<< shealing shean >>

shealings Meaning in Odia (Oriya). ( shealings ଶବ୍ଦର ଓଡିଆ ଅର୍ଥ)



ଆରୋଗ୍ୟ,

Noun:

ଚିକିତ୍ସା, ଆରୋଗ୍ୟ,

People Also Search:

shean
shear
sheared
shearer
shearers
shearing
shearings
shearling
shearman
shearmen
shears
sheart
shearwater
shearwaters
sheat

shealings తెలుగు అర్థానికి ఉదాహరణ:

ଆରୋଗ୍ୟ ସେତୁ ଆପଟି ଆଣ୍ଡ୍ରୋଏଡ ଏବଂ ଆଇଓଏସ ମୋବାଇଲ ଅପରେଟିଙ୍ଗ ସିଷ୍ଟମରେ ଉପଲବ୍ଧ ।

|ଆଡେନୋମା ଥିଲେ ଅପରେଶନ କରି ବାହାର କରିଦେଲ କେତେକ ରୋଗୀ ଆରୋଗ୍ୟ ହୋଇଯାଆନ୍ତି ।

ଆଧୁନିକ ଚିକିତ୍ସା ପଦ୍ଧତିରେ ଏହାର ଲକ୍ଷଣ ଉପଶମ, ଜଟୀଳତା ପ୍ରତିରୋଧ ଓ ଯଥା ଶୀଘ୍ର ଆରୋଗ୍ୟ ନିମନ୍ତେ ଚେଷ୍ଟା କରାଯାଏ ।

ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନ‌କରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।

କାଲା ସଂସ୍କୃତି ଅଧିକାଂଶ ସଦସ୍ୟ ଶ୍ରବଣ ହାନୀ ଆରୋଗ୍ୟ କରିବାକୁ ବିରୋଧ କରନ୍ତି ।

ଅଧିକାଂଶ ଯୌନ ସଂକ୍ରମଣ ଚିକିତ୍ସା କରିହୁଏ ଓ ଆରୋଗ୍ୟ କରିହୁଏ ।

|ସେଣ୍ଟ୍ରାଲ କାଉନ୍ସିଲ ଅଫ ହୋମୀଓପାଥୀଦ୍ୱାରା ପ୍ରତିପାଦିତ ଗବେଷଣା ପ୍ରମାଣିତ ତଥ୍ୟାବଳୀ ଅନୁଯାୟୀ ଏହା ଯାବତୀୟ ସ୍ତ୍ରୀରୋଗ ଯଥା-କୃଛାର୍ତ୍ତବ, ଶ୍ୱେତ ପ୍ରଦର, ଜରାୟୁ ପ୍ରଦାହରେ ବହୁ ସଫଳ ପୂର୍ବକ ଆରୋଗ୍ୟ ପ୍ରଦାନ କରିଥାଏ ।

ଏହାର ଉପ‌ଯୁକ୍ତ କଲେ ଖରାପ ଆଡ଼କୁ ଯାଉଥିବା ଗତି ଧୀର ହୋଇଯାଏ କିନ୍ତୁ ଆରୋଗ୍ୟ ହୁଏନାହିଁ ।

ହେପାଟାଇଟିସ ସି ରୋଗରେ ଏହା ରିବାଭିରିନ ସ‌ହିତ ଦିଆଯାଏ ଓ ଆରୋଗ୍ୟ ହାର ପ୍ରାୟ ୨୪ରୁ ୯୨% ରହେ ।

ବ୍ଲୁଟୁଥ୍ ଏବଂ ଜିପିଏସ ଟେକ୍ନୋଲୋଜି ବ୍ୟବହାର କରି, ଆରୋଗ୍ୟ ସେତୁ ଆପ୍ ବିପଦ ସଂକେତ ନିର୍ଣ୍ଣୟ କରିବାକୁ ଚେଷ୍ଟା କରେ, ଯଦି ଜଣେ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି (ଛଅ ଫୁଟ ଦୂରତା ମଧ୍ୟରେ) ପାଖାପାଖି ଆସନ୍ତି ଏହା ବିପଦ ସଙ୍କେତ ଦର୍ଶାଇଥାଏ ।

shealings's Meaning in Other Sites