<< seventeenth seventeenths >>

seventeenthly Meaning in Odia (Oriya). ( seventeenthly ଶବ୍ଦର ଓଡିଆ ଅର୍ଥ)



ସପ୍ତଦଶ,

Adjective:

ସତର,

seventeenthly తెలుగు అర్థానికి ఉదాహరణ:

| ଆଧାର |ତୃଣଭୋଜୀ ସ୍ତନ୍ୟପାୟୀ ଡୋଡୋ ସପ୍ତଦଶ ଶତାବ୍ଦୀରେ ବିଲୁପ୍ତ ହୋଇଥିବା ଏକ ପକ୍ଷୀ ଯାହା କେବଳ ଭାରତ ମହାସାଗରରେ ଥିବା ମରିସସ ଦ୍ୱୀପରେ ଦେଖାଯାଉଥିଲା ।

| ଶାରୀରିକ ବିବରଣୀ |ଯେହେତୁ ଡୋଡୋର କୌଣସି ପୂର୍ଣ ନମୁନା ବା ପ୍ରତିରୂପ ନାହିଁ, ତେଣୁ ଏହାର ଏହାର ରୂପ ଓ ଆକାର ବିବରଣୀ ପାଇଁ ସପ୍ତଦଶ ଶତାବ୍ଦୀର କିଛି ଲେଖା ତଥା ଚିତ୍ର ଉପରେ ନିର୍ଭର କରାଯାଇଥାଏ ।

ଅଂକୋର୍ ଅଞ୍ଚଳରେ ମିଳିଥିବା ସପ୍ତଦଶ ଶତାବ୍ଦୀର ୧୪ଟି ଶିଳାଲେଖର ଅନୁଶୀଳନ କଲେ ଜଣାପଡେ ଯେ ଜାପାନରୁ ଆସିଥିବା ବୌଦ୍ଧ ତୀର୍ଥଯାତ୍ରୀମାନେ କ୍ଷ୍ମେର୍‍ର ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ବସବାସ କରୁଥିଲେ ।

ଭାରତୀୟ ପ୍ରାଥମିକତା କ୍ରମରେ ଉଚ୍ଚ ନ୍ୟାୟାଳୟର ମୁଖ୍ଯ ବିଚାରପତିମାନେ ନିଜ ରାଜ୍ଯରେ ଚତୁର୍ଦଶ ଏବଂ ରାଜ୍ଯ ବାହାରେ ସପ୍ତଦଶ କ୍ରମରେ ଆସନ୍ତି ।

ସପ୍ତଦଶ ଶତାବ୍ଦୀର ଶେଷବେଳକୁ ଅନେକ ବ୍ରିଟିଶ୍‍ ଲେଖକ ମଧ୍ୟ ଭାରତର କେନ୍ଦ୍ରୀୟ ଉଚ୍ଚଭୂମି ଓ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଉଦ୍ଭିଦ ଜଗତ ଓ ଜୀବଜନ୍ତୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

|ସପ୍ତଦଶ ଶତାବ୍ଦୀରେ କୋସାକସ୍ (Cossacks)ମାନଙ୍କ ସମୟରେ ରୁଷିଆ ତାର କ୍ଷେତ୍ର ବୃଦ୍ଧିକୁ କ୍ରମାଗତ ଭାବରେ ଚାଲୁରଖିଥିଲା ।

ଏହି ମଣ୍ଡପଟିକୁ ସପ୍ତଦଶ ଶତାବ୍ଦୀରେ ଖୋଜାବେଣୁ ଛୋଟରାୟ ନିର୍ମାଣ କରିଥିଲେ।

ଖୁବ ସମ୍ଭବତଃ ସପ୍ତଦଶ ଶତାବ୍ଦୀରେ ଧର୍ମାନ୍ଧମାନେ ଲିଙ୍ଗଟିକୁ ଶକ୍ତିଠାରୁ ଭିନ୍ନ କରି ଦେଇଛନ୍ତି ।

|ଷୋଡ଼ଶ ଶତାବ୍ଦୀରେ ଗେରୋଲାମୋ କାର୍ଡାନୋ ଓ ସପ୍ତଦଶ ଶତାବ୍ଦୀରେ ବ୍ଲେଇ ପାସ୍କାଲ୍ ତଥା ପିଏରେ ଡି ଫେର୍ମାଟ୍‍ଙ୍କଦ୍ୱାରା ଖେଳରେ ବାଜି ଲଗାଇ ଜିତିବାର ବିଶ୍ଳେଷଣ ଏହି ଗାଣିତିକ ସିଦ୍ଧାନ୍ତର ମୂଳଦୁଆ ପକାଇଥିଲା ।

ଆଫ୍ରିକାରୁ ଆରମ୍ଭ ହୋଇ ସପ୍ତଦଶ ଶତାବ୍ଦୀରେ ଦାସ ବ୍ୟବସାୟ ଯୋଗୁ ଆମେରିକାକୁ ବ୍ୟାପିଗଲା ।

seventeenthly's Meaning in Other Sites