<< speechifier speechifies >>

speechifiers Meaning in Odia (Oriya). ( speechifiers ଶବ୍ଦର ଓଡିଆ ଅର୍ଥ)



ବକ୍ତବ୍ୟ,

ଏକ ଭାଷଣ ଦେବା ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ବଣ୍ଟନ କର |,

speechifiers తెలుగు అర్థానికి ఉదాహరణ:

ସେ ତାଙ୍କ ବକ୍ତବ୍ୟରେ ଦିନର ସମସ୍ତ ମୁଖ୍ୟ ଖବର ଗୁଡ଼ିକ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ପ୍ରଗତି, ସୁଧାର ଏବଂ ସ୍ୱାଧୀନତା ଦାବି କରୁଥିଲେ ।

କିନ୍ତୁ ପରେ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ; ସେ କୌଣସି ଦଳୀୟ ରାଜନୀତିରେ ଯୋଗ ନ ଦେବାର ପ୍ରମୁଖ କାରଣ ଥିଲା ଖ୍ରୀଷ୍ଟବାଦ ଓ ନାସ୍ତିକବାଦ ମଧ୍ୟରେ ଦ୍ୱନ୍ଦ; ଏବଂ ଦକ୍ଷିଣ ଆଫ୍ରିକୀୟ ସଂଘର୍ଷ ସମାନ ବର୍ଗ ଉପରେ ଆଧାରିତ ନ ହୋଇ କଳା-ଗୋରା ଭେଦଭାବରେ ହୋଇଥିବାରୁ ।

ସେଠାରେ ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରାଜୀରେ କହିବା ଲାଗି ବାଧ୍ୟ କଲାପରେ ମଧ୍ୟ ସେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ ।

ବିବାଦୀୟ ବକ୍ତବ୍ୟ ଦେବା ଯୋଗୁଁ ସେ ଦିଲ୍ଲୀ ଦଳର କୋଚ ପଦରୁ ମଧ୍ୟ ବହିସ୍କୃତ ହେଇଥିଲେ ।

ଓଡ଼ିଶୀ ନୃତ୍ୟର ବାନ୍ଧ ଓ ଶବ୍ଦ ନୃତ୍ୟ ଉପରେ ସେ ଅନେକ ପ୍ରବନ୍ଧ ଓ ରିସର୍ଚ୍ଚ ପେପର ଲେଖିଛନ୍ତି ତଥା ଦେଶ ବିଦେଶରେ ଅନେକ କର୍ମଶାଳାରେ ଏ ବାବଦରେ ନିଜର ବକ୍ତବ୍ୟ ରଖିଛନ୍ତି ।

ତାଙ୍କର ଯୁକ୍ତି ଥିଲା, ଓଡ଼ିଶା ବିଧାନ ସଭାରେ ଓଡ଼ିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ? ଇଂଲଣ୍ଡର ହାଉସ୍ ଅଫ୍ କମନସ୍‌ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?|୧୯୪୬ ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା ।

|ତାଙ୍କର ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ବକ୍ତବ୍ୟ ଯୋଗୁ ଓଲସ୍ଟୋନ‌କ୍ରାଫ୍ଟଙ୍କୁ ଆଧୁନିକ ଫେମିନିଷ୍ଟ ଭାବରେ ବର୍ଗୀକରଣ କରାଯାଇପାରେନି କାରଣ ସମାନତା କଳ୍ପନା ତାଙ୍କୁ ମିଳିନଥିଲା ।

|ସାଙ୍ଗାକାରା ପ୍ରଥମ ଯୁବ ଖେଳାଳୀ ଯିଏକି MCC Spirit of Cricket Cowdrey Lectureରେ ବକ୍ତବ୍ୟ ଦେଇଥିଲେ ।

ତଥାପି ତାଙ୍କର ବକ୍ତବ୍ୟଗୁଡ଼ିକ ପାଇଁ ସେ ବିବାଦୀୟ ମଧ୍ୟ ଥିଲେ ।

ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥିଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ ।

ଏହାର ତୃତୀୟ ସଂସ୍କରଣରେ ବ୍ରୁସ ସି. ବର୍ଣଡଟଙ୍କ(Bruce C. Berndt) ବକ୍ତବ୍ୟ ସନ୍ନିବେଶିତ ହୋଇଛି।

କେତୋଟି ଉଦାହରଣ ମାଧ୍ୟମରେ ଏହି ପ୍ରସଙ୍କକୁ ଅବତାରଣା କରାଯାଇପାରେ –|ମଦ୍ୟପ ସ୍ୱାମୀର ଅତ୍ୟାଚାରରେ ସ୍ତ୍ରୀର ବକ୍ତବ୍ୟ ନିମ୍ନୋକ୍ତ ଝୁମରରେ-|‘‘ହାତେ ମାରିଲେ ସହିନେଲି, ଭାତେ ମାରିଲେ ସହିନେଲି|ତେବେ ବି ତୋର ଦିନ କେଳେ କେଚେଗୋ|ସହି ସହି ଆର ସହିବି କେତେ ।

speechifiers's Usage Examples:

censored: "We live in a country made rotten by money and scandals, ruled by speechifiers, schemers and cowards.



speechifiers's Meaning in Other Sites