗୁଁ ସେ ୧୯୦୬ ମସିହାରେ ବ୍ରହ୍ମବିଦ୍ୟା ସମାଜରେ ନିଜର ସଦସ୍ୟତା ତ୍ୟାଗ କରିଥିଲେ।
୧୯୬୮ ମସିହାଠାରୁ ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି ପକ୍ଷରୁ ଜବାହରଲାଲ ନେହେରୁ ସ୍ମାରକ ଅଧିସଦସ୍ୟତା (Jawaharlal Nehru Memorial Fellowship) ପୁରସ୍କାର ମଧ୍ୟ ଦିଆଯାଉଛି ।