<< sisters in law sisting >>

sistersinlaw Meaning in Odia (Oriya). ( sistersinlaw ଶବ୍ଦର ଓଡିଆ ଅର୍ଥ)



ଭଉଣୀମାନେ,

ଶାଲିକା |,

People Also Search:

sisting
sistra
sisyphean
sisyphus
sit
sit back
sit by
sit down
sit down strike
sit for
sit on
sit out
sit tight
sita
sitar

sistersinlaw తెలుగు అర్థానికి ఉదాహరణ:

ଦଶ ପିଲାଙ୍କ ମଧ୍ୟରୁ ବଡ଼, ଭୁପେନ ହାଜାରିକା (ତଥା ତାଙ୍କ ଭାଇଭଉଣୀମାନେ) ତାଙ୍କ ମା’ଙ୍କ ସଂଗୀତ ପ୍ରଭାବରେ ପ୍ରଭାବିତ ହୋଇଥିଲେ ।

ହିନ୍ଦୁମାନେ ଅର୍ଦ୍ଧଶକ୍ତି ଦେବୀ ରୂପେ ଏହି ପୀଠରେ ଉପାସନା କରୁଥିବା ବେଳେ ମୁସଲମାନ ଓ ଅନ୍ୟଧର୍ମର ଭାଇଭଉଣୀମାନେ ହିଙ୍ଗଲାଜ ମାତାଜୀ ବୋଲି କହନ୍ତି ।

|ପଶ୍ଚିମ ଓଡ଼ିଶାର ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି ।

ପ୍ରିନ୍ସିକୁ ହଇରାଣ କରିବା ପାଇଁ ତା'ର ସାବତ ମାଆ ଏବଂ ଭାଇ ଭଉଣୀମାନେ ବିଭିନ୍ନ ପ୍ରକାର ଚେଷ୍ଟା କରୁଥିଲେ, ମାତ୍ର ତାକୁ ସବୁ ଜାଗାରେ ସୋନପରୀ, ଆଲ୍‌ତୁ ଏବଂ ଫୃଟି ଆସିକୁ ସାହାୟତା କରୁଥିଲେ ।

ଭାଇ ଜିଉଁନ୍ତିଆ ଓଷା ପାଳନ ଦିନ ଭଉଣୀମାନେ ପ୍ରାତଃ ସ୍ନାନ କରି ନଈ ତୁଠ ଏବଂ ପୋଖରୀହୁଡାରେ ଗୋଲାକାର ବାଲୁକା ବେଦି ସ୍ଥାପନା କରନ୍ତି ।

ଭଉଣୀମାନେ ବ୍ରତ ସଂକଳ୍ପ ପୂର୍ବକ ଭାଇମାନଙ୍କର ଦୀର୍ଘଜୀବନ, ଐଶ୍ୱର୍ଯ୍ୟ ତଥା ସର୍ବମଙ୍ଗଳ କାମନା କରି ମୃତ୍ୟୁ ଦେବତା ଯମରାଜାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି ।

ଏହା ଦେଖି ବାକି ଭାଇ ଭଉଣୀମାନେ ଲକ୍ଷ୍ମୀର ପକ୍ଷ ନେବା ସ‌ହ ରୁଦ୍ର ବାବୁଙ୍କ ସ‌ହ ଯୁକ୍ତିତର୍କ କଲେ, ଫଳରେ ସମସ୍ତଙ୍କୁ ରୁଦ୍ର ପ୍ରତାପ ଘରୁ ତଡ଼ିଦେଇ ଏକୁଟିଆ ହେଇଗଲେ ।

|ପିଲାଦିନୁ ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀମାନେ କବିତା ଲେଖୁଥିଲେ ଓ ଆବୃତ୍ତି କରୁଥିଲେ ।

ଏହି ଓଷାରେ ଭଉଣୀମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି ।

|ମନ୍ନାରାଙ୍କର ଭଉଣୀମାନେ ହେଲେ: ପ୍ରିୟଙ୍କା ଚୋପ୍ରା, ପରିଣୀତି ଚୋପ୍ରା, ଏବଂ ମୀରା ଚୋପ୍ରା|ଅଭିନୟ ଜୀବନ|ପାଠପଢ଼ା ସରିବା ପରେ ମନ୍ନାରା ମୁମ୍ବାଇରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ସେଠାରେ ସେ କିଛି ବିଜ୍ଞାପନରେ ଅଭିନୟ କରିଥିଲେ ।

ଯମଦ୍ୱିତୀୟା ବା ଭୟାଦୂଜ ପୂଜା ପରେ ଭାଇମାନଙ୍କ ମୁଣ୍ଡରେ ତିଳକ ଲଗାଇ ଭଉଣୀମାନେ ସେମାନଙ୍କୁ ସୁଆଦିଆ ଖାଦ୍ୟ ଓ ମିଷ୍ଟାନ୍ନ ଆଦି ଖୁଆଇ ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି ।

ଠାକୁରାଣୀ ଶାକାହାରୀ ହୋଇଥିବାରୁ ତାଙ୍କ ଭଉଣୀମାନେ ତାଙ୍କୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ ଓ କେହି ଧୀବର ତାଙ୍କୁ ପାଇ ଧାମରାକୁ ଆଣିଥିଲେ।

ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଥିଲେ ହେଁ ସଧବା, ବିଧବା, ବୃଦ୍ଧା ରମଣୀମାନେ ମନଯୋଗ ସହକାରେ ପାଳନ କରନ୍ତି ।

sistersinlaw's Meaning in Other Sites