snatchy Meaning in Odia (Oriya). ( snatchy ଶବ୍ଦର ଓଡିଆ ଅର୍ଥ)
ଛନ୍ଦି,
Adjective:
ଅନିୟମିତ |,
People Also Search:
snazziersnazziest
snazzy
snead
sneads
sneak
sneak in
sneak out
sneak preview
sneak thief
sneaked
sneaker
sneakers
sneakier
sneakiest
snatchy తెలుగు అర్థానికి ఉదాహరణ:
ବୁଣାଯିବା ପୂର୍ବରୁ ବସ୍ତ୍ର ଆକାରରେ ଏକ ଢାଞ୍ଚା ପ୍ରସ୍ତୁତ କରାଯାଇଥାଏ , ଯେଉଁଥିରେ ସୂତାକୁ ଟଣି ସାହାଯ୍ୟରେ ଛନ୍ଦି ଛନ୍ଦି ଲୁଗା ବୁଣାଯାଇଥାଏ ।
’|କୃଷ୍ଣ ଦୁଇଦୁଇଜଣ ଗୋପୀଙ୍କର ମଝିରେ ସ୍ୱୟଂ ଆବିର୍ଭାବ ହୋଇ ସେମାନଙ୍କ ଗଳାରେ ହାତ ଛନ୍ଦି ନୃତ୍ୟ ଆରମ୍ଭ କରିଥିଲେ ।
ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି ।
ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି ।
ତନ୍ମଧ୍ୟରୁ ୧୯୭୪ର ନବ ନିର୍ମାଣ ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନ ଏବଂ ସମସ୍ୟା ବହୁଳ ୧୯ମାସ (ଜୁନ୍ ୧୯୭୫ରୁ ଜାନୁୟାରୀ ୧୯୭୭) ଦୀର୍ଘକାଳୀନ ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ଭାରତୀୟ ନାଗରିକଙ୍କ ଜୀବନ ଛନ୍ଦି ହୋଇପଡ଼ିଥିଲା ସେତେବେଳେ ସେ ଗଣତନ୍ତ୍ରର ଭାବମୂତ୍ତିର୍କୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ନିଜକୁ କିଛିଦିନ ଧରି ଆତ୍ମଗୋପନ କରାଇ ସେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନକୁ ଜାରି ରଖିଥିଲେ।
ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଥିବା ସୂରଜ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।
ଜୈନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଚନ୍ଦ୍ରାସ୍ୱାମୀ ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ସହଯୋଗ କରିଥିଲେ, ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ସହ ସମ୍ପର୍କ ଆଦି ମାମଲାରେ ଛନ୍ଦି ହୋଇପଡ଼ିଥିଲେ ।
ଏକତ୍ର ବାସ ହେତୁ ପରସ୍ପର ପ୍ରତି ପ୍ରେମ ଦୃଷ୍ଟି ପଡିଲା ଓ ପରସ୍ପର ପ୍ରେମରେ ଛନ୍ଦି ହୋଇଗଲେ ।
ମୂର୍ତ୍ତିରେ ଦେବୀଙ୍କ ଗୋଡ ଛନ୍ଦି ହୋଇ ରହିଛି ।
|ମାଛଜାଲରେ ଛନ୍ଦି ହୋଇ ପ୍ରାଣ ହରାଇବାର ବିପଦରେ ଥିବା ଈରାବତୀ ଡଲ୍ଫିନ୍ଙ୍କ ୭ଟିରୁ ୫ଟି ଉପପ୍ରଜାତିଙ୍କୁ IUCNର ତାଲିକାରେ “critically endangered” ଶ୍ରେଣୀଭୁକ୍ତ କରାଯାଇଛି ।
ସେ ଗ୍ରାମବାସୀଙ୍କ ସହିତ ଛନ୍ଦିଆ ପାହାଡ଼ ଉପରକୁ ଯାଇ ଦିଅଁବର ବା ବରଗଛଟିକୁ କଟାଇ ଗୁମ୍ପା ମୁହଁକୁ ଖନନ କରାଇ ତିନି ଠାକୁରଙ୍କୁ ଉଦ୍ଧାର କଲେ ।
ମାଛଜାଲରେ ଛନ୍ଦି ହୋଇ ଓ ଅଧିବାସର ଅବକ୍ଷୟ ଈରାବତୀ ଡଲ୍ଫିନ୍ମାନଙ୍କ ପାଇଁ ମୁଖ୍ୟ ବିପଦ ।
ପ୍ରାଥମିକ ତଦନ୍ତରେ ମାଛ ଧରାଳୀଙ୍କ ଜାଲରେ ଛନ୍ଦି ହୋଇ ଏମାନେ ପ୍ରାଣ ହରାଇଥିବେ ବୋଲି ଅନୁମାନ କରାଯାଉଥିଲା ।
snatchy's Usage Examples:
There was criticism of the snatchy fuel injection mapping in these early models; however, power delivery was.
However, the ride-by-wire throttle was criticised as "snatchy".
small throttle inputs for much smoother transitions and to address the "snatchy throttle" complaints directed at the earlier models.