statelily Meaning in Odia (Oriya). ( statelily ଶବ୍ଦର ଓଡିଆ ଅର୍ଥ)
ସ୍ଥାୟୀ ଭାବରେ,
Adjective:
ଗ or ରବମୟ,
People Also Search:
statelinessstately
stately home
statement
statement of accounts
statements
stateoftheart
stater
statera
stateroom
staterooms
states
states' rights democratic party
statesman
statesmanlike
statelily తెలుగు అర్థానికి ఉదాహరణ:
୧୯୦୬ରେ ଏହି ଦମ୍ପତି ଦକ୍ଷିଣ ଇଂଲଣ୍ଡର Hertfordshire village ନାମକ ସ୍ଥାନରେ ସ୍ଥାୟୀ ଭାବରେ ବାସ କଲେ ।
ତାଙ୍କ ପିତା ଉପେନ୍ଦ୍ରନାଥ ଗାଙ୍ଗୁଲୀ ସେହି ସମୟର ପୂର୍ବ ବଙ୍ଗର ବରିସାଲ ଜିଲ୍ଲା ( ବର୍ତ୍ତମାନ ବାଂଲାଦେଶ ଅନ୍ତର୍ଭୁକ୍ତ )ରୁ ଆସି ସେଠାରେ ସ୍ଥାୟୀ ଭାବରେ ବସବାସ କରୁଥିଲେ ।
ସେ 1980 ପରେ ସ୍କଟଲ୍ଯାଡରେ ସ୍ଥାୟୀ ଭାବରେ ରହିଗଲେ ।
ହିମାଳୟରେ ଗୋଟିଏ ମଠ ସ୍ଥାପନ ଏବଂ ଗଙ୍ଗାତୀରବର୍ତ୍ତୀ କୌଣସି ପ୍ରଶସ୍ତ ସ୍ଥାନରେ ବରାହନଗରର ମଠକୁ ସ୍ଥାୟୀ ଭାବରେ ପ୍ରତିଷ୍ଠିତ କରିବା ପ୍ରଭୃତି ଅନେକଗୁଡ଼ିଏ ପରିକଳ୍ପନାକୁ କାର୍ଯ୍ୟରେ ରୂପାୟିତ କରିବା ପାଇଁ ସ୍ୱାମୀଜୀ ବିଶେଷ ବ୍ୟସ୍ତ ହୋଇପଡ଼ିଲେ ।
ପ୍ରତିସରଣ ଅପରେସନ (Refractive surgery) କଲେ କର୍ନିଆର ଆକାର ସ୍ଥାୟୀ ଭାବରେ ପରିବର୍ତ୍ତିତ ହୋଇଯାଏ ।
ଆମେରିକାର ସବିଧାନ ଅନୁସାରେ ଏହି ଦିବସ ସ୍ଥାୟୀ ଭାବରେ ନିର୍ଧାରିତ ହୋଇଛି ।
ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ଜୁଆରରେ ଜଳ ମଗ୍ନ ହୋଇଯାଆନ୍ତି ଏବଂ କେତେକ ସ୍ଥାୟୀ ଭାବରେ ଜଳମଗ୍ନ ହୋଇଯାଆନ୍ତି ।
ସେ ୧୯୭୯ ମସିହା ଯାଏ ଅନେକ ଥର ଆସି ପରିଶେଷରେ ସେଠାରେ ସ୍ଥାୟୀ ଭାବରେ ରହିଯାଇଥିଲେ ।
ଏହାପରେ ୧୧ ଜାନୁଆରୀ ୧୯୬୬ରେ ଶାସ୍ତ୍ରୀଙ୍କର ମୃତ୍ୟପରେ ପୁଣିଥରେ ଗୁଲଜାରୀଲାଲ ନନ୍ଦା ୧୩ ଦିନ ପାଇଁ ଅସ୍ଥାୟୀ ଭାବରେ ଲୋକ ସଭାର ଦାୟିତ୍ୱ ତୁଲାଇଥିଲେ ଏବଂ ୨୪ ଜାନୁଆରୀ ୧୯୬୬ରେ ନେହେରୁଙ୍କର ଝିଅ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ, ଯିଏକି ସେତେବେଳେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସାଂସଦ ଥିଲେ ।
୫୦୦୦ରୁ ଅଧିକ ଆହତ ଅଥବା ସ୍ଥାୟୀ ଭାବରେ ଅକ୍ଷମ ହୋଇଗଲେ ।
ବର୍ତ୍ତମାନ ଏହି ଅନୁଷ୍ଠାନ ଅସ୍ଥାୟୀ ଭାବରେ ସମ୍ବଲପୁର ସନ୍ନିକଟ ଶାସନଠାରେ ଥିବା ସିଲିକନ ଇନଷ୍ଟିଚୁଟରେ ଚାଲିଛି ।
ରୋଗ ଆରମ୍ଭ ହେବାର ୬ ଘଣ୍ଟା ମଧ୍ୟରେ ଚିକିତ୍ସା ନ ହେଲେ ପ୍ରଭାବିତ ମାଂସପେଶୀ ଓ ସ୍ନାୟୁ ସ୍ଥାୟୀ ଭାବରେ ନଷ୍ଟ ହୋଇଯାଏ ।
ଶୀତ କାଳରେ ମନ୍ଦିର ବନ୍ଧ ରହେ ଓ ଏଠାରୁ 19 କିଲୋମିଟର ଦୂର ମକୁମମଠକୁ ଅସ୍ଥାୟୀ ଭାବରେ ମୂର୍ତି ରଖି ପୂଜା କରାଯାଇଥାଏ ।