slockening Meaning in Odia (Oriya). ( slockening ଶବ୍ଦର ଓଡିଆ ଅର୍ଥ)
ଧିରେ ଧିରେ,
Noun:
ନିଦ୍ରା,
People Also Search:
slocumsloe
sloe eyed
sloes
slog
slogan
sloganeer
sloganeered
sloganeering
sloganeers
slogans
slogged
slogger
sloggers
slogging
slockening తెలుగు అర్థానికి ఉదాహరణ:
ତେବେ ପ୍ରଜନନ ସମୟରେ ମେଲାନିନ୍ କଣିକାଗୁଡ଼ିକଦ୍ୱାରା ସୃଷ୍ଟି ହୋଇଥିବା ଏହି ଦାଗଗୁଡ଼ିକ ଧିରେ ଧିରେ ଅଦୃଶ୍ୟ ହୋଇଯାଏ ।
ଧିରେ ଧିରେ ମନ୍ଦିରର ମୂଖଶାଳା ମଧ୍ୟ ଭାଙ୍ଗିଗଲା ।
ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ ।
ପରିବାରର ଆଉଜଣେ ସ୍ତ୍ରୀ ସଦସ୍ୟ କୁଲାରେ ଚାଉଳ ରଖି ହଳଦୀ ମିଶାଇ ହାତରେ ବୁଲାଇବା ସମୟରେ ଧିରେ ଧିରେ ଆଦିବାସୀ ଗୀତ ବୋଲନ୍ତି ।
ପରବର୍ତ୍ତୀ କାଳରେ ଧିରେ ଧିରେ ମସ୍କୋର ଗ୍ରାଣ୍ଡ୍ ଡଚୀ (Grand Duchy of Moscow)ରୁଷିଆର ଛୋଟ ଛୋଟ ଇଲାକା ଗୁଡିକୁ ପ୍ରଭାବିତ କରି ଏକତ୍ରିତ କରାଇ ଗୋଲଡେନ୍ ହୋର୍ଡ଼ଠାରୁ ସ୍ୱାଧୀନତା ହାସଲ କରିଥିଲା ଏବଂ କିଏଭାନ୍ ରୁଷ (Kievan Rus)ର ସାଂସ୍କୃତିକ ଓ ରାଜନୈତିକ ପରମ୍ପରାର ପ୍ରାଧାନ୍ୟ ବିସ୍ତାର କରିଥିଲା ।
୨୦୧୭ ମସିହାରେ ସୁବ୍ରତ ଅଗସ୍ତ୍ୟ ଚଳଚ୍ଚିତ୍ରର ଗୀତ ଧିରେ ଧିରେ ଭଲ ପାଇଗଲି ପାଇଁ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ ।
ସମସ୍ତ ତେଜ ଧିରେ ଧିରେ ଆକାଶରେ ସମ୍ମିଳିତ ହୋଇ ଏକାକାର ହୋଇଗଲା ।
ତେବେ ଧିରେ ଧିରେ ଆଜିକାଲି ଗୋଟିପୁଅ ନାଟୁଆମାନେ ପୁରାତନ ପୋଷାକକୁ ଛାଡ଼ି କିଛି ପରିମାଣରେ ଆଧୁନିକ ବେଶ ପରିପାଟୀର ବ୍ୟବହାର କରୁଛନ୍ତି ।
| ଅଧୁନାତନ ସ୍ଥିତି |ପାଲା ଓ ଦାସକାଠିଆ ସାଧାରଣ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ଲୋପ ପାଇବାକୁ ବସୁଛି, ଏଥି ନିମନ୍ତେ ଧିରେ ଧିରେ ସରକାରୀ ଓ ବେସରକାରୀ ସ୍ତରରେ ଧିରେ ଧିରେ ଅଣଲାଭକାରୀ ଓ ଅଣ ସରକାରୀ ସଙ୍ଗଠନ ଜରିଆରେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଅଛି ।
ରଷିଆ ପ୍ରଭାବରେ ଚୀନ, ଉତ୍ତର କୋରିଆରେ ସାମ୍ୟବାଦ ପ୍ରତିଷ୍ଠା ହୋଇଥିଲା,ଧିରେ ଧିରେ କ୍ୟୁବା ସମେତ ଅନ୍ୟ କେତେକେ ଦେଶରେ ମଧ୍ୟ ସାମ୍ୟବାଦ ଦେଖାଦେଇଥିଲା ।
ଏହାପରେ ସେ ଧିରେ ଧିରେ ତାଙ୍କ ସହ ଅଧିକ ଘନିଷ୍ଠ ହୋଇଥିଲେ ।