<< shins shintoism >>

shinto Meaning in Odia (Oriya). ( shinto ଶବ୍ଦର ଓଡିଆ ଅର୍ଥ)



ଶିଣ୍ଟୋ, ଜାପାନୀ ଧର୍ମ,

ମୂଳ ଧର୍ମ ଏବଂ ଜାପାନର ପୂର୍ବ ଜାତି ପୂଜା |,

Noun:

ଜାପାନୀ ଧର୍ମ |,

shinto తెలుగు అర్థానికి ఉదాహరణ:

ଆବ୍ରାହମୀୟ ଧର୍ମଗୁଡ଼ିକ ବିପରୀତ ଶିଣ୍ଟୋର କୌଣସି କାମି ସର୍ବଶକ୍ତିମାନ ବା ସର୍ବଜ୍ଞ ନୁହଁନ୍ତି ଏବଂ ଗ୍ରୀକୀୟ ଦେବତା ତଥା ଭାରତୀୟ ଦେବତାମାନଙ୍କ ପରି ଭୁଲ୍ ଓ ଅନୁଚିତ କାର୍ଯ୍ୟ କରିପାରନ୍ତି ।

୧୮୬୮ ମସିହା ପର୍ଯ୍ୟନ୍ତ ଏହା "ଉସା ହାଚିମାଙ୍ଗୁ-ଜି" (宇佐八幡宮寺), ନାମରେ ଉଭୟ ଶିଣ୍ଟୋଶାଳ ଏବଂ ବୌଦ୍ଧ ମନ୍ଦିର ରୂପେ ଅପରିବର୍ତ୍ତିତ ରହିଲା ।

|ଜାପାନର ଅଧିକରଣ ସମୟରେ ଶିଣ୍ଟୋର ରାଜ୍ଯଠାରୁ ପୃଥକୀକରଣ ପରେ, ମୁଖ୍ଯ ପୂଜକ ତଥା ପବିତ୍ରତମ ପୂଜକଙ୍କ ପଦବୀ, ରାଜକୁଟୁମ୍ବର ଭୂତପୂର୍ବ ସଦସ୍ଯ କିମ୍ବା ତାଙ୍କର ବଂଶଧରଙ୍କ ଦ୍ବାରା ପୂରଣ ହୋଇଥାଏ ।

| ଚିତ୍ର ଗ୍ୟାଲେରି | ଆହୁରି ଦେଖନ୍ତୁ |ସାଉଦି ଆରବ|ୟେମେନ|ସରୱାତ ପର୍ବତମାଳା|ଆରବୀୟ କଲରାପତ୍ରିଆ ବାଘ| ଆଧାର | ଆହୁରି ପଢ଼ିପାରିବେ |A Journey Through the Tihama, the 'Asir, and the Hijaz Mountains, by Wilfred Thesiger|ପର୍ବତ ଉସାଜିଙ୍ଗୁ (宇佐神宮), ବା ଉସା ହାଚିମାଙ୍ଗୁ (宇佐八幡宮) ବା ଉସାଶାଳ ହେଉଛି ଜାପାନର ଓଇତା ରାଜ୍ଯର ଉସା-ଶୀ ସହରରେ ଥିବା ଏକ ଶିଣ୍ଟୋଶାଳ ।

|ଶିଣ୍ଟୋବାଦର କିମ୍ବଦନ୍ତୀ ଅନୁସାରେ, ଏକ ସମୟରେ ଜାପାନୀ ଦ୍ୱୀପଗୁଡ଼ିକ ଇଜୁମୋଠାରୁ ନିୟନ୍ତ୍ରିତ ହେଉଥିଲା ।

ଗୋର୍ଯ୍ୟୋମାନେ ହେଉଛନ୍ତି ପ୍ରତିଶୋଧ ପୂର୍ଣ୍ଣ ଆତ୍ମା ଯାହାଙ୍କର ଅକାଳ ମୃତ୍ଯୁ ହୋଇଯାଇଛି କିନ୍ତୁ ଶିଣ୍ଟୋବାଦୀମାନଙ୍କର ଭକ୍ତି ଦ୍ବାରା ଶାନ୍ତ ହୋଇଛନ୍ତି ।

|ଇତିହାସ|ଶିଣ୍ଟୋବାଦର କୌଣସି ସଂସ୍ଥାପକ, ଧାର୍ମିକ ମୂଳଗ୍ରନ୍ଥ କିମ୍ବା ବିଶ୍ବାସ ନାହିଁ, କିନ୍ତୁ ଏକ ଐତିହାସିକ ଦୃଷ୍ଟିକୋଣରୁ ଲିଖିତ କୋଯିକୀ ଏବଂ ନିହୋଁ ଶୋକୀରେ ଜାପାନୀ ସୃଷ୍ଟି କିମ୍ବଦନ୍ତୀ ବିଷୟରେ ଲିଖିତ ।

|ଆଧୁନିକ ଶିଣ୍ଟୋପୂଜକମାନେ କାମିଙ୍କୁ ମାନବୀୟ ଶରୀର ସଦୃଶ ମନେକରନ୍ତି ।

|ଆଇନୁ ଭାଷାରେ, କାମୁୟୀ ଶବ୍ଦ ଶିଣ୍ଟୋବାଦ ସମ ଏକ ଜୀବବାଦୀ ବିଶ୍ବାସକୁ ବୁଝାଇଥାଏ ।

|ଶିଣ୍ଟୋବାଦରେ କାମି ପ୍ରକୃତିଠାରୁ ଭିନ୍ନ ନୁହଁନ୍ତି, ଅପିତୁ ପ୍ରକୃତିର ଅଟନ୍ତି ଯାହାଙ୍କ ପାଖରେ ସକାରାତ୍ମକ ତଥା ନକାରାତ୍ମକ ଉଭୟ ଗୁଣ ବିଦ୍ଯମାନ ।

| ଆଧାର |ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ର ଜିଞ୍ଜା ବା ଶିଣ୍ଟୋଶାଳ (神社 - ଜିଞ୍ଜା - ଈଶ୍ବରଙ୍କ ଗୃହ) ଶିଣ୍ଟୋବାଦର କାମିମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ।

| ଆଧାର | ବାହାର ଆଧାର |ବଙ୍ଗଳାଦେଶର ଅଭିନେତ୍ରୀ|ଜୀବିତ ବ୍ୟକ୍ତି|୧୯୮୬ ଜନ୍ମ ଜଣେ କାନ୍ନୁଶୀ (神主, ଈଶ୍ବର ସ୍ୱାମୀ, ମୂଳ ଉଚ୍ଚାରଣ - କାମୁନୁଶୀ) ବା ଶିନ୍ଶୋକୁ (神職, ଅର୍ଥାତ୍ ଈଶ୍ବରଙ୍କ ସେବକ) ହେଉଛନ୍ତି ଏକ ଶିଣ୍ଟୋଶାଳର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ପ୍ରାପ୍ତ ବ୍ଯକ୍ତି ।

ଏହି ଶାଳଟି ଶିଣ୍ଟୋବାଦରେ ଥିବା ପବିତ୍ରତମ ସ୍ଥାନମାନଙ୍କ ମଧ୍ଯରୁ ଅନ୍ଯତମ ।

shinto's Usage Examples:

The first of these occurred in 1952, over issues related to shinto shrine worship, resulted in the formation of the Presbyterian Church in Korea (Kosin).



Synonyms:

Shintoistic, Shintoist,

Antonyms:

apophatism, atheism, doctrine of analogy,

shinto's Meaning in Other Sites