sikhs Meaning in Odia (Oriya). ( sikhs ଶବ୍ଦର ଓଡିଆ ଅର୍ଥ)
ଶିଖ୍,
ଶିଖ ଜଣେ ବିଶ୍ୱସ୍ତ |,
Noun:
ଶିଖ୍ |,
People Also Search:
sikkimsikorsky
silage
silaged
silages
silastic
sild
silds
sile
silen
silence
silenced
silencer
silencers
silences
sikhs తెలుగు అర్థానికి ఉదాహరణ:
ତାଙ୍କର ଡିଜାଇନ୍ କରାଯାଇଥିବା ଘର, ଅଫିସ୍ ଘର,ଶିଖ୍ୟା କ୍ୟାମ୍ପସ୍ ,ନଗର ଯୋଜନା ଆମ ଦେଶର ସବୁ କୋଣରେ ଆଛି ।
ସେ ତାଙ୍କର ସନ୍ଧନ ବିଷୟ ଦି ପ୍ଲେସ୍ ଏଣ୍ଡ୍ ସ୍ଟାଟସ୍ ଅଫ୍ ୱିମେନ୍ ଇନ୍ ଶିଖ୍ ସୋସାଇଟି ପାଇଁ ଡଃ ଗଣ୍ଡା ସିଂ ମେମୋରିଆଲ୍ ସମ୍ମାନରେ ସମ୍ମାନତ ହୋଇଥିଲେ ।
ସେହିପରି ଶିଖ୍ ବିଶ୍ୱାସ ଅନୁଯାୟୀ ଶିଖ୍ଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ୱାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରିଦ୍ୱାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି ।
୧୮୩୪ ମସିହାରେ ଶିଖ୍ ସାମ୍ରାଜ୍ୟ ଲଦାଖ୍ ଅଞ୍ଚଳକୁ ଜାମ୍ମୁ ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲା ।
ତେଣୁ ଶିଖ୍ ମାନେ ଏହି ପର୍ବକୁ ସାମୁହିକ ଜନ୍ମଦିନ ହିସାବରେ ପାଳନ କରିଥାନ୍ତି ।
’ ଜୈନଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରଗଣଙ୍କ ଉପରେ ଏବଂ ଶିଖ୍ଗୁରୁ ନାନକଙ୍କ ଉପରେ ମଧ୍ୟ ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ଏହି ସବୁ ଧର୍ମକୁ ମଧ୍ୟ ଭଗବତ୍ ପ୍ରାପ୍ତିର ପଥ ବୋଲି ସେ ନିର୍ଦ୍ଦେଶ କରୁଥିଲେ ।
ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍)ର ଉତ୍ପତ୍ତି ଭାରତରୁ ହୋଇଥିଲା ।
ଏହି ଦିନ, ୧୩ ଏପ୍ରେଲ ୧୬୯୯ରେ ଶିଖ୍ ଧର୍ମର ଦଶମ ଗୁରୁ ଗୋବିନ୍ଦ ସିଂହ ଖାଲସା ପନ୍ଥର ସ୍ଥାପନା କରିଥିଲେ ।
ସେ ଡେଭେଲୋପ୍ମେଣ୍ଟ୍ ଅଫ୍ ଥିଓରି ଅଫ୍ ଡିମାଣ୍ଡ୍ ଓ ଶିଖ୍ ରିଲିଜିଅନ୍ ଏଣ୍ଡ୍ ଇକୋନୋମିକ୍ ଡେଭେଲୋପ୍ମେଣ୍ଟ୍ ନାମରେ ଦୁଇଟି ପୁସ୍ତକ ଲେଖିଥିଲେ ।
ଆଉ ଏହିଠାରେ ଥିବା ଅବସ୍ଥାରେ ସେହି ସନ୍ଥଙ୍କଠାରୁ ଶଙ୍କରାଚାର୍ଯ୍ୟ ଦୀଖ୍ୟା ଏବଂ ଶିଖ୍ୟା ଲାଭ କରିଥିଲେ ।
ଚୀନର ସୈନ୍ୟବଳ ଶିଖ୍ ସେନାକୁ ପରାସ୍ତ କରି ଲଦାଖ୍ ଅଞ୍ଚଳରେ ପ୍ରବେଶ କଲେ ଓ ଲେହ ଅଧିକାର କରିନେଲେ ।
|ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସ୍ଲିମ୍ମାନଙ୍କ ’କଦ୍ଦମ୍ ରସୁଲ’ ଓ ଶିଖ୍ଙ୍କ "ଗୁରୁଦ୍ୱାରା ଦାତନ୍ ସାହେବ" ଅନ୍ୟତମ ।
|ପ୍ରାରମ୍ଭିକ ଜୀବନ ଏବଂ ମଡେଲିଂ|ତାପସୀ ୧ ଅଗଷ୍ଟ ୧୯୮୭ରେ ନୂଆଦିଲ୍ଲୀରେ ଏକ ଶିଖ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
sikhs's Usage Examples:
hardly articulate, and reported that a party of mounted Hung-hutzes had swooped down on the sikhs, who had carelessly neglected to take their arms, and.
Synonyms:
adherent, disciple,
Antonyms:
leader, nonadhesive,