sleer Meaning in Odia (Oriya). ( sleer ଶବ୍ଦର ଓଡିଆ ଅର୍ଥ)
ପତଳା,
Noun:
ଶୋଇବା |, ସୁପତି, ଶୋଇବା ଅବସ୍ଥା |, ସ୍ୱପ୍ନ,
Verb:
ଶୋଇବାକୁ, ନିଷ୍କ୍ରିୟ ରୁହନ୍ତୁ |, କିଛି ଶୋଇଯାଅ |, ଦମନ କରିବାକୁ |, ସ୍ଥିର ରୁହ |, ମର |, ଶୋଇବା |, ଶୋଇବାକୁ ଯାଅ, ଗଡ଼ି ପଡ଼, ସମାଧି ଦିଆଯିବା |, ରୁହନ୍ତୁ |, ଶଯ୍ୟା,
People Also Search:
sleetsleeted
sleetier
sleetiest
sleetiness
sleeting
sleets
sleety
sleeve
sleeved
sleeveen
sleeveless
sleever
sleeves
sleeving
sleer తెలుగు అర్థానికి ఉదాహరణ:
ଅଗଣା ମଝିରେ କଙ୍କ୍ରିଟ ଛତାଟିଏ ଏକ ପତଳା ସ୍ତମ୍ଭ (ସ୍ପାନିଶ ଭାଷାରେ "ଏଲ ପାରାଗୁଆସ" ଅଥବା "el paraguas" ନାମରେ ଜଣା) ଉପରେ ରହିଛି ।
ତୃତୀୟ ଓ ଚତୁର୍ଥ କରଭିକାସ୍ଥି (metacarpals) ବେଶ ପତଳା ଓ କୋଏଲୁରୋସର ଗୋଷ୍ଠୀ ପରି ଲାଗେ ।
| ପଥ୍ୟାପଥ୍ୟ | ପଥ୍ୟ |ରୋଗୀପାଇଁ ପୁରୁଣା ଚାଉଳ ଭାତ, ମୁଗଡ଼ାଲି, ଘିଅ ପଡ଼ିଥିବା ଖେଚୁଡ଼ି, ପତଳା ମୂଳା, ବଥୁଆ, ସଜନା ଛୁଇଁ, ଲେମ୍ବୁ, କ୍ଷୀର ଓ ସମାନ ମାତ୍ରାରେ ମିଶିଥିବା ଘିଅ ଚିନି, ମିଶ୍ରିତ ଯବ ଚଣାର ଛତୁଆ ଆଦି ଉତ୍ତମ ପଥ୍ୟ ଅଟେ।
ରୋଗ ପ୍ରଭାବିତ ଲୋକ ଡେଙ୍ଗା, ପତଳା ହୁଏ ଓ ଅବୟବ ତଥା ହାତ ଓ ପାଦ ଆଙ୍ଗୁଠିମାନ ସୁଦୀର୍ଘ ହୁଏ ।
ଓମ୍ଫାଲୋସିଲ (Omphalocele) ରୋଗରେ ଅନ୍ତନଳୀ ଉପରେ ଏକ ପତଳା ପରଦା ଥାଏ ।
ସାଧାରଣତଃ ଏଗୁଡ଼ିକୁ ପାରମ୍ପରିକ ଢଙ୍ଗରେ ଚମଡା କିମ୍ବା ରବର ଉପରେ ସୁନେଲି ,ରୁପେଲି ରଙ୍ଗର ପତଳା ତାର ଓ ସୂତାରେ ବାନ୍ଧେଣୀ କାମ କରି ବଡ଼ ସୁନ୍ଦର ଭାବରେ ତିଆରି କରାଯାଇଥାଏ ।
ମୁଣ୍ଡ ଉପର ପାଟର କାତି ଛୋଟ, ଚିକ୍କଣିଆ ଓ ପତଳା ।
|ଜୀବଙ୍କାଳରେ ଏକ ମଧ୍ୟମ ଆନ୍ଥ୍ରାକୋଥେରିଡ଼େ ଏକ ପତଳା ଜଳହସ୍ତୀ ଆକାରର ଏକ ଅପେକ୍ଷାକୃତ ଛୋଟ, ପତଳା ମୁଣ୍ଡ ଓ ଘୁଷୁରୀ ଭଳି ଦେଖିବାକୁ ହୋଇଥିବ ।
ଶରୀର ଗଠନ ଦୃଷ୍ଟିରୁ ଚିତାବାଘ ପତଳା ଓ ହାଲୁକା ଯାହା ବିଲେଇ ପ୍ରଜାତିର ଅନ୍ୟ ଜୀବ ଯଥା ମହାବଳ ବାଘ, ସିଂହ, କଲରାପତରିଆ ବାଘ ଇତ୍ୟାଦିଙ୍କ ଶରୀର ଗଠନର ସମ୍ପୂର୍ଣ୍ଣ୍ଣ ବିପରୀତ ।
ଦୁଇଟି ଖୋପ ବିଶିଷ୍ଟ ଏକ କାଠ ତିଆରି ପାଲିଙ୍କିରେ ସୁନା ରୂପାର ପତଳା ପାତ ଚଢ଼ାଯାଇ ଏହି ପାଲିଙ୍କି ତିଆରି ହେଉଥିଲା ।
ଏହାର କାଣ୍ଡ ପତଳା ୨୦ ଫୁଟ ଯାଏଁ ଲମ୍ବା ଏବଂ ଏହା କନ୍ଦ ସଦୃଶ ମାଂସାଳ ବହୁ ବର୍ଷାୟୁ ଭୂତଳ କାଣ୍ଡରୁ ଉଦ୍ଗମ ହୋଇଥାଏ ।
ଯଦି ଶ୍ୱାସ କ୍ରିୟାରେ କଷ୍ଟ ହେଉଛି, ଝାଡା ହେଉନାହିଁ, ପରିସ୍ରା ପତଳା ହେଉଛି, ଝାଳ ବୋହୁଛି ତାହା ହେଲେ ଏହି ରୋଗ ଭଲ ହେବା ସମ୍ଭାବନା କମ ଅଛି"।