<< sooks soon >>

sooling Meaning in Odia (Oriya). ( sooling ଶବ୍ଦର ଓଡିଆ ଅର୍ଥ)



ଶାନ୍ତ,

Noun:

ଥଣ୍ଡା, ଥଣ୍ଡା ଅବସ୍ଥା |,

People Also Search:

soon
soon enough
sooner
sooner or later
sooner state
soonest
soonish
soop
soot
sooted
sooth
sooth to say
soothe
soothed
soother

sooling తెలుగు అర్థానికి ఉదాహరణ:

ସ୍ଥାନାନୁସାରେ ଏହା ବିଭିନ୍ନ ନାମରେ ଜଣା, ଯେପରି କି ଆଣ୍ଟଲାଟିକ ମହାସାଗର ଏବଂ ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ହରିକେନ (Hurricane) ବା ତୁଫାନ କୁହାଯାଏ, ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ଟାଇଫୁନ (Typhoon) କୁହାଯାଏ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଓ ଏସିଆ ମହାଦେଶୀୟ ସାଗରକୁ କେବଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ବା ଗୁରୁତର ଚକ୍ରବାତୀ ଝଡ଼ କୁହାଯାଏ ।

ସରଳ ଅର୍ଥରେ କହିବାକୁ ଗଲେ ମାନସିକ ଦୃଢ଼ତା ସେହି ବ୍ୟକ୍ତିବିଶେଷଙ୍କର ପାଖରେ ଥାଏ ଯେଉଁମାନେ ଏଭଳି ମାନସିକ ଦକ୍ଷତା ଅର୍ଜନ କରନ୍ତି, ଯାହାଦ୍ୱାରା ସଙ୍କଟାପନ୍ନ, ଗୋଳମାଳିଆ ପରିସ୍ଥିତିର ଚାପରେ ପଡି ସେମାନେ କିଛି ନକାରାତ୍ମକ ଅଘଟଣ ନଘଟାଇ ଶାନ୍ତ ରହନ୍ତି ଯାହା ଫଳରେ ସହଜରେ ସେହିଭଳି ଚାପଜନକ ପରିସ୍ଥିତିରୁ ବାହାରିପାରନ୍ତି ।

ଅନେକ ଖାଦ୍ୟ ନିର୍ମାତା ଖ୧୨ ଥିବା ଦର୍ଶାନ୍ତି, କିନ୍ତୁ ଏହି ରିପୋର୍ଟ ଜଟିଳ ରାସାୟନିକ ପରୀକ୍ଷା ଯୋଗୁ ମିଳେ ଯାହା ସତ୍ୟ ନୁହେଁ ।

|ଯାତ୍ରା କାର୍ଯ୍ୟକ୍ରମ|ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ ।

|୨୦୧୯: ସୁଶାନ୍ତ କୁମାର ବେହେରା (ବିଜଦ)|୨୦୧୪: ସୁଶାନ୍ତ କୁମାର ବେହେରା (ବିଜଦ)|୨୦୦୯: (୬୨): ଖଗେଶ୍ୱର ବେହେରା (ବିଜଦ)|୧୯୭୧: ଭଜମନ ବେହେରା (ଉତ୍କଳ କଂଗ୍ରେସ)|୧୯୬୭: ନବଘନ ନାୟକ (ଜନ କଂଗ୍ରେସ)|୧୯୬୧: ପଦ ନାଏକ (ଭାରତୀୟ ଜାତୀୟ କଂଗ୍ରେସ)|ଆଧାର|ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ (କ୍ରମିକ ସଂଖ୍ୟା: ୬୩) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

|ଅଭିନୟ|ପ୍ରିୟମ୍ବଦା ରାୟ|ରାଈଚରଣ ଦାସ|ଶରତ ପୂଜାରୀ|ମ. ରାମଦାସ|ଲ‌ଲାଟେନ୍ଦୁ ରଥ|ଗୀତ ଏବଂ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର ।

|ଇଣ୍ଟିଫଦା (Intifada)ର ଚରମରେ ସମଗ୍ର ଦେଶରେ ଅଲଗା ଅଲଗା ସ୍ଥାନରେ ତିରିଶ ଶାନ୍ତି ଯାତ୍ରାକାରୀ (vigils) ଥିଲେ ।

ସାମାଜିକ ଏକାନ୍ତ, କ୍ୱାରେଣ୍ଟାଇନ, କର୍ମହାନୀ ବେରୋଜଗାର ହେବା ଭୟ ସାମାଜିକ ଦୂରୀକରଣ ମାର୍ଗଦର୍ଶନ ତ‌ଥା ଅର୍ଥନୈତିକ କାରକମାନଙ୍କ ଯୋଗୁ ମାନସିକ ଅଶାନ୍ତି ହୋଇ ଲୋକମାନେ ଆତ୍ମହତ୍ୟା କରୁଛନ୍ତି ।

ତାଙ୍କର ଜେଜେ ଅକ୍କିନେନି ନାଗେଶ୍ୱର ରାଓ, ମାମୁଁ ଭେଙ୍କଟେଶ ଦଗୁପତି, ସୁରେଶ ଦଗୁପତି, ମାମୁଁ ପୁଅ ଭାଇ ରାଣା ଦଗୁପତି ଏବଂ ପୀଉସୀର ପିଲା, ସୁମନ୍ତ, ସୁଶାନ୍ତ ଏବଂ ସାମନ୍ତା ସଭିଏଁ ତେଲୁଗୁ କଥାଚିତ୍ର ଜଗତର ଅଭିନେତା ।

| ଆଧାର |ଏସିଆ ମାସ ଗଣସମ୍ପାଦନା ୨୦୨୦ ଅଙ୍ଗ ସାନ୍ ସୁ କି (ଜନ୍ମ ୧୯ ଜୁନ୍ ୧୯୪୫) ଜଣେ ବର୍ମୀୟ ରାଜନେତ୍ରୀ, କୂଟନୀତିଜ୍ଞା, ଲେଖିକା, ଏବଂ ୧୯୯୧ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ।

 | ପୁରସ୍କାର ଓ ସମ୍ମାନ |୧୯୬୪ ମସିହାରେ ସେ ଆନ୍ତର୍ଜାତିକ ଲେଲିନ ଶାନ୍ତି ପୁରସ୍କାର ପାଇଥିଲେ ଓ ୧୯୯୧ ମସିହା ପାଇଁ ତାଙ୍କୁ ଆନ୍ତର୍ଜାତିକ ବୁଝାମଣା ପାଇଁ ଜବାହରଲାଲ ନେହେରୁ ପୁରସ୍କାର ପ୍ରଦତ୍ତ ହେଇଥିଲା ।

sooling's Meaning in Other Sites