soviets Meaning in Odia (Oriya). ( soviets ଶବ୍ଦର ଓଡିଆ ଅର୍ଥ)
ସୋଭିଏଟ୍, ସୋଭିଏତ୍,
ଏକ କମ୍ୟୁନିଷ୍ଟ ଦେଶରେ ଏକ ନିର୍ବାଚିତ ସରକାରୀ ପରିଷଦ ଅଛି (ବିଶେଷକରି ପୂର୍ବତନ ସୋଭିଏତ୍ ୟୁନିଅନର ସଦସ୍ୟ),
Noun:
ସୋଭିଏତ୍ |,
People Also Search:
sovranssow
sow bug
sow in
sow one's oats
sow one's wild oats
sow thistle
sowar
sowarry
sowbane
sowed
sowens
sower
sowerby
sowers
soviets తెలుగు అర్థానికి ఉదాహరణ:
|ରୁଷିୟ ସୋଭିଏଟ୍ ସଂଘୀୟ ସମାଜବାଦୀ ସାଧାରଣତନ୍ତ୍ର (called Russian Socialist Federative Soviet Republic at the time) ଅନ୍ୟ ତିନୋଟି ସୋଭିଏଟ୍ ସାଧାରଣତନ୍ତ୍ର ସହିତ ମିଶି ୧୯୨୨ ଡିସେମ୍ବର୍ ୩୦ରେ, ସୋଭିଏଟ୍ ରାଷ୍ଟ୍ରସଂଘ (Soviet Union )ବା ୟୁ ଏସ ଏସ ଆର (USSR) ଗଢାଯାଇଥିଲା ।
୧୯୮୫ରୁ ଆଗକୁ ଶେଷ ସୋଭିଏଟ୍ ନେତା ମିଖାଇଲ ଗୋର୍ବାଚୋଭ, ଦେଶର ଆଧୁନିକରଣ ଓ ଦେଶରେ ଅଧିକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପାଇଁ ଗ୍ଲାସନୋଷ୍ଟ୍ (openness)ଓ ପେରେସ୍ତ୍ରୋଇକା(restructuring)ନୀତି ପ୍ରଚଳନ କରିଥିଲେ ।
ଲକ୍ଷ ଲକ୍ଷ ଲୋକ ସୋଭିଏଟ୍ ରାଷ୍ଟ୍ରସଙ୍ଘର ଦୁରବର୍ତ୍ତି ଅଞ୍ଚଳମାନଙ୍କୁ ନିର୍ବାସିତ ତଥା ଦେଶାନ୍ତରିତ ହୋଇଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭରେ ଯେତେବେଳେ ହିଟଲର, ପୋଲାଣ୍ଡ, ଫ୍ରାନସ ଏବଂ ଅନ୍ୟାନ୍ୟ ଦେଶକୁ ଏକାକୀ ଆକ୍ରମଣ କରିଥିଲେ, ସୋଭିଏଟ ରାଷ୍ଟ୍ରସଙ୍ଘ ତାର ସୈନ୍ୟବାହୀନି ଗଠନ କରିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ ସୋଭିଏଟ୍ର ପୋଲାଣ୍ଡ୍ ଆକ୍ରମଣ ଏବଂ ଉଇନ୍ଟର୍ ଯୁଦ୍ଧ (Winter War) ସମୟରେ, ରୁଷିୟ ସାମ୍ରାଜ୍ୟ ପୁର୍ବରୁ ହରାଇଥିବା କିଛି ଅଂଶକୁ ମଧ୍ୟ ଫେରି ପାଇଥିଲା ।
ଯଦିଓ ସୋଭିଏଟ୍ ଅର୍ଥନୀତି ଏବଂ ତାର ଭିତ୍ତିଭୁମୀ ଭୟଂକର ଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ,ତଥାପି ସୋଭିଏଟ୍ ରାଷ୍ଟ୍ର ସଂଘ ଅତି ଶକ୍ତିଶାଳୀ ଦେଶ ଭାବରେ ସ୍ୱିକୃତ ହୋଇପାରିଥିଲା ||ଯୁଦ୍ଧ ପରେ ଲାଲ୍ ବାହିନୀ(Red Army),ପୁର୍ବ ଜର୍ମାନୀ ସମେତ ପୁର୍ବ ୟୁରୋପ୍କୁ ଅଧିକାର କରିଥିଲା ।
ସୋଭିଏଟ୍ ସୈନ୍ୟ ଏବଂ ବେସାମରିକ ମାନଂକ ମୃତ୍ୟୁ ଯଥାକ୍ରମେ ୧୦.୬ନିୟୁତ ଓ ୧୫.୯ନିୟୁତ ଥିଲା,ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମୃତକଂକ ସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଥିଲା ।
|୧୯୫୭ରେ ସୋଭିଏଟ୍ ରାଷ୍ଟ୍ର ସଂଘ, ପୃଥିବୀର ପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକ୍-୧ ମହାକାଶକୁ ପ୍ରେରଣ କରି, ମହାକାଶ ଯାତ୍ରା ଯୁଗର ଆରମ୍ଭ କରିଥିଲା ।
ତେବେ ସୋଭିଏଟ୍ ରାଷ୍ଟ୍ର ସଂଘ (Soviet Union)ର ପନ୍ଦରଟି ସାଧାରଣତନ୍ତ୍ର ମଧ୍ୟରୁ ରୁଷିୟ ରାଷ୍ଟ୍ରସଂଘ(the Russian SFSR) ଆକାରରେ ଏବଂ ଜନ ସଂଖ୍ୟାରେ ସବୁଠାରୁ ବୃହତ୍ ଥିବାରୁ ସମୁଦାୟ ୬୯ ବର୍ଷର ଇତିହାସରେ ରୁଷିଆ ତାର ଆଧିପତ୍ୟ ବିସ୍ତାର କରିଥିଲା ।
ବିଶ୍ୱ ବିପ୍ଲବର ପ୍ରବକ୍ତା, ଲିଓନ୍ ଟ୍ରଟସ୍କି (Leon Trotsky)୧୯୨୯ରେ ସୋଭିଏଟ୍ ରାଷ୍ଟ୍ରସଙ୍ଘରୁ ନିର୍ବାସିତ ହୋଇଥିଲେ ଏବଂ "ପ୍ରଥମେ ଗୋଟିଏ ଦେଶରେ ସମାଜବାଦର ପ୍ରତିଷ୍ଠା " ଷ୍ଟାଲିନ୍ଙ୍କ ଏହି ଚିନ୍ତାଧାରା ପ୍ରମୁଖ ସ୍ଥାନ ନେଇଥିଲା ।
|ଆଡଲ୍ଫ୍ ହିଟଲରଙ୍କ ରୁର୍,ଅଷ୍ଟ୍ରିଆ,ଏବଂ ଶେଷରେ ଚେକସ୍ଲୋଭାକିଆ ସଂଯୋଜନା, ତା ପ୍ରତି ବ୍ରିଟେନ୍ ଓ ଫ୍ରାନସ୍ ସରକାରଙ୍କ ସନ୍ତୁଷ୍ଟିକରଣ ନୀତି ନାଜି ଜର୍ମାନର ଶକ୍ତି ବର୍ଦ୍ଧନ କରିବା ସଙ୍ଗେ ସଙ୍ଗେ, ସୋଭିଏଟ୍ ରାଷ୍ଟ୍ରସଙ୍ଘ ପ୍ରତି ଯୁଦ୍ଧର ଭୟ ସୃଷ୍ଟି କରିଥିଲା ।
|୧୯୪୧ ଜୁନ୍ ୨୨ରେ ଜର୍ମାନ ନନ୍ ଆଗ୍ରେସନ୍ ଚୁକ୍ତିକୁ ଖିଲାଫ୍ କରି ସୋଭିଏଟ୍ ରାଷ୍ଟ୍ରସଙ୍ଘକୁ ଆକ୍ରମଣ କରିଥିଲା,ଯାହାକି ମାନବ ଇତିହାସରେ ସବୁଠାରୁ ବ୍ରୁହତ୍ ,ଶକ୍ତିଶାଳୀ ଓ ସଙ୍ଗଠିତ ଆକ୍ରମଣ ଥିଲା ଏବଂ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ରାସ୍ତା ଖୋଲିଦେଇଥିଲା ।
soviets's Usage Examples:
The soviets met infrequently (often only twice a year for only several days) and elected the Presidium.
During this time, urban workers began to organize into councils (soviets) wherein revolutionaries criticized the provisional government and its.
based on the model of soviets (workers" councils) or the adoption of a way of life, mentality, and culture modelled after the Soviet Union.
The soviets until then were largely rubber-stamp institutions, approving decisions handed to them by the Communist Party of the USSR or of each.
year, in 1949 the soviets were able to explode for the first time an atomic warhead, the RDS-1, thus ending the atomic bomb monopoly previously held by.
The Red Army expanded and helped local Bolsheviks take power, establishing soviets, repressing their political opponents and rebellious.
This kind of administrative division is equal in status to the towns of district significance and selsoviets, and is.
The 1978 Soviet Union citizenship law delegated to the presidiums of the supreme soviets of the Union republics the authority to grant republican.
conducted the February Revolution in 1917 as the radicals like Vladimir Lenin bided their time, largely working through soviets in the factories and in the.
The soviets until then were largely rubber-stamp institutions.
Areas under Communist control during the Second United Front and Chinese Civil War, such as the Jiangxi and Yan'an soviets, were ruled through terror and financed by opium.
Synonyms:
state,
Antonyms:
nonbeing, nonexistence,