<< slav slave >>

slavdom Meaning in Odia (Oriya). ( slavdom ଶବ୍ଦର ଓଡିଆ ଅର୍ଥ)



ଦାସତ୍ୱ,

Noun:

ସ୍ଲାଲମ୍ |,

slavdom తెలుగు అర్థానికి ఉదాహరణ:

|ବ୍ରିଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଲବୀ ବିର୍ସା ମୁଣ୍ଡାମାନଙ୍କୁ ସଂଘଟିତ କରିବା ନିମନ୍ତେ କାର୍ଯ୍ୟପନ୍ଥା ଆରମ୍ଭ କଲେ।

ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା ।

ତାପରେ ଆରମ୍ଭ ହେଲା ଦାସତ୍ୱ ପ୍ରଥା ।

.| ଆଧାର |୧୯୮୭ ଜନ୍ମ|ଜୀବିତ ବ୍ୟକ୍ତି|ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ଗିରିମିଟିଆ ବା ଗିରମିଟିୟା ପ୍ରଥା ଭାରତରେ ଇଂରେଜମାନଙ୍କଦ୍ୱାରା ସନ ୧୮୩୪ରୁ ୧୯୧୭ ଯାଏଁ ପ୍ରଚଳିତ ଏକ ଦାସତ୍ୱ ପ୍ରଥା ।

ଅବଶେଷରେ ୫ ଫେବୃୟାରୀ ୧୯୯୬ରେ, ଜାତୀୟ ଓ ଆନ୍ତର୍ଜାତୀୟ ଚାପ ଯୋଗୁ ଯୌନ ଦାସତ୍ୱରୁ ମୁକ୍ତି ଦେବା ପାଇଁ ବଡ଼ ଧରଣର ଚଢଉ (ରେଡ) କରାଗଲା ।

ଶ୍ରୀଲଙ୍କାରେ ପୁଞ୍ଜିବାଦ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହେବାର ଏକ ମୁଖ୍ୟ କାରଣ ଥିଲା ୱେଷ୍ଟଇଣ୍ଡିଜରେ ଦାସତ୍ୱ ପ୍ରଥା ରଦ୍ଦ ହେବା ପରେ ସେଠାରେ କଫି ଉତ୍ପାଦନରେ ହ୍ରାସ ।

ଦ୍ୱିତିୟ ଆଲେକଜାନ୍ଦର୍ (୧୮୫୫-୮୧) ବିଧିବଦ୍ଧ ଭାବରେ ଯେଉଁ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଥିଲେ ଦାସତ୍ୱ ମୋଚନ ସଂସ୍କାର(emancipation reform of 1861 ) ତା ଭିତରେ ଅନ୍ତର୍ଭୁକ୍ତ ଥିଲା l ଏହି ଉଲ୍ଲେଖନୀୟ ସଂସ୍କାର ସବୁ ରଷିଆରେ ଶିଳ୍ପାୟନ ଏବଂ ସେନାବାହିନୀର ଆଧୁନିକରଣ ପାଇଁ ସହାୟ ହୋଇଥିଲା |ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରୁଷିଆରେ ଅନେକ ସାମ୍ୟବାଦୀ ଆନ୍ଦୋଳନ ଦେଖାଯାଇଥିଲା ।

ସେ ଦେଶକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ସଂଘର୍ଷର ଏମିତି ଏକ ମାର୍ଗ ବାଛିଲେ ଯାହା ମାନବୀୟ ଏବଂ ଅତି ଆଶ୍ଚର୍ଯ୍ୟଜନକ ଅଟେ ।

ଏହି ପ୍ରଥା ଯୌନ ଦାସତ୍ୱ ଏବଂ ଶିଶୁ ବେଶ୍ୟାବୃତ୍ତି ସହିତ ସମ୍ବନ୍ଧିତ ।

ଏହା ବାଦ, ମିଳିତ ଜାତିସଂଘର ସାଧାରଣ ପରିଷଦରେ ୧୮ ଡିସେମ୍ବର ୨୦୦୨ରେ ପାରିତ ପ୍ରସ୍ତାବ ସଂଖ୍ୟା ୫୭/୧୯୫ ଅନୁସାରେ ୨୦୦୪ ମସିହାକୁ ଦାସତ୍ୱ ପ୍ରଥାର ଉନ୍ମୂଳନ ନିମିତ୍ତ ସଂଘର୍ଷକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବର୍ଷ ଭାବେ ପାଳନ କରାଯାଇଥିଲା ।

ବିଶ୍ୱାମିତ୍ରଙ୍କୁ ଦକ୍ଷିଣା ଦେବାପାଇଁ ଧନ ସଂଗ୍ରହ କରିବାର ଅନ୍ୟଉପାୟ ନଥିବାରୁ ହରିଶ୍ଚନ୍ଦ୍ର ନିଜର ସ୍ତ୍ରୀ ଶୈବ୍ୟାଙ୍କୁ ଦାସୀରୂପେ ଓ ଏକମାତ୍ର ପୁତ୍ର ରୋହିତାଶ୍ୱକୁ ଦାସରୂପେ ଜଣେ ବ୍ରାହ୍ମଣଙ୍କୁ ବିକ୍ରି କଲେ ଓ ନିଜେ ଗୋଟିଏ ଚଣ୍ଡାଳ ନିକଟରେ ଦାସତ୍ୱ ଗ୍ରହଣ କରି, ଏବଂ ଭୂତ ଦାସତ୍ୱଲବ୍ଧ ଧନ ଆଣି ବିଶ୍ୱାମିତ୍ରଙ୍କୁ ଦକ୍ଷିଣା ଦେଲେ ।

slavdom's Meaning in Other Sites