spokesman Meaning in Odia (Oriya). ( spokesman ଶବ୍ଦର ଓଡିଆ ଅର୍ଥ)
ପ୍ରତିନିଧି, ମୁଖପାତ୍ର,
Noun:
ମୁଖପାତ୍ର,
People Also Search:
spokesmenspokespeople
spokesperson
spokespersons
spokeswoman
spokeswomen
spolia
spoliate
spoliated
spoliating
spoliation
spoliations
spoliative
spoliator
spondaic
spokesman తెలుగు అర్థానికి ఉదాహరణ:
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା|ଛତିଶାନିଯୋଗ|ଜଗନ୍ନାଥଙ୍କର ଛତିଶି ପାଟକ ସେବା ରହିଥିବା ବେଳେ, ତାଙ୍କର ପ୍ରତିଟି କାର୍ଯ୍ୟ ପାଇଁ ସେବକ ଖଞ୍ଜା ହୋଇଛନ୍ତିା ହେଲେ ତାଙ୍କର ଛତିଶି ପାଟକ ସେବାର ପ୍ରତିନିଧିତ୍ୱ କରନ୍ତି ଛତିଶା ନିଯୋଗ।
କେଉଁ ଅଂଶ କିପରି ଭାବରେ ସଂଶୋଧିତ ହେବ ତାହା ଲୋକ-ପ୍ରତିନିଧିମାନେ ନିଷ୍ପତି କରିବା ଦରକାର ।
ବାସ୍ତବତାକୁ ପ୍ରତିନିଧିତ୍ୱ କରିବା ପାଇଁ ଏହା ଆମକୁ ଏକ ଅସ୍ପଷ୍ଟ ମଡେଲ୍ ଭାବରେ ବୟାଧ ଭାବରେ ଗ୍ରହଣ କରିବାକୁ ବାରଣ କରେ ।
|୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।
| ରାଜନୈତିକ ଜୀବନ |ପ୍ରିୟମ୍ବଦା ଦେବୀ ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଗଠନ କରାଯାଇଥିବା ୨ୟ ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।
ଜଣେ ଫୁଟବଲ ଖେଳାଳି ଭାବେ ସେ ଓଡ଼ିଶାକୁ ୧୦ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ ।
|୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।
ପ୍ରତିନିଧି ସଭା ନିମ୍ନଲିଖିତ ପରିସ୍ଥିତିରେ ହିଁ ପାର୍ଷଦ ସଭାର ନିର୍ଣ୍ଣୟକୁ ରଦ୍ଦ କରିପାରିବ;|ଯଦି ଏକ ଚିଠା ପ୍ରତିନିଧି ସଭାଦ୍ୱାରା ପାରିତ ହୋଇସାରିଛି, ଏବଂ ପାର୍ଷଦ ସଭା ଦ୍ବାରା ୬୦ ଦିନ ମଧ୍ଯରେ ପ୍ରତ୍ୟାଖ୍ୟାନ, ସଂଶୋଧନ କିମ୍ବା ଅସ୍ୱୀକାର କରାଯାଇଛି, ତେବେ, ଉକ୍ତ ଚିଠାଟି ପ୍ରତିନିଧି ସଭାର ଅତିକମରେ ଦୁଇ-ତୃତୀୟାଂଶ ସଦସ୍ଯଙ୍କ ଦ୍ବାରା ପୁନଃପାରିତ ହେଲେ ସ୍ୱତଃ ଅଧିନିୟମରେ ପରିଣତ ହେବ ।
ମହାଭାରତର ସଭାପର୍ବରେ (୨:୩୦) ଉଲ୍ଲିଖିତ ରହିଛି ଯେ ପାଣ୍ଡବମାନଙ୍କ ପ୍ରତିନିଧି ସହଦେବ ମାହିଷ୍ମତୀ ଆକ୍ରମଣ କରି ଏହାର ରାଜା ନୀଳଙ୍କୁ ପରାସ୍ତ କରିଥିଲେ ।
ସନ୍ତୋଷ ପ୍ରଥମେ ୦୩ ଅପ୍ରେଲ ୧୯୭୬ରେ କଂଗ୍ରେସର ପ୍ରତିନିଧି ଭାବର ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୧୯୮୨ ଓ ୧୯୮୮ରେ ଆଉ ଦୁଇଥର ରାଜ୍ୟ ସଭାକୁ ଯାଇଥିଲେ ।
|୨୦୧୪ରେ ୧୭ତମ ଏସିଅାନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ ।
ମୋଟରସାଇକେଲ୍ ଦୌଡ଼ ବ୍ୟବସ୍ଥାରେ ଏହି ସଂଘ ସବୁ ଦଳଙ୍କ ପ୍ରତିନିଧିତ୍ୱ କରିଥାଏ ।
|ମେସୋସ୍ଫିଅର| ଆଧାର |ପୃଥିବୀର ବାୟୁମଣ୍ଡଳ|ପରିବେଶ ସଞ୍ଜୟ ରାଉଳ ଭାରତୀୟ କ୍ରିକେଟ ଦଳରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିଥିବା ଜଣେ ଖେଳାଳି ।
spokesman's Usage Examples:
National Grid spokesman Jake Navarro said the company was disappointed that Cape Wind has been unable to meet its commitments under the contract, resulting in today's termination of the power purchase agreement.
Afflis died of internal bleeding on November 10, 1991, according to a spokesman for Suncoast Hospital in Largo, Florida, near his winter home.
He is a spokesman for MINDBODY Salon, a salon business software company, for which he hosts hair-advice Q"As on Twitter for an hour each month.
Geoff Koach, spokesman for Strang Communications, said prior to the breakfast that there was an expectation to see a lot more people of color there and another reason for her being chosen to speak was to quell racial tensions in the county.
After having declined to address the organization for most of his presidency, it was Gordon's moderate political views that led Bush to acquiesce to the appearance, according to White House spokesman Tony Snow.
A Pentagon spokesman, Geoff Morrell, dismissed the report's claim that 34 warships were accompanying the President as comical.
He was a spokesman for Tareyton cigarettes in the 1960s.
Three days before, in a "rare and explicit restating of the ban", an Interior Ministry spokesman warned that "women in Saudi.
In return he would tour the world as a senior spokesman to promote Air Force issues.
His critics regarded him as an opportunist without any strong political convictions: on a celebrated occasion in the House of Commons, when he asked for the precise date of an event, Richard Dowse, the Government spokesman, replied that it was at roughly the time when Ball joined the Conservative party to advance his political career.
While the Conservative Party was in opposition, he served as spokesman on Foreign Affairs from 1965 until 1967, and then joined the Shadow Cabinet as spokesman on Social Services.
Alleged foreign help The spokesman for the Shanti Bahini, Bimal Chakma alleged Indian involvement by stating that after the assassination of Sheikh Mujibur Rahman and the removal of Bangladesh Awami League from power in 1975, India provided support and shelter to the members of Shanti Bahini.
Chuck Bowen, a spokesman for Georgia Equality, stated that he was surprised to learn of the march.
Synonyms:
representative, voice, spokesperson, interpreter,
Antonyms:
nonrepresentative, silence, passive voice, active voice, devoice,