speary Meaning in Odia (Oriya). ( speary ଶବ୍ଦର ଓଡିଆ ଅର୍ଥ)
ବର୍ଚ୍ଛା,
Noun:
ବର୍ଚ୍ଛା, ଠିକ୍ ଅଛି |,
Verb:
ବିଦ୍ଧିବା |,
People Also Search:
specspecial
special branch
special contract
special edition
special interest
special pleading
special session
special theory of relativity
special verdict
special weapons and tactics squad
special weapons and tactics team
specialer
specialisation
specialisations
speary తెలుగు అర్థానికి ఉదాహరణ:
ଯେଉଁଠାରେ ୧୮ ପ୍ରକାରର କୁରାଢୀ, ୧୩ ପ୍ରକାରର ବର୍ଚ୍ଛା, ୩୦ ପ୍ରକାରର ଧନୁ ଓ ଶର, ୧୦ ପ୍ରକାରର ଖଣ୍ଡା, ୩୫ ପ୍ରକାରର ଛୁରୀ, ୬୩ ପ୍ରକାରର ମାଛଧରା ଜାଲ, ପଶୁପକ୍ଷୀ ଧରିବା ଯନ୍ତା ଏବଂ ବନ୍ଧୁକ ରହିଛି ।
ଏହି ଚିତ୍ରମାନଙ୍କରେ ପଶୁପକ୍ଷୀ, ମନୁଷ୍ୟ ଓ ଶିକାର ଇତ୍ୟାଦି ପ୍ରଦର୍ଶିତ ହୋଇଥିବାରୁ ସେଥିରୁ ସେ କାଳରେ ବ୍ୟବହୃତ ବର୍ଚ୍ଛା, ତେଣ୍ଟା, ଗୋଜିଆ ବାଡ଼ି, ଧନୁତୀର ପରି ଅସ୍ତ୍ରଶସ୍ତ୍ର ବିଷୟରେ କିଛିଟା ଧାରଣା ମିଳେ ।
ମିଳିଥିବା ଉପକରଣମାନଙ୍କ ମଧ୍ୟରେ ହାଡ଼ରେ ନିର୍ମିତ ବର୍ଚ୍ଛା, ହାଡ଼ରେ ତିଆରି ଧାରୁଆ କାତି ଇତ୍ୟାଦି ମନରେ କୌତୁହଳ ସୃଷ୍ଟି କରନ୍ତି ।
ଐତିହାସିକ କାଳର ସମସ୍ତ ଚିତ୍ରରେ ଶାସକମାନେ ଖଣ୍ଡା, ବର୍ଚ୍ଛା, ଧନୁତୀର ଧରି ଯୁଦ୍ଧ କରୁଥିବାର ଦୃଶ୍ୟ ଦେଖିହେବ ।
ପତ୍ରଗୁଡିକ ସରଳ ପରସ୍ପର ବିପରୀତମୁଖୀ, ବୃତ୍ତାଭସ୍ତାକାର, ଅଗ୍ରଭାଗ ବର୍ଚ୍ଛାକାର, ଅଖଣ୍ଡ ଓ ମସୃଣ ।
ପୂର୍ବରୁ ମା’ଙ୍କୁ ଲାଗି ହେଇଥିବା ଅସ୍ତ୍ରଶସ୍ତ୍ର ସହିତ ଏହିଦିନ କାତି (ଖଣ୍ଡା), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ପ୍ରଭୃତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥାଏ ।
ଏହି ଦଳରେ ଏକ ଘୋଡ଼ା, ଜଣେ ମନ୍ତ୍ରୀ, ଜଣେ ଧନୁର୍ଦ୍ଧାରୀ ଓ ୬ଟି ବର୍ଚ୍ଛାଧାରୀଙ୍କ ପ୍ରତିମୂର୍ତ୍ତି ରହିଥିଲା ।
|ସନ ୧୦୦୦ରେ ଚୀନ ଦେଶରେ ଏକ ବାଉଁଶ ନଳୀରେ ଗନପାଉଡର ଭର୍ତ୍ତି କରି ଏକ ବର୍ଚ୍ଛା ମରାଯାଉଥିଲା, ଯାହା ବନ୍ଧୁକର ପ୍ରଥମ ପ୍ରତୀକ ।
କିଛିକାଳ ପୂର୍ବେ ଏଠାରେ କନ୍ଧ, ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର, ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ ।
ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ ।
ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍ରେ ନିଆଁ ଲଗାଇଦେଲେ।
ଏହି ମୁଖ୍ୟ ରୂପଗୁଡ଼ିକ ହେଲେ : କବଚଧାରୀ ଯୋଦ୍ଧା, କବଚହୀନ ସୈନିକ, ପିଲ୍ବକ୍ସ ମୁକୁଟ ପିନ୍ଧିଥିବା ଅଶ୍ୱାରୋହୀ, ମୁକୁଟ ଓ କବଚଧାରୀ ସାରଥୀ, ବର୍ଚ୍ଛାଧାରୀ ରଥାରୋହୀ, ଆଣ୍ଠେଇ ବସିଥିବା ଧନୁର୍ଦ୍ଧାରୀ, ଠିଆ ହୋଇଥିବା ଧନୁର୍ଦ୍ଧାରୀ, ସେନାପତି ଓ ତଳତଳିଆ ସେନା ଅଧିକାରୀ ଇତ୍ୟାଦି ।
ମାଟି ଓ ଛୋଟ ପଥରରେ ନିର୍ମିତ ଏହି କାନ୍ଥଗୁଡ଼ିକ କିନ୍ତୁ କେବଳ ଖଣ୍ଡା, ବର୍ଚ୍ଛାଧାରୀ ସେନାମାନଙ୍କୁ କିଛି ମାତ୍ରାରେ ପ୍ରତିରୋଧ କରିବା ପାଇଁ ସକ୍ଷମ ଥିଲା ।