shoed Meaning in Odia (Oriya). ( shoed ଶବ୍ଦର ଓଡିଆ ଅର୍ଥ)
ଜୋତା,
ଯୋତା,
People Also Search:
shoehornshoehorned
shoehorning
shoehorns
shoeing
shoeings
shoelace
shoelaces
shoeless
shoemaker
shoemaker's last
shoemakers
shoemaking
shoer
shoers
shoed తెలుగు అర్థానికి ఉదాహరణ:
ସମ୍ଭାବନା କାରଣ ମଧ୍ୟରେ ଅଧିକ ଟାଇଟ ଜୋତା (shoes), ପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ ନାମ ଆସେ ।
ଏହି ରୋଗ ସଙ୍କଟ ଆଣିବାରେ ଆଘାତ, ବ୍ୟାୟାମ ଅଭାବ, ହାଇହିଲ ଜୋତା (high-heel shoes), ରିଉମାଟଏଡ ଆର୍ଥ୍ରାଇଟିସ, ଫ୍ଲୋରୋକୁଇନୋଲିନ (fluoroquinolone)ଓ ସ୍ଟିରଏଡ (steroid) ଶ୍ରେଣୀର ଔଷଧ ଆଦି ସହାୟକ ହୁଅନ୍ତି ।
ଇସ୍ତୋର-ନଳର ଅର୍ଥ "ଘୋଡ଼ାର ଜୋତା" ଅଟେ ।
ନଖ ପାଖ ଚମରେ ସଂକ୍ରମଣ ହୋଇପାରେ | |ଏହାର ସାଧାରଣ କାରଣ ହେଉଛି ଅନୁପଯୁକ୍ତ ନଖ କାଟିବା | ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଟାଇଟ୍ ଜୋତା, ସ୍ୱେଦାଧିକ୍ୟ, ଆଘାତ ଏବଂ ସେଟୁକ୍ସିମାବ ପରି କେତେକ ଔଷଧ ଅନ୍ତର୍ଭୁକ୍ତ | ଆଙ୍ଗୁଠିର ଚର୍ମରେ ନଖର ଧାର ପଶିଯିବା ଫଳରେ ପ୍ରଦାହ ଓ ସଂକ୍ରମଣ ହୁଏ | ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।
ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନାଟି ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ ।
କେତେକ ଆଧୁନିକ ପୋଷାକ ନକ୍ସାକାର ଏହି ସୁତାକାର୍ଯ୍ୟକୁ ସେମାନଙ୍କର ପୋଷାରେ ବ୍ୟବହାର କରୁଛନ୍ତି ଓ ଏହାର ପ୍ରଚଳନ ସାଲୱାର କମିଜ ଓ ଦୁପଟ୍ଟା ବାହାରେ ଜ୍ୟାକେଟ, ମୁଣା, ତକିଆ ଖୋଳ, ମେଜର ଚଟ, ଜୋତା ଓ ପିଲାଙ୍କ ପୋଷାକ ପ୍ରଭୃତିରେ ବ୍ୟବହାର ହେଲାଣି ।
କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ ।
ବିପଦ ସଂକଟ ମଧ୍ୟରେ ଅତ୍ୟଧିକ ଟାଇଟ ବୁଟ ଜୋତା ପିନ୍ଧିଲେ ଏବଂ ଗତି ନ କଲେ ଏହା ହୁଏ ।
ଏହା ଆଥେଲେଟିକ୍ସ ଜୋତା ଏବଂ କପଡ଼ା ପାଇଁ ଦୁନିଆର ସବୁଠାରୁ ବଡ଼ ସପ୍ଲାଇଅର ଅଟେ ।
|ଦୁଇ ଗୋଡ ମଧ୍ୟରେ ଲମ୍ବ ତାରତମ୍ୟ୍ ଥିଲେ ଛୋଟ ଗୋଡର ଜୋତାର ହିଲ୍ ଉଚ୍ଚ କରାଯାଏ ବା ଡିଜାଇନ୍ ବଦଳାଇ ଦିଆଯାଏ ।
ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ ।
ତାଙ୍କ ଡିଜାଇନ୍ ଭିତରେ ପିନ୍ଧିବା ପାଇଁ ପ୍ରସ୍ତୁତ ଥିବା ଜୋତା, ପୋଷାକ, ଘଣ୍ଟା, ଭେନିଟ୍ ବ୍ୟାଗ୍, ଘର ସଜା ଜିନିଷ, ସୌନ୍ଦର୍ଯ୍ୟପୂର୍ଣ୍ଣ ଜିନିଷ ଆଦି ଉପଲବ୍ଧ ।
|ଆଣ୍ଠୁ ବ୍ରେସ ବ୍ୟବହାର କଲେ ଉପକାର ହୁଏ କିନ୍ତୁ ଜୋତାର ଭିତର ସୋଲ ଉଚ୍ଚ କଲେ ଉପକାର ହେବା ପ୍ରମାଣିତ ହୋଇ ନାହିଁ ।
shoed's Usage Examples:
The second floor shoed furniture and the top floor, draperies and carpets.
shone/shined shit – shat/shit/shitted – shat/shit/shitted shoe – shoed/shod – shoed/shod shoot – shot – shot show – showed – shown/showed shrink – shrank/shrunk.
Blacksmith Fred Wolfe shoed the mules in the mine.
year, he constructed a hotel for travelers waiting for their horses to be shoed.
had space for two smiths and featured a small room where the horses were shoed.
with the variation of the main roads, the great agglomerations, and the shoed network makes of Villaines-la-Juhel, a central pole for all this part of.
" 20 January: Protesters in the United States shoed an inflatable replica of George W.
consisted of transforming vehicles and robots piloted by miniature, magnet-shoed figures spun off from the prior Microman toy line.
Russell Peden, and South Fort George hotelier, Al Johnson, immediately snow-shoed down to Quesnel to petition Captain Browne, who was then master of the BX.
com/news/2015/06/supermom-alysia-montano-wins-6th-u-s-title-brenda-martinez-and-one-shoed-ajee-w.
briskly and not too gently escorted to the Stranger"s Room by two muffle-shoed bouncers who hold a white gloved hand over his mouth to prevent his continued.
It consisted of transforming vehicles and robots piloted by miniature, magnet-shoed figures spun off.
Synonyms:
sandalled, shodden, roughshod, slippered, ironshod, booted, shod, sandaled,
Antonyms:
barefooted, submissive, humane, discalced, unshod,