soilage Meaning in Odia (Oriya). ( soilage ଶବ୍ଦର ଓଡିଆ ଅର୍ଥ)
ମୃତ୍ତିକା,
Noun:
ସିଲେଜ୍,
People Also Search:
soiledsoiler
soiling
soilings
soilless
soils
soilure
soily
soiree
soirees
soja
sojas
sojourn
sojourned
sojourner
soilage తెలుగు అర్థానికి ఉదాహరణ:
ଏହି ପ୍ରାକୃତିକ ଆବେଷ୍ଟନୀ ଭାରତର ଜଳବାୟୁ ଓ ମୃତ୍ତିକା ଗଠନକୁ ନିୟନ୍ତ୍ରଣ କରେ ।
ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ ।
ପରେ ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।
ଗଛ କେତେ ବଢ଼ିପାରିବ ତାହା ମୃତ୍ତିକା, ଜଳବାୟୁ ଓ ଚାଷୀର ଯତ୍ନ ଉପରେ ନିର୍ଭର କରିଥାଏ ।
ଉର୍ବର ମୃତ୍ତିକା ଅଞ୍ଚଳରେ ଥିବା ନଡ଼ିଆ ଗଛ ଗୁଡ଼ିକରେ ବର୍ଷକୁ ପାଖାପାଖି ୭୫ଟି ନଡ଼ିଆ ହୋଇଥାଏ ।
ଗୋଟିଏ ପୁଷ୍ପ ପ୍ରକୃତିର ସମସ୍ତ ଉପାଦାନ - ବାୟୁ, ଜଳ, ଅଗ୍ନି, ମୃତ୍ତିକା ଓ ଇଥର ଧାରଣ କରେ ।
କଂକ୍ରିଟ୍ ନିର୍ମିତ ସଡ଼କ ଓ ନଦୀଶଯ୍ୟାରୁ ମୃତ୍ତିକା ଖନନଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରସ୍ତାବ ପରେ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି ।
|ସ୍ଥାନ ନିରୂପଣ|ବିଭିନ୍ନ ଦୃଷ୍ଟିକୋଣରୁ ସମଗୁଣ ପ୍ରକାରର ମୃତ୍ତିକା,ଖୁଦ୍ର ଆକାରର ଜମି,ନିଦ୍ଧିଷ୍ଟ ଜମି,ସହଜରେ ପ୍ରାପ୍ତ ଓ ଜାଗା, ଭୂତଳ ଜଳ ଇତ୍ୟାଦି ସବୁ ବିଚାରକୁ ନିଆଯାଏ ଯେତେବେଳେ ସ୍ଥାନ ନିରୂପଣ କରାଯାଏ।
ନିମ୍ନ ସ୍ତରର ଉପମୃତ୍ତିକାରେ ବହୁ ପରିମାଣରେ ଚୂନ ରହୁଥିବାରୁ ଓ ସକାଳର କାକର ମିଶି ଏହା କଠିନ ହୋଇଯାଇଥିବାରୁ ନାଜ୍କା ରେଖାଗୁଡ଼ିକ ଅବକ୍ଷୟରୁ ସୁରକ୍ଷିତ ରହିଆସିଛନ୍ତି ।
ଜିଲ୍ଲାର ଦକ୍ଷିଣାଞ୍ଚଳର କିଛି ଅଂଶରେ ଥିବା କୃଷ୍ଣକାର୍ପାସ ମୃତ୍ତିକାକୁ ଛାଡିଦେଲେ ବାକି ଅଞ୍ଚଳରେ ମୁଖ୍ୟତଃ ଲୋହିତ ମୃତ୍ତିକାହିଁ ମିଳିଥାଏ ।
ମୃତ୍ତିକା ନିର୍ମିତ ଲେମ୍ପ ସବୁ ମିଳିଥିଲା ବୁଦ୍ଧଙ୍କ ଅନେକ ପ୍ରତିକୃତି ମଧ୍ୟ ମିଳିଥିବାର ଜଣାଜାଏ ।
soilage's Usage Examples:
They cover a spectrum of increasing symptom severity (staining, soilage, seepage and accidents).
Unitary disposable diaper with integrated soilage-management structure including disposal container, issue-date: September.
They commonly can accommodate both wet and dry soilage, a useful feature in industrial plants and manufacturing facilities.
lacks these supplements and must be contaminated with a certain amount of soilage like perspiration, body oils, airborne micro-organisms before insects become.