spitten Meaning in Odia (Oriya). ( spitten ଶବ୍ଦର ଓଡିଆ ଅର୍ଥ)
ଛେପ,
Adjective:
ମାଡ,
People Also Search:
spitterspitters
spitting
spitting cobra
spittings
spittle
spittlebug
spittles
spittoon
spittoons
spitz
spitzes
spiv
spivs
spivvy
spitten తెలుగు అర్థానికి ఉదాహరణ:
ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ ।
|ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ ।
ରାଜେଶ ତା' ଭଉଣୀ ସହ ରାସ୍ତା ଯାଉଥିବା ବେଳେ ଜଣେ ପୋଲିସ ଇନିସ୍ପେକ୍ଟର ଜି ଭି ମିର୍ଧାର ପାନଛେପ ରେଜେଶର ଭଉଣୀ ଉପରେ ପଡ଼ିଗଲା ଏବଂ ସେଠାରେ ରାଜେଶ ଏବଂ ସେ ପୋଲିସ ଇନିସ୍ପେକ୍ଟରର ଝଗଡ଼ା ହୋଇଗଲା ।
ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଲଳିତା ସ୍ୱାମୀଙ୍କ ପଛେପଛେ ଯାଇ ବିନ୍ଧ୍ୟାଞ୍ଚଳ ପର୍ବତରେ ପହଞ୍ଚିଲେ ।
|ବାରମ୍ବାର ଛେପ ଢୋକିବାକୁ ହୁଏ ।
|ବଡ଼ ମହାସ୍ନାନ - ଭିତର ପୋଖରିଆରୁ ଜଳବିଜୟ ଦ୍ୱାର ମଧ୍ୟରେ ଝାଡା, ପରିସ୍ରା, ରକ୍ତବାନ୍ତି,ଛେପଖଙ୍କାର ଆଦି ପଡିଥିଲେ ଏହି ମହାସ୍ନାନ କରାଯାଏ ।
ସାର୍ବଜନିକ ସ୍ଥାନରେ ପାନଛେପ ପାଟିରେ ଭରିଗଲେ କାହା ସହିତ କଥା ହେବା ସହଜ ହୋଇ ନଥାଏ ଓ କଥା କହିଲେ ଛେପ ପଡ଼ିବାର ଭୟ ରହିଥାଏ।
|ପାହାଡ ଉଠା ମହାସ୍ନାନ - ପୂଜା ଠା ହେବା ପରେ ବା ବସିଥିବା ବେଳେ ଚକାତଳୁ (ରତ୍ନ ସିଂହାସନ ମହା ପ୍ରଭୁଙ୍କ ଆସ୍ଥାନ ଚକା) ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ପାନଛେପ, ମଇଳା , ପରିସ୍ରା ଆଦି ପଡିଥିବା ଜଣାଗଲେ ଏହି ମହାସ୍ନାନ କରାଯାଏ ।
ଲୋକମାନେ ପାନ ଖାଇଲା ପରେ ଏହି ଛେପକୁ ପକାଇଦିଅନ୍ତି ।
ପାନକୁ ଚୋବାଇଲେ ସେଥିରେ ଥିବା "ଖଇର" ନାମକ ପଦାର୍ଥ ପାଟିରେ ମିଳେଇଯାଏ ଓ ପାଟିର ଲାଳ ସହିତ ମିଶି ନାଲି ରଂଗର ଛେପ ସୃଷ୍ଠି କରେ ।
ପୁରାକାଳରେ ରାଜାରାଜୁଡ଼ାମାନେ ପାନ ଛେପ ପକାଇବାପାଇଁ ପିକଦାନୀ ରଖୁଥିଲେ।
ତା ପରେ ଲୋକମାନଙ୍କୁ ଏଣେ ତେଣେ ଛେପ ଖଙ୍କାର ପକେଇବାକୁ ମନା କରାଗଲା ।
spitten's Usage Examples:
Land admits to her lover: "And while history is written / And politics is spitten / We kiss in songs / And I"m missing you.
pit/pat/pitten (put/put/put), sit/sat/sitten (sit/sat/sat), spit/spat/spitten~sputten (spit/spat/spat); brek~brak/brak/brakken~broken (break/broke/broken).
pështy nga Sadiku 6 vite më parë" [The statements of referee that was spitten by Sadiku 6 years ago] (in Albanian).
geshmoltzn melted, molten שפּיַיען Shpayen to spit, spew געשפּיגן geshpign spitten, spewn שריַיבן Shraybn to write געשריבן geshribn written שטאַרבן Shtarbn.