<< siddhanta siddhi >>

siddhartha Meaning in Odia (Oriya). ( siddhartha ଶବ୍ଦର ଓଡିଆ ଅର୍ଥ)



ସିଦ୍ଧାର୍ଥ,

ବ Budd ଦ୍ଧ ଧର୍ମର ପ୍ରତିଷ୍ଠାତା (ଖ୍ରୀଷ୍ଟପୂର୍ବ 563-483),

Noun:

ସିଦ୍ଧାର୍ଥ,

People Also Search:

siddhi
siddhis
siddons
siddur
side
side by side
side car
side chain
side chair
side chairs
side chapel
side dish
side door
side drum
side effect

siddhartha తెలుగు అర్థానికి ఉదాహరణ:

ଏହାର ନିର୍ଦ୍ଦେଶକ ଥିଲେ ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)।

| ପାରିବାରିକ ଜୀବନ |ଅର୍ଥନୀତି ରିଡ଼ର ସୁରଙ୍ଗିଣୀ ମିଶ୍ର ତାଙ୍କର ଧର୍ମପତ୍ନୀ ଓ ଫୋକସ ଓଡ଼ିଶା ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସନ୍ଦୀପ ମିଶ୍ର ତଥା ଖେଳ-ସାମ୍ବାଦିକ ସିଦ୍ଧାର୍ଥ ମିଶ୍ର ତାଙ୍କର ପୁଅ ।

ସିଦ୍ଧାର୍ଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ବିଭୁତିଙ୍କ ପତ୍ନୀଙ୍କ ନାମ ଦେବୀକା ଦେବୀ ଏବଂ ତାଙ୍କ ପୁଅ ସିଦ୍ଧାର୍ଥ ଶେଖର ସିଂହ ଜଣେ ଓଡ଼ିଆ ରାଜନୀତିଜ୍ଞ ।

|ଅଭିନୟ|ବାବୁଶାନ୍|ଝିଲିକ୍ ଭଟ୍ଟାଚାର୍ଯ୍ୟ|ମିହିର ଦାସ|ଅପରାଜିତା ମହାନ୍ତି|ପୁଷ୍ପା ପଣ୍ଡା|ସରୋଜ ଦାସ|ପ୍ରିୟଙ୍କା ମହାପାତ୍ର|ଦେବୁ ପଟ୍ଟନାୟକ|ହରିହର ମହାପାତ୍ର|ଅଙ୍କିତା ରାଉତ|ସିଦ୍ଧାର୍ଥ|ଭଗବାନ|ବିଦୁସ୍ମିତା|କାହାଣୀ|ଗୀତ ଏବଂ ସଙ୍ଗୀତ|ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।

ଚଳଚ୍ଚିତ୍ର ସମୀକ୍ଷକ "ସୂର୍ଯ୍ୟ ଦେଓ"ଙ୍କ କହିବା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବମ୍ବେର ନିର୍ଦ୍ଦେଶକ "ରାମଚନ୍ଦ୍ର ଠାକୁର(ଠାକୁର ଭାଇ) ଓ ଗୌର-ପାର୍ବତୀଙ୍କଦ୍ୱାରା ମିଳିତ ଭାବେ "ସିଦ୍ଧାର୍ଥ" ଛଦ୍ମନାମ ବ୍ୟବହାର କରି ନିର୍ଦ୍ଦେଶିତ ହୋଇଥିଲା ।

| ବ୍ୟକ୍ତିଗତ ଜୀବନ |ସିଦ୍ଧାର୍ଥଙ୍କ ପିତା ଗଣେଶ୍ୱର ମିଶ୍ର ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ ।

ଅକ୍କିନେନି ନାଗାର୍ଜୁନଙ୍କ ସ‌ହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ

|ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ୱେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ ।

ଅବକ୍ଷୟପ୍ରାପ୍ତ ଏକ ଶିଳାମୂର୍ତ୍ତିରେ ନିଜ ପିତାଙ୍କ ରାଜ ମହଲକୁ ସିଦ୍ଧାର୍ଥ ପରିତ୍ୟାଗ କରି ଗୌତମ ବୁଦ୍ଧ ହେବା ଅଭିମୁଖେ "ମହା ଯାତ୍ରା" କରିବାର କାହାଣୀ ପ୍ରଦର୍ଶିତ ।

|ଗୀତ ଗୁଡିକର ସାରଣୀ| ଆଧାର |ଅଧିକ ତଥ୍ୟ|୧୯୬୫ର ଓଡ଼ିଆ କଥାଚିତ୍ର|ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର ସାରଦା ପ୍ରସନ୍ନ ନାୟକ(ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ୧୯୬୨ରେ ମୁକ୍ତିଲାଭ କରିଥିଲା ।

ମିହିର ଦାସ, ଅପରାଜିତା ମହାନ୍ତି, ପୁଷ୍ପା ପଣ୍ଡା, ସରୋଜ ଦାସ, ପ୍ରିୟଙ୍କା ମହାପାତ୍ର, ଦେବୁ ପଟ୍ଟନାୟକ, ହରିହର ମହାପାତ୍ର, ସିଦ୍ଧାର୍ଥ ଅଙ୍କିତା ରାଉତ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

siddhartha's Meaning in Other Sites