siderating Meaning in Odia (Oriya). ( siderating ଶବ୍ଦର ଓଡିଆ ଅର୍ଥ)
ପାର୍ଶ୍ୱବର୍ତ୍ତୀ,
Adjective:
ନିୟନ୍ତ୍ରଣରେ |,
People Also Search:
siderationsidereal
sidereal day
sidereal time
sidereal year
siderite
siderites
siderosis
sides
sidesaddle
sideshow
sideshows
sideslip
sidesman
sidesmen
siderating తెలుగు అర్థానికి ఉదాహరణ:
ପାର୍ଶ୍ୱବର୍ତ୍ତୀ କାଗଜ କଳମାନଙ୍କୁ ବା ଇଲେକ୍ଟ୍ରିସିଟି ଗ୍ରିଡ୍କୁ ଏହା ବିଦ୍ୟୁତ୍ ଯୋଗାଣ କରେ ।
ରୋଗ ଜଟିଳ ଥିଲେ ନିମୋଥୋରାକ୍ସ, ପାର୍ଶ୍ୱବର୍ତ୍ତୀ ରକ୍ତନଳୀ ଓ ସ୍ନାୟୁ ଆଘାତପ୍ରାପ୍ତ, ଅସୁନ୍ଦର ଆକାର ହୋଇଯାଏ ।
ଜାନୁଆରୀ ୧୯୬୫ରେ ପାର୍ଶ୍ୱବର୍ତ୍ତୀ ଏକ ଚୂନ ଖଣିରେ କାମ କରିବା ପର୍ଯ୍ୟନ୍ତ ଶ୍ୱେତକାୟ ବନ୍ଦୀମାନେ ତାଙ୍କୁ ଶାରିରୀକ ଓ ମାନସିକ ଭାବେ ଅତ୍ୟନ୍ତ ନିର୍ଯ୍ୟାତନା ଦେଇଥିଲେ ।
| ହେମୋରେଜିକ୍ |ରକ୍ତସ୍ରାବ ହେଲେ ରକ୍ତ ଜମି ପାର୍ଶ୍ୱବର୍ତ୍ତୀ କୋଷମାନଙ୍କରେ ଚାପ ପ୍ରୟୋଗ କରେ ।
|ପ୍ରାଚୀନ ନଗର ସଭ୍ୟତା|ଗୋଳବାଇ ଶାସନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅଧିକ ପ୍ରତ୍ନତାତ୍ତ୍ୱିକ ବସ୍ତୁର ସନ୍ଧାନ ଜାରି ରହିଥିବା ସମୟରେ ଏକ ପ୍ରାକ୍-ଐତିହାସିକ ନଗର ସଭ୍ୟତାର ପ୍ରମାଣ ମିଳିପାରିଛି ।
ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ ।
ଏହା ସହ ପାର୍ଶ୍ୱବର୍ତ୍ତୀ ଲସିକା ଗ୍ରନ୍ଥି, ଅନ୍ତ ନାଳୀ ଓ ଅଗ୍ନାଶୟ ମଧ୍ୟ କାଢି ଦିଆଯାଏ ।
ଯୁକ୍ତରାଷ୍ଟ୍ର ଆମେରିକାର (contiguous United States) ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କରେ ଯେପରିକି ପଶ୍ଚିମ କାନାଡ଼ା (Western Canada) ଓ ଆଂଶିକ ଭାବରେ ମଧ୍ୟ ଆମେରିକା ତଥା ଦକ୍ଷିଣ ଆମେରିକାରେ (South America) ମଧ୍ୟ ଏହି ରୋଗ ଦେଖାଯାଏ ।
ଗ୍ରାମର ସୀମାକୁ ଲାଗିଥିବା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକ ହେଉଛି, ଜରପଡା, ବକଳା, ଭାଗିରଥିପୁର ଓ କୋରଡା ।
ଅଧିକାଂଶ ସମୟରେ ଆଗ୍ନେୟ ଉଦ୍ଗୀରଣରୁ ବା ଭୂଖଣ୍ଡର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ କ୍ରମଶଃ ପୋତି ହୋଇ ବା ଅବକ୍ଷୟ ଘଟି ଦ୍ୱୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି ।