stimulatives Meaning in Odia (Oriya). ( stimulatives ଶବ୍ଦର ଓଡିଆ ଅର୍ଥ)
ଉତ୍ତେଜକ,
Adjective:
ଉତ୍ତେଜନା |,
People Also Search:
stimulatorstimulators
stimulatory
stimuli
stimulus
stimulus generalisation
stimulus generalization
stimy
sting
sting operation
stinged
stinger
stingers
stingier
stingiest
stimulatives తెలుగు అర్థానికి ఉదాహరణ:
ଭଲରୂପେ ଫିଟ୍ ନ ହେଉଥିବା ନକଲି ଦାନ୍ତ, ଓଠକୁ ଚାଟିବା, ଲାଳ ବୋହିବା, ପାଟିବାଟେ ପ୍ରଶ୍ୱାସ ନେବା ଓ ଛାଡ଼ିବା ଯୋଗୁ ପାଟି ଶୁଖିଯିବା, ଖରାରେ ରହିବା, ଅତ୍ୟଧିକ ପାଟି ବନ୍ଦ ରଖିବା, ଧୂମ୍ରପାନ ଓ ସାମାନ୍ୟ ଆଘାତ ଆଦି ଉତ୍ତେଜକ କାରଣ ଯୋଗୁ ଏହି ରୋଗ ହୁଏ ।
ଏହା ଗରିଷ୍ଠ ଖାଦ୍ୟର ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଓ ମୁଖକୁ ସୁବାସିତ ମଧ୍ୟ କରିଥାଏ I ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ୟବହାର କରାଯାଏ ।
ଓଜନ ହ୍ରାସ କରିବାର ଉପାୟ ମଧ୍ୟରେ ଉପବାସ, ମୂତ୍ରକାରକ ଔଷଧ ଓ ଉତ୍ତେଜକ ଔଷଧ ବ୍ୟବହାର ତଥା ଅତ୍ୟଧିକ ବ୍ୟାୟାମ କରିବା ।
କାର୍ବନ ମୋନୋକ୍ସାଇଡ ଏକ ରଙ୍ଗହୀନ ଓ ଗନ୍ଧହୀନ ବାଷ୍ପ ଯାହା ପ୍ରଥମେ ଅଣଉତ୍ତେଜକ ଥାଏ ।
ଆଇସୋଫ୍ଲୁରେନ ଶ୍ୱାସନଳୀ ଉତ୍ତେଜକ ହୋଇଥିବାରୁ ଅଧିକାଂଶ ସମୟରେ ଏହା ସହିତ ଅନ୍ୟ ଔଷଧ ଦିଆଯାଏ ।
ସେନା ଡେରିଭେଟିଭ ଏକ ପ୍ରକାର ଝାଡ଼ା ଉତ୍ତେଜକ ।
ଅତି କମରେ ୪ ମାସ ଧରି ଋତୁସ୍ରାବ ହେଉନଥିଲେ ଓ ଉଚ୍ଚ ସ୍ତରର ଫଲିକ୍ଲ-ଉତ୍ତେଜକ ହରମୋନ (FSH) ସ୍ତର ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | |ଏହି ରୋଗରେ ସାଧାରଣତଃ ଏଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟେରନ ହରମୋନ ପୁନସ୍ଥାପନ ଚିକିତ୍ସା କରାଯାଏ ।
କେତେକ ସିଆଟିକା ରୋଗୀମାନଙ୍କ କ୍ଷେତ୍ରରେ ମେରୁ ମଜ୍ଜା ଉତ୍ତେଜକ ପ୍ରତିରୋପଣ କରାଯାଏ ।
ଆୟୁର୍ବେଦରେ ଏହାକୁ ଉତ୍ତେଜକ ଦ୍ରବ୍ୟ ଭାବେ ଏବଂ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ।
ସେରୋଟୋନିନ୍, ଡୋପାମିନ୍ ଓ ନର୍-ଏପିନେଫ୍ରିନ ଆଦି ନିଉରୋଟ୍ରାନ୍ସମିଟରମାନଙ୍କର ଦୃତ ବିମୋଚନ ଓ ଧିର ରିଅପଟେକ୍ ଏମଡିଏମଏ ଯୋଗୁ ହୁଏ ଫଳରେ ମସ୍ତିଷ୍କର କିଛି ଅଂଶ ଉପରେ ଉତ୍ତେଜକ ଓ ମନୋବିକୃତକାରୀ ପ୍ରଭାବ ପଡ଼େ ।
stimulatives's Usage Examples:
announced reproduction of older version of IMT 5360 with governments stimulatives.