step brother Meaning in Odia (Oriya). ( step brother ଶବ୍ଦର ଓଡିଆ ଅର୍ଥ)
ସାବତ ଭାଇ,
People Also Search:
step by stepstep dancing
step daughter
step down
step down transformer
step forward
step in
step on it
step out
step sister
step son
step stool
step to the fore
step up
stepbrother
step brother తెలుగు అర్థానికి ఉదాహరణ:
ଭୀଷ୍ମ ଏହି ତିନି ରାଜକୁମାରୀଙ୍କ ସ୍ୱୟଂବର ବିଷୟରେ ଜାଣିଲେ ଏବଂ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ରାଜକୁମାରୀଙ୍କୁ ଜିତିବା ପାଇଁ ସ୍ୱୟଂବରକୁ ଯାଇଥିଲେ ।
| କାହାଣୀ |ଚୁଲବୁଲ ପାଣ୍ଡେ ନାମକ ଯୁବକ, ଯିଏ କି ଚଳଚ୍ଚିତ୍ରର ମୁଖ୍ୟ ପାତ୍ର, ତାଙ୍କ ସାବତ ବାପା ପ୍ରଜାପତି ପାଣ୍ଡେ, ମାଅ ନୈନା ଦେବୀ, ଏବଂ ସାବତ ଭାଇ ମଖୀ ପାଣ୍ଡେ ସହ ଉତ୍ତର ପ୍ରଦେଶର ଲାଗୁଣୀ ସହରରେ ରହୁଥାନ୍ତି ।
ଏଥି ସହ ତାଙ୍କ ସାବତ ଭାଇ, ଅଖିଳ ଅକ୍କିନେନି ଏବଂ ସାବତ ମାଆ ଅମଲା ଅକ୍କିନେନି ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ।
ସେମାନଙ୍କ ଅନୁଯାୟୀ, ରାମାୟଣରେ ବର୍ଣ୍ଣିତ ରାବଣର ସାବତ ଭାଇ ରାଜା କୁବେରଙ୍କଦ୍ୱାରା ୫୦୦୦ ବର୍ଷ ପୂର୍ବେ ଯେଉଁ ଅଳକାମଣ୍ଡପ (ଦେବନଗରୀ) ନିର୍ମିତ ହୋଇଥିଲା, ତାହାକୁ ବର୍ତ୍ତମାନ ଆମେ ସିଗିରିୟା ନାମରେ ଜାଣୁ ।
ତାଙ୍କର ଜଣେ ଭଉଣୀ ଓ ଦୁଇଜଣ ସାବତ ଭାଇ ଅଛନ୍ତି ।
ଏହି ଅର୍ଦ୍ଧ ଇଂରାଜୀ ନାମକୁ ସ୍ଥାନୀୟ ଲୋକ ଅପଭ୍ରଂଶରେ ସାଉତ ବଲଣ୍ଡା, ସାବତ ବଲଣ୍ଡା ବା ବଲଣ୍ଡା ଗ୍ରାମର ସାବତ ଭାଇ ବୋଲି କହିଥାନ୍ତି ।
| କଥାର ପୃଷ୍ଠଭୂମି ||ରାମାୟଣ ମହାକାବ୍ୟର ଉତ୍ତର କାଣ୍ଡରେ କୁହାଯାଇଛି : ଦଶାନନ ଓ ବିଂଶଭୂଜ ପରାକ୍ରମୀ ରାଜା ରାବଣ କୈଳାସ ପର୍ବତ ନିକଟରେ ଧନର ଦେବତା ଓ ସାବତ ଭାଇ କୁବେରଙ୍କ ଅଳକା ନଗରୀକୁ ଜୟ କଲେ ଓ ଏହାର ଲୁଣ୍ଠନ କଲେ ।
| ମାନବ ଚରିତ୍ର |ଫ୍ରା ରାମ – ଅୟୁଥୟା ରାଜ୍ୟର ରାଜା ଥୋତ୍ସରୋତ (ଦଶରଥ)ଙ୍କ ପୁତ୍ର ଏବଂ ଫ୍ରା ନାରାଇଙ୍କ ଅବତାର|ନାଂଗ୍ ସିଦା – ଫ୍ରା ରାମଙ୍କ ସ୍ତ୍ରୀ ଓ ଲକ୍ସମିଙ୍କ ଅବତାର – ପବିତ୍ରତା ଓ ବିଶ୍ୱସ୍ତତାର ପ୍ରତୀକ|ଫ୍ରା ଲାକ୍, ଫ୍ରା ଫ୍ରୋତ୍ ଓ ଫ୍ରା ଶତ୍ରୁତ୍ (ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ) – ଫ୍ରା ରାମଙ୍କ ତିନି ସାବତ ଭାଇ ।
ରାହୁଲ ଭଟ୍ଟ ଏବଂ ଅଭିନେତ୍ରୀ ପୂଜା ଭଟ୍ଟ ହେଉଛନ୍ତି ଆଲିଆଙ୍କର ସାବତ ଭାଇ-ଭଉଣୀ ।
ହସ୍ତିନାପୁରରେ ପହଞ୍ଚିବା ପରେ ଦୁର୍ଯ୍ୟୋଧନ ପିତାଙ୍କୁ ମନାଇବା ପାଇଁ ଭୀଷ୍ମ ଯେପରି କାଶୀରାଜାଙ୍କର ତିନି ରାଜକୁମାରୀଙ୍କୁ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ଅପହରଣ କରିଥିବାର ଉଦାହରଣ ଦେଇ ନିଜର କାର୍ଯ୍ୟକୁ ପ୍ରମାଣିତ କରିଥିଲେ ।
ଏମିତିକି ତା'ର ସାବତ ଭାଇ ଭଉଣୀମାନେ ମଧ୍ୟ ପ୍ରିନ୍ସିକୁ ବିପଦରେ ପକାଇବାର କୌଣସି ସୁଯୋଗ ହାତଛଡ଼ା କରୁନ ଥିଲେ ।
ତେବେ ଭୀଷ୍ମ ଏହି ତିନି ରାଜକୁମାରୀଙ୍କ ସ୍ୱୟଂବର ବିଷୟରେ ଜାଣିଲେ ଏବଂ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ରାଜକୁମାରୀଙ୍କୁ ଜିତିବା ପାଇଁ ସ୍ୱୟଂବରକୁ ଯାଇଥିଲେ ।
step brother's Usage Examples:
Nisha"s brother and Janki"s step brother (2020– present) Aman Gandhi as Shikhar Shastri– Harsh and Rajesh"s younger step brother and Roohi"s own brother,.
The character arrived in early 1994 as the step brother to established character Carmen Roberts (Theresa Healey) and quickly.
Gopalakrishnan "Gopi" as Ranjath, Surya"s Step brother (2021-present) Pandi Kamal as Surya, Ranjath step brother, Bhavani love interest (2021-present) Padmini.
His step brother is Nick Malceski who plays for Sydney Swans.
Synonyms:
gradual, in small stages, stepwise, bit-by-bit, piecemeal,
Antonyms:
sudden, fast, vertical, steep, horizontal,