<< sneezier sneezing >>

sneeziest Meaning in Odia (Oriya). ( sneeziest ଶବ୍ଦର ଓଡିଆ ଅର୍ଥ)



ଛିଙ୍କ,

ଛିଙ୍କିବା |,

People Also Search:

sneezing
sneezings
sneezy
snell
sneller
snelling
snelly
snib
snibbing
snibs
snick
snicked
snicker
snickered
snickering

sneeziest తెలుగు అర్థానికి ఉదాహరణ:

ଯଥା : କିଛି ସୈନ୍ୟ ଜଂଘକବଚ ପିନ୍ଧିଥିବା ବେଳେ ଆଉ କିଛି ସୈନ୍ୟ ତାହା ପିନ୍ଧିନଥାନ୍ତି, କିଛି ସୈନ୍ୟଙ୍କ ପାଇଜାମା ଛୋଟ ତ ଆଉ କିଛିଙ୍କ ପାଇଜାମା ଲମ୍ବା, ପଦବୀ ବା ପଂକ୍ତିରେ ସ୍ଥାନ ଅନୁଯାୟୀ ସୈନ୍ୟଙ୍କ କବଚ ମଧ୍ୟ ଭିନ୍ନ ହୋଇଥାଏ ।

ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ ।

|ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ ।

|ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କ‌ହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ ।

ପରେ ମୋଗଲି ଓ କା’ର ସହାୟତାରେ ଗଧିଆ ଦଳ ବଳିଆ କୁକୁରଙ୍କ ସହିତ ଲଢ଼େଇ କରି ଓ ବଣୁଆ ମହୁମାଛିଙ୍କଦ୍ୱାରା ସେମାନଙ୍କ ଦଳକୁ ଏକ ତୀବ୍ର ନଦୀସ୍ରୋତ ଥିବା  ଗଣ୍ଡକୁ ଠେଲି ଦେବାରେ ସଫଳ ହୋଇଥିଲେ ।

ବି-ଖାଦକ (bee-eater) ମେରୁଦଣ୍ଡି ପକ୍ଷୀ, ବିଉଲ୍ଫ (beewolves) ଓ ଡ୍ରାଗନ‌ଫ୍ଲାଇ (dragonflies) ପୋକ ଏହି ମହୁମାଛିଙ୍କୁ ଖାଆନ୍ତି ।

|ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ ।

ସର୍ଦ୍ଦି, ଥଣ୍ଡା ହୋଇଥିଲେ ନାକରୁ ପାଣିଗଡେ଼, ଛିଙ୍କ ହୁଏ ।

| ପ୍ରକ୍ରିୟା |ସଂକ୍ରମଣ ପ୍ରକ୍ରିୟା|କାଶିଲା ଛିଙ୍କିଲା ବେଳେ ଯକ୍ଷ୍ମା ରୋଗୀ ଶରୀରରୁ ଅସଂଖ୍ୟ ୦.୫ରୁ ୫.୦ µm ବିଶିଷ୍ଟ ଶ୍ଳେଷ୍ମା କଣା ବାହାରି ବାୟୁରେ ଉଡି ବୁଲନ୍ତି ।

ଏହା ଏକ ବାୟୁ ବାହିତ ରୋଗ ଯାହା ସ‌ହଜରେ ରୋଗୀର କାଶ ଓ ଛିଙ୍କ ମାଧ୍ୟମରେ ବ୍ୟାପିଯାଏ ।

ଏଥି ଯୋଗୁ ଫୁଲ ଫୁଟୁଥିବା ଗଛର ଆଡାପ୍ଟିଭ ରାଡିଏସନ (adaptive radiation) ହୁଏ ଓ ସେହି ଅନୁସାରେ ମହୁମାଛିଙ୍କର ପରିବର୍ତ୍ତନ ହୁଏ ।

ଏହି ରୋଗରେ ନାକରୁ ପାଣି ବୁହେ, କାଶ, ତଣ୍ଟି ଦରଜ, ଛିଙ୍କ, ମୁଣ୍ଡବଥା ଓ ଜର ହୁଏ ।

|ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।

sneeziest's Meaning in Other Sites