<< shyly shynesses >>

shyness Meaning in Odia (Oriya). ( shyness ଶବ୍ଦର ଓଡିଆ ଅର୍ଥ)



ଲଜ୍ଜା, ହତାଶ, ବ୍ରିଡା, ଲାଜ,

Noun:

ହତାଶ |, ବ୍ରିଡା,

People Also Search:

shynesses
shyster
shysters
si
sial
sialoid
sialolith
sialoliths
siam
siamang
siamangs
siamese
siamese twin
siamesed
siameses

shyness తెలుగు అర్థానికి ఉదాహరణ:

ତାଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ ୨୦୦୩ ବିଶ୍ୱକପ୍ ଫାଇନାଲରେ ଭାରତ ଯେତେବେଳେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରିସ୍ଥିତିରେ ହାରିଲା, ସେତେବେଳେ ଧୋନିଙ୍କ ସହ ବସି ସେ ସେହି ମ୍ୟାଚ୍ ଦେଖୁଥିଲେ ।

|କୁନ୍ତୀ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ତାଙ୍କ କର୍ଣ୍ଣବାଟେ ଏକ କୁମାର ଜାତ ହେବାରୁ କୁନ୍ତୀ ଲୋକଲଜ୍ଜାଭୟରେ ଗୋଟିଏ ପେଡ଼ାମଧ୍ୟରେ ସେ ଶିଶୁଟିକି ପରାଇ ନଈରେ ଭସାଇ ଦେଲେ ।

|ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା ।

ତେବେ କିନ୍ଦମ ଅତ୍ୟନ୍ତ ଲଜ୍ଜାଶୀଳ ତଥା ବହୁତ ନମ୍ର ସ୍ୱଭାବର ଥିଲେ ।

କିନ୍ତୁ ସାମାଜିକ ଲଜ୍ଜା ବା ନିନ୍ଦାକୁ ଭୟ କରି ଏସବୁ ତଥ୍ୟ ପ୍ରକାଶ କରାନଯାଇପାରେ ।

ଯେତେବେଳେ ବେଦବ୍ୟାସ ଅମ୍ବିକାଙ୍କ ସହ ପୁତ୍ରାର୍ଥେ ନିୟୋଗ ପ୍ରକ୍ରିୟା ପାଳନ କରୁଥିଲେ, ସେ ଲଜ୍ଜା ହେତୁ ଆଖି ବନ୍ଦ କରିଦେଲେ ।

ଯେତେବେଳେ ବେଦବ୍ୟାସ ଅମ୍ବାଳିକାଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲେ ତ ଅମ୍ବାଳିକା ଲଜ୍ଜା କାରଣରୁ ହଳଦିଆ ପଡିଗଲେ ଏବଂ ଏହି କାରଣରୁ ଯେତେବେଳେ ତାଙ୍କ କୋଳରୁ ପାଣ୍ଡୁଙ୍କ ଜନ୍ମ ହେଲା, ସେତେବେଳେ ସେ ଜନ୍ମରୁ ହିଁ ଦଣ୍ଡିସି ରୋଗରେ ଗ୍ରସ୍ତ ଥିଲେ ।

ଯେତେବେଳେ ବେଦବ୍ୟାସ ଅମ୍ବିକାଙ୍କ ସହ ପୁତ୍ରାର୍ଥେ ସମ୍ଭୋଗ କରୁଥିଲେ, ସେ ଲଜ୍ଜା ହେତୁ ଆଖି ବନ୍ଦ କରିଦେଲେ ।

|କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ|କୋଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଳା ବାରଣ ।

ଏହି ସଂକ୍ରମଣ ହେଲେ ଲଜ୍ଜାଜନ‌କ ଓ ବିଦ୍ରୁପଜନ‌କ ଅବସ୍ଥା ଉପୁଜେ ।

shyness's Usage Examples:

make, considering traits such as shyness, cooperativeness, trust, and adventurousness.


the maiden named Ettarre who finds his youthful shyness and stammering bothersome and does not return his affection.


Crown shyness (also canopy disengagement, canopy shyness, or intercrown spacing) is a phenomenon observed in some tree species, in which the crowns of.


exposure has resulted in broad-ranging functional disturbance, including erethism, irritability, excitability, excessive shyness, and insomnia.


In the tapes, Jackson spoke of his childhood scars and demanding father, the price of fame, his friendships with Madonna and Brooke Shields, married life, his relationship with children, his shyness, his fear of growing old, spirituality, and racism.


Erethism is characterized by behavioral changes such as irritability, low self-confidence, depression, apathy, shyness and timidity, and in some extreme cases with prolonged exposure to mercury vapors, by delirium, personality changes and memory loss.


involuntary and triggered by emotional stress associated with passion, embarrassment, shyness, anger, or romantic stimulation.


needed] Paruresis is also known by many colloquial terms, including bashful bladder, bashful kidneys, stage fright, pee-shyness, and shy bladder syndrome.


mother died when he was young, he went to art school, suffered from chronic eczema and shyness, and found difficulty in relationships with women.


sadness), three basic positive emotions (joviality, self-assurance, and attentiveness), and four more complex affective states (shyness, fatigue, serenity.


His modest and happy demeanor, as well as shyness due to struggling with English in interviews early on, endeared him to St.


Muriel (Annie Girardot) is a shy woman who bluffs and blusters around in order to hide her shyness and to protect her loneliness, even.


overcome his shyness and approach women in public places with a bold directness.



Synonyms:

timorousness, timidness, timidity,

Antonyms:

bold, boldness, fearlessness, confidence,

shyness's Meaning in Other Sites