sitwell Meaning in Odia (Oriya). ( sitwell ଶବ୍ଦର ଓଡିଆ ଅର୍ଥ)
ବସିବା,
ଇଂରାଜୀ କବି (1887-1964),
People Also Search:
sitz bathsitzkrieg
sium
siva
sivaism
sivan
sivapithecus
siver
six
six bar
six footer
six membered
six mile
six nations
six ply
sitwell తెలుగు అర్థానికి ఉదాహరణ:
୧୯୦୩ ମସିହାରେ ସଚ୍ଚିଦାନନ୍ଦ ଦେବ ସିଂହାସନରେ ବସିବାପରେ ଜଳନ୍ଧରଙ୍କୁ ଦେବାନ ଦାୟିତ୍ୱ ଅର୍ପଣ କରିଥିଲେ ।
ଆଗ ପଟର ବଡ଼ ଖୋପରେ ରାଜା ବା ତାଙ୍କ ପରିବାରର ଲୋକଙ୍କ ବସିବା ପାଇଁ ଏବଂ ପଛ ପଟର ଖୋପଟି ଦାସ ପରି ଛଦ୍ମବେଶରେ ଥିବା ରାଜାଙ୍କ ଜଣେ ଅଙ୍ଗରକ୍ଷକ ପାଇଁ ଉଦ୍ଦିଷ୍ଟ ଥିଲା ।
ନଦୀରେ ସ୍ନାନ କରିବା ଏବଂ ଖରାରେ ବସିବାଦ୍ୱାରା ଜୀବାଣୁ ସମ୍ପୂର୍ଣ୍ଣ ମରିନଥାନ୍ତି ।
୧୯୯୨ ମସିହାର ଗ୍ରୀଷ୍ମକାଳୀନ ଅଲିମ୍ପିକ୍ ଖେଳର ପ୍ରସ୍ତୁତି ବେଳେ ଦର୍ଶକଙ୍କ ବସିବା ପାଇଁ ଆହୁରି ଅଧିକ ଦୁଇଟି ସୋପାନ ନିର୍ମାଣ କରାଗଲା ।
କେହି କେହି କହିଲେ ଏହା ସେହି ପୁରାଣ ବର୍ଣ୍ଣିତ ମହାପ୍ରସାଦ ତ ଥୋକାଏ ଲୋକ ବସିବାକୁ ରାଜି ହେଲେ ।
ବେଳେବେଳେ ସେ ଭୋକରେ ରହିବେ, ବେଳେବେଳେ ସେ ବହୁତ ସ୍ୱାଦିଷ୍ଟ ଭୋଜନ କରିବେ, ବେଳେବେଳେ ସେ ଶ୍ରୀ ଶ୍ରୀ ରାମଦାସଜୀଙ୍କୁ ବିନା କାରଣରେ ନିର୍ଯାତନା କିମ୍ବା ପିଟିପିଟି ପରୀକ୍ଷା କରିବେ | ଥରେ ଶ୍ରୀ ଶ୍ରୀ ଦେବଦାସୀ ତାଙ୍କୁ ଏକ ଆସନ ଦେଖାଇ ତାଙ୍କୁ ସେଠାରେ ବସିବାକୁ କହିଥିଲେ, "ମୁଁ ଫେରିବା ପର୍ଯ୍ୟନ୍ତ ତୁମେ ଏହି ସିଟରେ ବସିବ।
୨୦ ଲୋକ ବସିଲା ଭଳି ଉପର ଖୋଲା କ୍ୟାଣ୍ଟର୍ କିମ୍ବା ୬ ଜଣ ବସିବା ଭଳି ଉପର ଖୋଲା ଜିପ୍ସି ଗାଡ଼ି ସଫାରୀ ପାଇଁ ଉପଲବ୍ଧ ଥାଏ ।
" ଗାଦ୍ଦୀରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷ ମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ ।
ଗୋଟିଏ ମିନିଟ ବିଳମ୍ବରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସେ ଶ୍ରେଣୀରେ ବସିବାକୁ ଦେଉନଥିଲେ ।
ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସିବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ ।