<< sojourning sojourns >>

sojournment Meaning in Odia (Oriya). ( sojournment ଶବ୍ଦର ଓଡିଆ ଅର୍ଥ)



ପ୍ରବାସ,

Noun:

ଛୁଟି, ମୃତ୍ୟୁ, ବିରତି, ବ୍ରେକ, ଛୁଟିଦିନ,

People Also Search:

sojourns
sokah
soke
sokeman
sokemen
soken
sol
sol fa
sola
solace
solaced
solacement
solacements
solacer
solaces

sojournment తెలుగు అర్థానికి ఉదాహరణ:

କ୍ୟାନାରୀ ଦ୍ୱୀପପୁଞ୍ଜରେ ୧୯୯୪ ମସିହାରେ ପ୍ରବାସ ଆରମ୍ଭ କରିଥିବା ପଣ୍ଡା ହଂସମାନେ ଏଠାରେ ବସବାସ କରିବା ଆରମ୍ଭ କଲେ ଓ କ୍ରମେ ଏମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ୨୦୦୮ ବେଳକୁ ପ୍ରାୟ ୫୦ ହଂସ ଯୁଗଳ ହୋଇଯାଇଥିଲା ।

ପ୍ରବାସ ପାଇଁ ଏମାନେ ୧୦୦ କିଲୋମିଟରରୁ ଅଧିକ ଦୂର ଯାଆନ୍ତି ନାହିଁ ।

| ଖାତା ଖୋଲିବାର ଯୋଗ୍ୟତା |ଉଭୟ ଭାରତୀୟ ନାଗରୀକ ଏବଂ ପ୍ରବାସୀ ଭାରତୀୟ ଏହି ଯୋଜନାରେ ନିଜକୁ ଅନ୍ତର୍ଭୁତ କରିପାରିବେ ।

ପ୍ରାୟ 2.9 ନିୟୁତ (୩୦%) ଅଣ ନାଗରିକ, ଶରଣାର୍ଥୀ ଏବଂ ବେଆଇନ ପ୍ରବାସୀ ।

ପ୍ରବାସୀ ଭାଷା ମଧ୍ୟରୁ ତୁର୍କୀୟ, କୁର୍ଦୀୟ, ପୋଲାଣ୍ଡ ଭାଷା, ବାଲ୍କାନ୍ ଭାଷା, ଋଷୀୟ ପ୍ରଧାନ ।

|ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ ।

ତାଙ୍କର ପ୍ରାରମ୍ଭିକ ରଚନାବଳୀ "ବଙ୍ଗଶ୍ରୀ" ଓ "ପ୍ରବାସୀ" ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ପୂର୍ବ ୟୁରୋପ ପରି କିଛି ସ୍ଥାନରେ ଶୀତ ଦିନମାନଙ୍କରେ ପାଣି ବରଫ ହୋଇଯାଉଥିବାରୁ ସେଠାକାର ମାଣ୍ଡିଆଖାଇ ପକ୍ଷୀମାନେ ଅଧିକ ଉଷ୍ମ ଜଳବାୟୁ ଅଞ୍ଚଳକୁ ପ୍ରବାସ ପାଇଁ ଚାଲିଯାଇଥାନ୍ତି ।

| ଇତିହାସ |ଇଣ୍ଡିଗୋର ଆରମ୍ଭ ୨୦୦୬ ମସିହା ପ୍ରାରମ୍ଭରେ ଇଣ୍ଟରଗ୍ଲୋବ ଇଣ୍ଟରପ୍ରାଇଜର ରାହୁଲ ଭାଟ୍ଟିୟା ତଥା ରାକେଶ ଏସ ଗଙ୍ଗବାଲ, (ଯିଏ ୟୁନାଇଟେଡ ଷ୍ଟେଟସରେ ରହୁଥିବା ଅପ୍ରବାସୀ ଭାରତୀୟ ଅଟନ୍ତି)ଙ୍କଦ୍ୱାରା ହୋଇଥିଲା ।

| ପାକିସ୍ଥାନକୁ ପ୍ରବାସ |ଭାରତ ବିଭାଜନପରେ, ଭାରତରେ ରହିବା ପାଇଁ ମଣ୍ଟୋ ଇଚ୍ଛୁକ ଥିଲେ ।

ତାଙ୍କ ଅଜା, ଆଈ, ଜେଜେ ଓ ଜେଜେମା ଚାରି ଜଣଯାକ ଆୟରଲ୍ୟାଣ୍ଡରୁ ଆସିଥିବା ପ୍ରବାସୀ ମାନଙ୍କ ସନ୍ତାନ ଥିଲେ ।

sojournment's Meaning in Other Sites