<< spaceman spacer >>

spacemen Meaning in Odia (Oriya). ( spacemen ଶବ୍ଦର ଓଡିଆ ଅର୍ଥ)



ମହାକାଶଚାରୀ, ମହାକାଶଚାରୀ,

Noun:

ମହାକାଶଚାରୀ,

People Also Search:

spacer
spacers
spaces
spaceship
spaceships
spacesuit
spacesuits
spacewalk
spacewalked
spacewalking
spacewalks
spacey
spacial
spacier
spaciest

spacemen తెలుగు అర్థానికి ఉదాహరణ:

ଯୁକ୍ତରାଷ୍ଟ୍ରର ଜଣେ ପୁରୁଖା ମହାକାଶଚାରୀ ଜିନ୍ ସେର୍ନାନ୍ କହିଥିଲେ ଯେ ୧୦୦ରୁ ୨୦୦ ମାଇଲ୍ ଉପର ଉପଗ୍ରହ କକ୍ଷରୁ ବିଶାଳ ପ୍ରାଚୀର ସତରେ ଖାଲି ଆଖିରେ ଦେଖିହେବ ।

|ମହାକାଶଚାରୀ ୱିଲିୟମ୍ ପୋଗ୍‍ୟଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା ଯେ ସେ ସ୍କାଇଲାବ୍‍ରୁ ବିଶାଳ ପ୍ରାଚୀର ଦେଖିଥିଲେ କିନ୍ତୁ ପ୍ରକୃତରେ ତାହା ବେଜିଂଗ୍ ନିକଟସ୍ଥ ଗ୍ରାଣ୍ଡ କେନାଲ୍ ଥିଲା ।

ଅଭିଯାନ ପୂର୍ବ ପରୀକ୍ଷଣ ବେଳେ ୨୭ ଜାନୁଆରୀ ୧୯୬୭ ଦିନ ଅନ୍ତରୀକ୍ଷ ଯାନର ଏକ କ୍ୟାବିନରେ ନିଆଁ ଲାଗି ଅଭିଯାନରେ ସାମିଲ ତିନିଜଣ ମହାକାଶଚାରୀ ଯଥା ବିରଗିଲ ଆଇ ଗସ୍ ଗ୍ରିସମ୍, ବରିଷ୍ଠ ପାଇଲଟ ଏଡ୍ ହ୍ୱାଇଟ୍, ପାଇଲଟ ରୋଜର ବି କାଫେ ମୃତ୍ୟୁ ବରଣ କରିଥିଲେ ।

[17]|Florida Institute of Technologyର Columbia Village Suites ନାମକ ଛାତ୍ର-ଛାତ୍ରୀମାନ‌ଙ୍କ ପାଇଁ ନିର୍ମିତ ଏକ ଆପାର୍ଟମେଣ୍ଟରେ ପ୍ରତ୍ୟେକ ହଲ୍‌କୁ ଜଣେ ଜଣେ ମହାକାଶଚାରୀଙ୍କ ନାମରେ ନାମିତ କରାଯାଇଛି ।

ଏହା ପରେ ସେ ନାସାରେ ମହାକାଶଚାରୀ (NASA Astronaut Corps) ହେବା ପାଇଁ ଆବେଦନ କରିଥିଲେ।

| ଆଧାର |୧୮୯୬ ଜନ୍ମ|୧୯୯୫ ମୃତ୍ୟୁ|ଭାରତ ରତ୍ନ ବିଜେତା|ଭାରତର ପ୍ରଧାନମନ୍ତ୍ରୀ କଳ୍ପନା ଚାୱଲା (ମାର୍ଚ୍ଚ ୧୭, ୧୯୬୨ – ଫେବୃଆରୀ ୧, ୨୦୦୩) ହେଉଛନ୍ତି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ

ନାସା ଏବଂ ଋଷ୍ ଦ୍ୱରା ପ୍ରେରିତ ମହାକାଶଚାରୀ ମାନଙ୍କୁ ଯଥାକ୍ରମେ ଆଷ୍ଟ୍ରୋନଟ ଓ କସ୍ମୋନଟ୍ କୁହାଯାଉଥିବବେଳେ, ଇସ୍ରୋ ଏହାର ମହାକାଶଚାରୀ ଦଳର ନାମ `ଭ୍ୟୋମନଟ` (vyomanaut) ରଖିବାକୁ ଯାଉଥିବା ମଧ୍ୟ ଜଣାପଡିଛି ।

ଏରିକ୍‍ଙ୍କ ପୁସ୍ତକର ମୂଳ ତତ୍ତ୍ୱ ଏହି ଯେ ପ୍ରାଚୀନ ସମୟରେ ଅନ୍ୟ ଗ୍ରହ ବା ଛାୟାପଥରୁ ମହାକାଶଚାରୀମାନେ ପୃଥିବୀ ପୃଷ୍ଠକୁ ଆସିଥିବେ ଓ ଆଜି ପୃଥିବୀରେ ଜୀବିତ ଅନେକ ସଂରଚନା ସେମାନଙ୍କ ପାଇଁ ନିର୍ମିତ ବା ସେମାନଙ୍କଦ୍ୱାରା ନିର୍ମିତ ।

ଏହି ଦୁର୍ଘଟଣାରେ ସମସ୍ତ ସାତ ଜଣ ମହାକାଶଚାରୀଙ୍କ ମୃତ୍ୟୁ ଘଟିଥିଲା ।

ପରିଣାମ ସ୍ୱରୂପ, ବହୁ ପ୍ରଚେଷ୍ଟା ପରେ ନିଆଁ ଲାଗିବାର ୫ ମିନିଟ ପରେ ଯେତେବେଳେ କ୍ୟାପସୁଲର ଦ୍ୱାର ଖୋଲାଗଲା, ସେତେବେଳକୁ ସମସ୍ତ ମହାକାଶଚାରୀ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିସାରିଥିଲେ ।

ଏଥି ସହିତ ବହୁ ସମ୍ମାନର ଅଧିକାରିଣୀ ସୁନିତା ଦ୍ୱିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ ହେଇଛନ୍ତି ।

ଏଥିପାଇଁ କଳ୍ପନା ଏବଂ ତାଙ୍କ ଦଳ ପୃଥିବୀ ତ‌ଥା ମହାକାଶ ବିଜ୍ଞାନ, ଯାନ୍ତ୍ରିକ ଉନ୍ନତି ଏବଂ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଭିତ୍ତି କରି ପ୍ରାୟ ୮୦ଟି ଗବେଷଣାତ୍ମକ ପରୀକ୍ଷା କରିଥିଲେ ।

spacemen's Usage Examples:

"spacemen" or possibly religious figures in the typical early Petagno style, fabulously exotic outfits and suits or armour.


Prasus hopes the spacemen will stay and help him destroy the monster, which is a slender, male hominid creature, around six feet tall with dark, pitted skin, impervious to bullets, and described as a man with the head of a beast.


The stereotypical contactee account in these days involved not just conversations with friendly, humanoid spacemen, but also tours inside their flying saucers, and rides to large Mother Ships in Earth orbit, and even jaunts to the Moon, Mars, Venus, Jupiter and Saturn.


Ford, Winter Solstice, Camelot Station1990: Patrick McKinnon, dear spacemen1991: David Memmott, The Aging Cryonicist in the Arms of His Mistress Contemplates the Survival of the Species While the Phoenix Is Consumed by Fire1992: W.


These enemies include Terminator carrots, Scouse sausages and sword-wielding spacemen.


The auditioning act at the end of the episode is a pair of spacemen, one on a spinning.



Synonyms:

spacewalker, traveler, astronaut, cosmonaut, traveller,

Antonyms:

citizen,

spacemen's Meaning in Other Sites