somalia Meaning in Odia (Oriya). ( somalia ଶବ୍ଦର ଓଡିଆ ଅର୍ଥ)
ସୋମାଲିଆ,
ସୋମାଲିଆ,
People Also Search:
somaliansomalians
somalis
soman
somas
somata
somatic
somatic cell
somatic cell nuclear transfer
somatic cell nuclear transplantation
somatic chromosome
somatic sense
somatic sensory system
somatism
somatist
somalia తెలుగు అర్థానికి ఉదాహరణ:
|ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ରହିଥିବା ଦେଶଗୁଡ଼ିକ ହେଲା: ସୋମାଲିଆ, ଜିବୁତୀ, ୟେମେନ, ଓମାନ, ଇରାନ, ପାକିସ୍ତାନ, ଭାରତ ଏବଂ ମାଳଦ୍ୱୀପ ।
ଡିଜିବାଉଟି, ଏରିଟ୍ରିଆ, ସୋମାଲିଆ ଓ ସୁଦାନ ଦେଶମାନଙ୍କରେ ୮ ନିୟୁତ ମହିଳା ଯୋନିବନ୍ଦ ପ୍ରଥାର ଶୀକାର ହୋଇଛନ୍ତି ।
|୧୯୯୦ ଜନ୍ମ|ଭାରତୀୟ କ୍ରିକେଟ ଖେଳାଳି|ଜୀବିତ ବ୍ୟକ୍ତି ଆରବ ସାଗର, ଭାରତ ମହାସାଗରର ଉତ୍ତର ଭାଗର ଏକ ଅଂଶ, ଯାହାକି ଉତ୍ତରରେ ପାକିସ୍ତାନ ଓ ଇରାନ, ପଶ୍ଚିମରେ ଉତ୍ତର-ପୂର୍ବ ସୋମାଲିଆ ଓ ଆରବ ଦ୍ୱୀପ ଏବଂ ପୂର୍ବରେ ଭାରତଦ୍ୱାରା ଘେରି ହୋଇ ରହିଛି ।
ଆଫ୍ରିକାର ଇଥିଓପିଆ, କେନିଆ, ସୋମାଲିଆ, ଦକ୍ଷିଣ ସୁଦାନ ଓ ସୁଦାନରେ ଅଧିକ ଦେଖାଯାଏ ।
| ଆଧାର | ଅନ୍ୟାନ୍ୟ ଲିଂକ୍ |Photos and videos|ନୁକୁରି ପକ୍ଷୀ ସୋମାଲିଆ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Somali courser, ଜୀବବିଜ୍ଞାନ ନାମ Cursorius somalensis) ଏକ ନୁକୁରି ଜାତୀୟ ପକ୍ଷୀ ।
ଏମାନେ କେନିଆ, ସୋମାଲିଆ, ତାଞ୍ଜାନିଆ, ଉଗାଣ୍ଡା ପ୍ରଭୁତି ଦେଶରେ ଦେଖାଯାନ୍ତି ।
|କର୍ସୋରିୟସ୍ ସୋମାଲେନ୍ସିସ୍ ଲିଟ୍ଟୋରାଲିସ୍ (C. s. littoralis) (କାର୍ଲୋ ଭୋନ୍ ଏର୍ଲାଙ୍ଗର୍, ୧୯୦୫) ଉପପ୍ରଜାତି ମୁଖ୍ୟତଃ ଦକ୍ଷିଣ ସୁଦାନର ଦକ୍ଷିଣ-ପୂର୍ବ, କେନିଆର ଉତ୍ତର ଓ ପୂର୍ବ ଏବଂ ସୋମାଲିଆର ଦକ୍ଷିଣ ଭାଗରେ ଦେଖାଯାନ୍ତି ।
|କର୍ସୋରିୟସ୍ ସୋମାଲେନ୍ସିସ୍ ସୋମାଲେନ୍ସିସ୍ (C. s. somaliensis) (ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫) ଉପପ୍ରଜାତି ମୁଖ୍ୟତଃ ଏରିଟ୍ରିଆ, ପୂର୍ବ ଇଥିଓପିଆ ଏବଂ ଉତ୍ତର ସୋମାଲିଆରେ ଦେଖାଯାନ୍ତି ।
ଏହି ଜନସଂଖ୍ୟାର ଅଧିକାଂଶ ଅଂଶ ଇରାକ (୧,୩୦୦,୦୦୦)ରୁ ଆସିଥିଲେ, ଏହାସହ ପାଲେଷ୍ଟାଇନ (୫୪୩,୪୦୦) ଏବଂ ସୋମାଲିଆ (୫,୨୦୦)ର ବହୁ ସଂଖ୍ୟାରେ ଶରଣାର୍ଥୀ ଏଠାରେ ରହୁଥିଲେ।
ଭିନ୍ନ ଭିନ୍ନ ଦେଶ, ଯଥା ଇଂଲଣ୍ଡ, ନେପାଳ, ସୋମାଲିଆ, ଚାଇନା ଇତ୍ୟାଦିଦ୍ୱାରା ଦିଆଯାଇଥିବା ଅନେକ ସ୍ମରଣଚିହ୍ନ ମଧ୍ୟ ଏହି କୋଠାରେ ରଖାଯାଇଛି ।
ଯେପରି ଇଂଲଣ୍ଡରେ ସିଂହ ପ୍ରହରୀ ଚିହ୍ନ ରହିଥାଏ, ସେପରି ଆଫ୍ରିକାର ବେନିନ୍, ମଲାୱି, ସୋମାଲିଆ, କଙ୍ଗୋ, ଗାବୋନ୍ ଇତ୍ୟାଦିର ପ୍ରଶାସନିକ ଚିହ୍ନରେ କଳା ଓ ସାଧାରଣ କଲରାପତରିଆ ବାଘ ଦେଖିବାକୁ ମିଳେ ।
|ରୋଗାନୁଶୀଳନ|ସନ ୨୦୧୫ରେ ପୃଥିବୀରେ ହୋଇଥବା କାଲାଆଜାର ରୋଗର ୯୦% କେବଳ ବ୍ରାଜିଲ, ଇଥିଓପିଆ, ଭାରତ, କେନ୍ୟା, ସୋମାଲିଆ, ଦକ୍ଷିଣ ସୁଦାନ ଓ ସୁଦାନ ଭଳି ୫ଟି ଦେଶରେ ହୋଇଥିଲା ।
Synonyms:
Africa, Hargeisa, Mogadishu, capital of Somalia, Arab League, Mogadiscio, Somalian, Horn of Africa, Somali, Somali peninsula,