spacing Meaning in Odia (Oriya). ( spacing ଶବ୍ଦର ଓଡିଆ ଅର୍ଥ)
ବ୍ୟବଧାନ, ଅଦଳବଦଳ,
Noun:
ଅଦଳବଦଳ,
People Also Search:
spacingsspacious
spaciously
spaciousness
spacy
spade
spade casino
spaded
spadefish
spadeful
spadefuls
spademan
spademen
spader
spades
spacing తెలుగు అర్థానికి ఉదాహరణ:
| ପ୍ରଜନନ କ୍ଷମତା |ଏକ ଋତୁମତୀ ମହିଳାଙ୍କ କ୍ଷେତ୍ରରେ ପ୍ରେତ୍ୟକ ୨୮ ଦିନ ବ୍ୟବଧାନେର ଋତୁସ୍ରାବ ଘଟିଥାଏ।
ସମସ୍ତ ପଶୁମୂର୍ତ୍ତି ନିର୍ଦ୍ଧିଷ୍ଟ ବ୍ୟବଧାନରେ ଅଛନ୍ତି ଏବଂ ପ୍ରତ୍ୟେକଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ଅଶୋକ ଚକ୍ର ରହିଛି ।
ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଥିବା ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ୩୦,୭୨୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।
ଦୁଇଟି ଦଣ୍ଡା ପଛପଟେ କିଛି ବ୍ୟବଧାନରେ ଥିବା ସ୍ଥଳେ ଆଗପଟେ ଆସି ମିଶି ଥାଆନ୍ତି।
ପ୍ରାଚୀରର ଉପର ଭାଗରେ ଯୁଦ୍ଧ ପାଇଁ ଉଦ୍ଦିଷ୍ଟ ନିମ୍ନ ଉଚ୍ଚତାର (ପ୍ରାୟ ୩୦ ସେ.ମି.) କାନ୍ଥମାନ (ଈଂରାଜୀରେ Battlement) ନିର୍ମିତ ହୋଇଛି ଯାହା ପରସ୍ପରଠାରୁ ପ୍ରାୟ ୨୩ ସେ.ମି. ବ୍ୟବଧାନରେ ରହିଛନ୍ତି ।
ଏମାନଙ୍କ ଶରୀରରେ ସାଧାରଣ ମହାବଳବାଘଠାରୁ ମୋଟା ମୋଟା ଓ ଅଳ୍ପ ବ୍ୟବଧାନରେ ପଟାଦାଗ ଥାଏ ।
|ଉପକରଣ ରକ୍ଷଣାବେକ୍ଷଣ|ଉପକରଣଗୁଡ଼ିକୁ ସଦାସର୍ବଦା କାର୍ଯ୍ୟକ୍ଷମ ରଖିବା ପାଇଁ ‘’ଜରୁରୀକାଳୀନ ଉପକରଣ ରକ୍ଷଣାବେକ୍ଷଣ ମାନୁଏଲ୍’’ ପ୍ରସ୍ତୁତ ହୋଇ ଓଡ୍ରାଫ ୟୁନିଟ୍ରେ ବଣ୍ଟନ କରାଯାଇଛି ସମସ୍ତ ଉପକରଣ ବ୍ୟବହାରକ୍ଷମ ରଖିବା ପାଇଁ ମକ୍ ଡ୍ରିଲ୍, ପରୀକ୍ଷଣ ଏବଂ ଉପାଯୋଗ ନିୟମିତ ବ୍ୟବଧାନରେ କରାଯାଏ ପାଇଁ ଓଡ୍ରାଫ୍ ଟିମ୍ ୯୨ ପ୍ରକାରର ଭିନ୍ନ ଭିନ୍ନ ଜରୁରୀକାଳୀନ ଉପକରଣ ସବୁ ବ୍ୟବହାର କରନ୍ତି ।
ଚାରି ବର୍ଷ ବ୍ୟବଧାନ ପରେ ବାଏର୍ଣ୍ଣ ପୁଣି ୧୯୯୩-୯୪ କ୍ରୀଡ଼ାବର୍ଷର ବୁଣ୍ଡେସଲିଗା ଜିତିଲା ।
ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା ।
ଏହି ଦୁଇଟି ସଂଖ୍ୟା ମଧ୍ୟରେ ଅନ୍ତର ବାହାର କରି ତାହାକୁ ସେହି ସମୟ ବ୍ୟବଧାନରେ ଭାଗ କରାଯାଏ ।
ଏହି ନିର୍ବାଚନେର ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଦାଶରଥୀ ଗମାଙ୍ଗଙ୍କୁ ମାତ୍ର ୧୧୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ୧୫ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୭୯ ଲକ୍ଷ୍ୟ ହେକ୍ଟର୍ ଜମିରେ କରାଯାଏ ଓ ଏହାର ଓସତ୍ ଉତ୍ପାଦକତା ୨୦ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ | ଓଡ଼ିଶାରେ ଅଳ୍ପ ଉତ୍ପାଦକତାର ପ୍ରମୁଖ କାରଣଗୁଡିକ ମଧ୍ୟରେ , ଉନ୍ନତଶୀଳ ମକ୍କା ପ୍ରଜାତିର ପ୍ରୟୋଗ ନକରିବା, ସାରର କମ୍ ଓ ଅସନ୍ତୁଳିତ ମାତ୍ରାରେ ପ୍ରୟୋଗ, ଧାଡିକୁ ଧାଡି ଓ ଗଛ-ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ବିଷୟରେ ସ୍ୱଳ୍ପ ଗ୍ୟାନ ଅନ୍ୟତମ ।
ମାତ୍ର ଫିଫାର ୧୯୮୬ ମସିହାର ଗୋଟିଏ ରିପୋର୍ଟ ଅନୁସାରେ ଗୋଲ ବ୍ୟବଧାନରେ ଅଗ୍ରଣୀ ଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ତୃତୀୟ ଘୋଷଣା କରାଯାଇଥିଲା ।
spacing's Usage Examples:
is: Bizarre phrasing, lack of punctuation, lists in sentence form, double spacing, and confusing abbreviations.
This is illustrated in the following examples (6) (containing a Nheengatu numeral) and (7) (which contains a borrowed Portuguese numeral):{|border0 cellspacing0 cellpadding6 styleborder-collapse:collapse|-|"nbsp;"nbsp;"nbsp;||6)||ya-wasemy||mukūi||pesoa||ita|-| ||||1PLA-meet||two||people||PL|}“We met two people.
Air Medal w/ 4 bronze oak leaf clusters (second ribbon required for accouterment spacing) American Campaign Medal European-African-Middle Eastern Campaign.
5em 0; background: #f9f9f9; border: 1px #aaa solid; border-collapse: collapse;|-|{| width 100% cellpadding 0 cellspacing 0|-|width 50% bgcolor #ccccff aligncenter|Kingdoms of Spain|width 50% bgcolor #ccccff aligncenter|Additional heraldic symbols|-|width 50% valign top|{| border1 width 100% border1 cellpadding4 cellspacing0 stylemargin: 0.
According to O"Day (1973) luminescent silhouetting may aid the fish in mating, spacing themselves out as they hunt, maintaining.
vocabulary words as a function of relearning sessions and intersession spacing over a 9-year period.
The track usually consists of two running rails with a fixed spacing, which may be supplemented by.
Synonyms:
distance, density, openness, compactness, distribution, concentration, denseness, dispersion, placement, spatial arrangement, arrangement, tightness,
Antonyms:
looseness, movability, generosity, distribution, concentration,