skyhigh Meaning in Odia (Oriya). ( skyhigh ଶବ୍ଦର ଓଡିଆ ଅର୍ଥ)
ଆକାଶ, ବହୁତ ଉଚ୍ଚ, ବିରାଟ ଉଚ୍ଚ,
Noun:
ଆକାଶର ଆଲୋକ,
People Also Search:
skyhookskyhooks
skying
skyish
skyjack
skyjacked
skyjacker
skyjackers
skyjacking
skyjacks
skylab
skylark
skylarked
skylarker
skylarking
skyhigh తెలుగు అర్థానికి ఉదాహరణ:
| ରେକଡ଼ିଂ |ମଥୁରା ମଙ୍ଗଳର ପ୍ରଥମ ଛାନ୍ଦ "ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର" ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଆକାଶବାଣୀ କଟକରେ ଗାଇଥିଲେ ।
ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ମଇରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାରିଟି ପୂର୍ଣ୍ଣିମା ଦିନ ନିର୍ମଳ ଆକାଶ ତଳେ ଏହି ନାଟକ ପ୍ରଦର୍ଶିତ ହୁଏ ।
ତାଙ୍କ ରଚିତ ବହୁ ଭଜନ ଓ ଜଣାଣ ଆକାଶବାଣୀ ତରଫରୁ ପ୍ରସାରିତ ହୋଇଛି ।
ସେତେବେଳେ ସେ ଥିଲେ ଦିଳ୍ଳୀ ଆକାଶବାଣୀର ପ୍ରଥମ ଓ ଏକ ମାତ୍ର ଓଡ଼ିଆ କର୍ମଚାରୀ ।
ଘରର ସମସ୍ତ ସଦସ୍ୟ ଏହି ଜଳନ୍ତା କାଠିଟିକୁ ଟେକି ଧରି ଆକାଶଆଡ଼କୁ ଦେଖାଇ ନିଜ ପିତୃପୁରୁଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥାନ୍ତି ।
|ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଆକାଶ ଦାସନାୟକ ଏବଂ ନାୟିକା ଅର୍ଚ୍ଚିତା ସାହୁ ।
ଏପରି ବିଭିନ୍ନ ମୌଳିକ ଉପାଦାନର କଣିକାମାନ ମହାକର୍ଷଣୀୟ ପ୍ରଭାବରେ ଆସି ନକ୍ଷତ୍ର ଏବଂ ଆକାଶଗଙ୍ଗା ଆଦି ଗଠିତ ହେଲା ଯାହା ଆଜି ପର୍ଯ୍ୟନ୍ତ ଆମେ ଦେଖି ପାରୁଛେ ।
|ଅଭିନୟ|ଆକାଶ ଦାସନାୟକ |ଖୁସି ଗର୍ବୀ|ମିହିର ଦାସ|ବୀଣା ମହାରଣା|ରାଇମୋହନ ପରିଡ଼ା|ଅକ୍ଷୟ ବସ୍ତିଆ|ବ୍ରଜ ସିଂହ|ଦେବୀ ବାରିକ|ଚୈତନ୍ୟ ବେହେରା|ଦେବୁ ବୋଷ|ଦୀପାଲି|ଜ୍ୟୋତି|ସ୍ମିତା ମହାନ୍ତି|ଅନୁରାଗ ସାହୁ|କାହାଣୀ|ଗୀତ ଏବଂ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଗନ ବିହାରୀ ।
ସେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।
ଜଣେ ଭାଷ୍ୟକାର ଭାବରେ ଆକାଶବାଣୀ, ଦୂରଦର୍ଶନ ଏବଂ ଘରୋଇ ଟିଭି ଚ୍ୟାନେଲରେ ଜଗନ୍ନାଥଙ୍କ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ।
ଗଣିତ ବିଦ୍ୟା, ଆକାଶ ବିଦ୍ୟା, ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ୟସବୁ ରଚା ଯାଇଥିଲା ।