strollings Meaning in Odia (Oriya). ( strollings ଶବ୍ଦର ଓଡିଆ ଅର୍ଥ)
ବୁଲିବା,
Adjective:
ଚାଲିବା,
People Also Search:
strollsstrom
stroma
stromata
stromatic
stromb
strombus
strombuses
strong
strong arm
strong armer
strong aversion
strong belief
strong box
strong breeze
strollings తెలుగు అర్థానికి ఉదాహరణ:
ଅଣ୍ଡା ଫୁଟି ଛୁଆ ବାହାରିବା ପରେ ସେମାନେ ତୁରନ୍ତ ପିତାମାତାଙ୍କ ପଛରେ ଚାଲି ବୁଲିବା ଆରମ୍ଭ କରିଦେଇଥାନ୍ତି ।
| ଆଧାର |ଚଳଣି ମୁଣ୍ଡବୁଲା, (ଇଂରାଜୀ ଭାଷାରେ ଭର୍ଟିଗୋ/ vertigo) ନାମ ଦିଆଯାଏ ଯେତେବେଳେ ଚାରିପାଖର ଦୃଶ୍ୟ ବୁଲିବାଭଳି ଲାଗେ କିନ୍ତୁ ପ୍ରକୃତରେ ସେମାନେ ସ୍ଥିର ଥାଆନ୍ତି ।
ଉତ୍ତେଜିତ ଓ ଅଶାନ୍ତ ଅବସ୍ଥାରେ ଏମାନେ ୭୫ କି.ମି. ଚାଲି ଚାଲି ବୁଲିବା ମଧ୍ୟ ଦେଖାଯାଇଛି ।
| କଳାବାଘଙ୍କ ଉଲ୍ଲେଖ | ଅଷ୍ଟ୍ରେଲିଆରେ ବ୍ଲାକ୍ ପ୍ୟାନ୍ଥର୍ |ଅଷ୍ଟ୍ରେଲିଆର ଭିକ୍ଟୋରିଆ, ନ୍ୟୁସାଉଥୱେଲ୍ସ୍, ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରାମ୍ୟ ଅଞ୍ଚଳରେ କଳାବାଘ ବୁଲିବାର ଦେଖାଯାନ୍ତି ।
କିନ୍ତୁ ଏହି ପକ୍ଷୀ ଭାସମାନ ଜଳଜ ଉଦ୍ଭିଦ ଉପରେ ଚାଲି ଚାଲି ବୁଲିବା ପସନ୍ଦ କରେ ।
ବିବାହର କିଛି ବର୍ଷ ପରେ ଥରେ ଟ୍ରୟ ରାଜକୁମାର ପ୍ୟାରିସ ସ୍ପାର୍ଟା ବୁଲିବାକୁ ଆସିଥିଲେ ।
ବଣିମାନେ ଯୋଡ଼ି ଯୋଡ଼ି ବୁଲିବାକୁ ପସନ୍ଦ କରନ୍ତି ।
ଘିରିଘିରି ହୋଇ ବୁଲିବା, ତଳୁ ଉପରକୁ ରକେଟ ପରିଯିବା, ଉପରୁ ତଳକୁ ଖସିବାବେଳେ ମୁଣ୍ଡକୁ ଲମ୍ବାଇ ଉଡ଼ିବା, ଚିତ୍ ପଟାଙ୍ଗ ମାରିବା, ଡାହାଣରୁ ବାମକୁ ଓ ବାମରୁ ଡାହାଣକୁ କଡ଼େଇ କଡ଼େଇ ଉଡ଼ିବା ଆଦି ନାନାଦି କରାମତି ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର ।
ବର୍ଗାକାରରେ ସଜ୍ଜିତ ୧୨ଟି ସ୍ତମ୍ଭ ଗୁମ୍ଫାର ଛାତକୁ ଧରି ରଖିଛନ୍ତି ଓ ଗୁମ୍ଫା ଚାରିପଟେ ବୁଲିବା ପାଇଁ ପଥ ପ୍ରସ୍ତୁତ କରିଛନ୍ତି ।
ଜଣେ ଶିଶୁ କଳାକାର ଭାବରେ ସେ କାବୁଲିବାଲା (୨୦୦୬), ଏକ ଟାକର ବୋଉ (୨୦୦୮), ଚାଚୁ ଅମାର ଚାଚୁ (୨୦୧୦) ବଙ୍ଗଳାଦେଶୀ କଥାଚିତ୍ର ପାଇଁ ତିନିଥର ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବିଜେତା ହୋଇଛନ୍ତି ।
ଯେତେବେଳେ ପବନ କେନ୍ଦ୍ର ଆଡ଼କୁ ପ୍ରବାହିତ ହେବାକୁ ଆରମ୍ଭ କରେ, କୋୖଣିକ ସଂବେଗର ସନ୍ତୁଳନ ପାଇଁ ଏହା ଚକ୍ରାକାରରେ ବୁଲିବାକୁ ଲାଗେ ।
ଶାନ୍ତି କମିଟି ବୈଠକ ସମୟରେ ୧୪୪ ଧାରା ସତ୍ତ୍ୱେ ଶତାଧିକ ସଂଖ୍ୟାଲଘୁ ଯୁବକ ବାଇକ ରାଲିରେ ସହର ବୁଲିବା ପରେ ଅପରଗୋଷ୍ଠୀ ଉତେଜିତ ହୋଇ ଉଠିଥିଲେ ।
ଏହା ବୁଲିବାଭଳି ବା ହଲିବାଭଳି ଅନୁଭବ ହୁଏ ।
Synonyms:
promenade, perambulation, amble, meander, saunter, walkabout, walk, ramble,
Antonyms:
stay in place, straight line, misbehave, cycle, pedal,