<< sibelius siberian >>

siberia Meaning in Odia (Oriya). ( siberia ଶବ୍ଦର ଓଡିଆ ଅର୍ଥ)



ସାଇବେରିଆ,

ସାଇବେରିଆ,

siberia తెలుగు అర్థానికి ఉదాహరణ:

| ଆଧାର |https://www.youtube.com/watch?vzQytbptkV-w|https://www.flickr.com/photos/69671278@N02/11869148806/| ବାହାର ଲିଙ୍କ  ସାଇବେରିଆ (ରୂସୀ: Сибирь, ଶିବିର) ଏକ ବିଶାଳ ଏବଂ ବିସ୍ତୃତ ଭୂକ୍ଷେତ୍ର ଅଟେ ଯେଉଁଥିରେ ପାଖାପାଖି ଉତ୍ତର ଏସିଆ ସମାୟିତ ହୋଇଛି ।

" ୧୯୩୦ ମସିହାରେ ତାଙ୍କ ଦୁଇ ଜେଜେବାପାଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା ଏବଂ ପୈତୃକ ଜେଜେବାପାଙ୍କୁ ସାଇବେରିଆକୁ ନିର୍ବାସିତ କରାଯାଇଥିଲା ।

ପୂର୍ବ ସାଇବେରିଆରେ ରୋ ହରିଣ, ମଞ୍ଚୁରୀୟ ୱାପିତି, ବଣ ଘୁଷୁରି, କସ୍ତୁରୀ ମୃଗ, ବଲଗା ହରିଣ ଇତ୍ୟାଦି ବଳିଆ କୁକୁରଙ୍କ ଖାଦ୍ୟଭାବେ ପରିଗଣିତ ହେବାବେଳେ ପ୍ରିମୋର୍ଯ୍ୟେରେ ସିକା ହରିଣ ଓ ଗୋରାଲ୍ ତାଙ୍କ ଖାଦ୍ୟ ହୋଇଥାଏ ।

|ୟୁରେସିଆର ଅଧିକତର "ସ୍ଟମ୍ପ" (ଘାସ ଯୁକ୍ତ ଏରିଆ) ଯାଗା ସାଇବେରିଆରେ ଆସିଥାଏ ।

ସାଇବେରିଆର କ୍ଷେତ୍ରଫଳ ୧୩୧ ଲକ୍ଷ ବର୍ଗ କିମି ଅଟେ ।

ଖାନ୍ ଶାସନାଧିନ ତାତାର୍, କାଜାନ୍, ଭଲଗା ନଦୀ ସହିତ ଆସ୍ତ୍ରlଖାନ୍ ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ସାଇବେରିଆର ଖାନ୍ ଶାସନାଧିନ ସାଇବେରିଆ ଏହାର ଅନ୍ତର୍ଗତ ହୋଇଥିଲା ।

| ଇତିହାସ |ପାଖାପାଖି ୨୫ରୁ ୫୦ କୋଟି ବର୍ଷ ପୁର୍ବରୁ (ମାନେ ପୃଥିବୀ ପୃଷ୍ଠରେ ମନୁଷ୍ୟମାନଙ୍କ ସୃଷ୍ଟି ପୁର୍ବରୁ), ସାଇବେରିଆର ବହୁ କ୍ଷେତ୍ରରେ ଭୟଙ୍କର ଜ୍ୱାଳାମୁଖୀ ବ୍ରିସ୍ଫୋଟିତ ହୋଇଥିଲା , ଯାହା ପାଖାପାଖି ୧୦ ଲକ୍ଷ ପର୍ଯ୍ୟନ୍ତ ଚାଲି ଆସିଥିଲା ।

|ସାଇବେରିଆରେ ମାନବ ଉପସ୍ଥିତିର ଚିହ୍ନ ପାଖାପାଖି ୪୦,୦୦୦ ବର୍ଷ ପୁରୁଣା ଅଟେ ।

ଆମେ ଭେଟୁ କକେସସ୍ ପର୍ବତମାଳା ଓ ସାଇବେରିଆର ଅନ୍ତହୀନ ବିସ୍ତୃତିରେ ପୃଥିବୀର ଗଭୀରତମ ବୈକାଲ ହ୍ରଦକୁ ଓ ଇରକୁଟ୍‌ସ୍କ ସହରକୁ ।

ଏହା ପରେ ମଧ୍ୟ ସାଇବେରିଆର ପାଣିପାଗ ଏବଂ ଭୂସ୍ଥିତି ଏତେ ଶକ୍ତ କି ଏଠାରେ କେବଳ ୪ କୋଟି ଲୋକ ବାସ କରନ୍ତି , ଯିଏ ୨୦୧୧ ମସିହାରେ କେବଳ ଓଡ଼ିଶା ରାଜ୍ୟର ଆବାଦି ଥିଲେ ।

ସାଇବେରିଆ ପଶ୍ଚିମରେ ୟୁରାଲ ପାହାଡ଼ଠାରୁ ଆରମ୍ଭ ହୋଇ ପୂର୍ବରେ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଏବଂ ଉତ୍ତରରେ ଉତ୍ତରଧୃବିୟ ମହାସାଗର (ଆର୍କଟିକ ମହାସାଗର) ପର୍ଯ୍ୟନ୍ତ ଖେଳି ଯାଇଛି ।

୧୩ବିଂ ସଦିରେ ସାଇବେରିଆରେ ମଙ୍ଗୋଳ ଅଧିକାର ହୋଇଗଲା ଏବଂ ୧୪ ବିଂ ସଦିରେ ଏକ ଏକ ସ୍ୱତନ୍ତ୍ର ସାଇବେରିଆ ସ୍ଥାପିତ ହେଲା ।

ପ୍ରଥମେ ବ୍ୟାପାରୀ ଏବଂ ଏକ-ଦୁଇ ସୈନିକ ସାଇବେରିଆ ପହଞ୍ଚିଲେ ଏବଂ ତାଙ୍କ ପଛରେ ରୁସୀ ସେନା ମାନେ ଆସି ଏଠାରେ ଅବସ୍ଥାନ କଲେ ।

siberia's Usage Examples:

The Eurasian teal (Anas crecca), common teal, or Eurasian green-winged teal is a common and widespread duck which breeds in temperate Eurosiberia and migrates.


com/article-120318/the-hiply-unhip-trans-siberian-orchestra.


The demoiselle crane (Grus virgo) is a species of crane found in central Eurosiberia, ranging from the Black Sea to Mongolia and North Eastern China.


It is the most widespread of the oystercatchers, with three races breeding in western Europe, central Eurosiberia, Kamchatka.


The Sino-siberians include; Iris bulleyana, Iris chrysographes.


The ferruginous duck, also ferruginous pochard, common white-eye or white-eyed pochard (Aythya nyroca) is a medium-sized diving duck from Eurosiberia.



Synonyms:

Gulf of Ob, Baykal, Indigirka River, Bay of Ob, Lower Tunguska, Taymyr Peninsula, Kamchatka Peninsula, Russian Federation, Yenisey, Irtysh, Sayan Mountains, Indigirka, Russia, Lake Baykal, Irtysh River, Selkup, Nganasan, Stony Tunguska, Yenisei River, Ob River, Irtish, Siberian, Lake Baikal, Irtish River, Angara, Angara River, Ostyak-Samoyed, Yenisei, Yenisey River, Tunguska, Khabarovsk, Taimyr Peninsula, Lena River, Baikal, Lena, Yeniseian, Ob, Upper Tunguska,

siberia's Meaning in Other Sites