<< stranger strangers >>

strangered Meaning in Odia (Oriya). ( strangered ଶବ୍ଦର ଓଡିଆ ଅର୍ଥ)



ବିଚଳିତ,

Noun:

ବିଦେଶୀ, ଅନଭିଜ୍ଞ ବ୍ୟକ୍ତି |, ଅଜଣା ବ୍ୟକ୍ତି, ପରେ, ନବଜାତ ଶିଶୁ |,

strangered తెలుగు అర్థానికి ఉదాహరణ:

|ସେହି ସମୟରେ ପାଣ୍ଡୁଙ୍କର କୌଣସି ସନ୍ତାନ ନଥିଲେ ଏବଂ ଏହି କାରଣରୁ ସେ ବିଚଳିତ ହୋଇଥିଲେ ।

ଏଥିରେ ବିଚଳିତ ହୋଇ ଗୋବିନ୍ଦ ଭଞ୍ଜ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ।

ହେଲେ ପରାଧୀନ ଭାରତର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢ଼ା ଛାଡି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ ।

ଏହା ପରେ ଯୁବକ ଜଣକ ଆଗେ ଆଗେ ଚାଲିଲେ ଓ ଭଗବାନ ପଛେ ପଛେ.ବାଟରେ ବାଲିଗଦାରେ ଚାଲୁଥିଲା ବେଳେ ଯୁବକଙ୍କୁ ଭଗବାନଙ୍କ ପଦଶବ୍ଦ ଶୁଣାଗଲାନି ତେଣୁ ସେ ବିଚଳିତ ହେଇ ପଛକୁ ଅନେଇଲେ।

କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହେଉ ନଥିଲେ ।

ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡ଼ା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି ।

ତେବେ, କ୍ରୋଧରେ ବିଚଳିତ ଭୀମଙ୍କୁ ଏହାର ପ୍ରତିଶୋଧ ନେବାକୁ ତତକ୍ଷଣାତ ଯୁଧିଷ୍ଠିର ଗୁପ୍ତ ନିର୍ଦ୍ଦେଶ ଦେଇଥିଲେ ।

ଉଗ୍ର ତପସ୍ୟାରେ ପ୍ରୀତ ହୋଇ ପିତାମହ ବ୍ରହ୍ମା ତାଙ୍କୁ ଅଭୟ ଆଶିର୍ବାଦ ପ୍ରଦାନ କରିବା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ଦେଇଥିଲେ ।

ଗୋବିନ୍ଦ ବିଚଳିତ ହୋଇ ପଛକୁ ଚାହିଁଦେଲେ, ଦେଖିଲେ, ତ୍ରିଜଗଧାତ୍ରୀ, ଜ୍ୟୋତିର୍ମୟୀ ମାଆ ଘୋଡ଼ା ଉପରେ ବସିଛନ୍ତି।

ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରଲୋଭନ ଦେଖାଇବାରୁ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା ।

|ସମଗ୍ର ଓଡ଼ିଶାରେ କ୍ଷୀର ଓ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଥିବା ଯୋଗୁଁ ଏଥି ପାଇଁ ବିଚଳିତ ନହୋଇ ପ୍ରତି ସପ୍ତାହରେ ଥରେ ମାତ୍ର ଏହି ସାମଗ୍ରୀସବୁ ସଂଗ୍ରହ କରିବା ପାଇଁ ବାହାରକୁ ଆସିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ଏହି ପ୍ରସ୍ତର ସାମାନ୍ୟ ଆଙ୍ଗୁଠି ସ୍ପର୍ଶରେ ଦୋହଲିଯାଏ କିନ୍ତୁ ବର୍ଷା, ତୋଫାନ ବା ଭୂମିକମ୍ପ ହେଲେ ଅବିଚଳିତ ରହିଥାଏ ।

strangered's Meaning in Other Sites