setulous Meaning in Odia (Oriya). ( setulous ଶବ୍ଦର ଓଡିଆ ଅର୍ଥ)
ବିଘ୍ନ,
Adjective:
ଯତ୍ନବାନ |, ପରିଶ୍ରମ,
People Also Search:
setupsetups
setwall
setwalls
sevastopol
seven
seven day
seven hills of rome
seven iron
seven membered
seven sided
seven up
seven wonders of the ancient world
seven wonders of the world
sevenfold
setulous తెలుగు అర్థానికి ఉదాహరణ:
|ସଂରକ୍ଷଣ ଦିଗରେ ବାଧାବିଘ୍ନ|ଭାରତୀୟ ଗଣ୍ଡାମାନଙ୍କ ପ୍ରଜନନରେ ସହାୟତା ପାଇଁ ଏମାନଙ୍କ ନିମନ୍ତେ ଏକ ସଂରକ୍ଷିତ ଅଞ୍ଚଳ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଜରୁରୀ ଥିଲା ।
ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ୱୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ।
|ଉପରୋକ୍ତ ମନ୍ତ୍ରଟିର ଅର୍ଥ ହେଲା—|ହେ ଗଣପତି ! ତୁମେ ବିଘ୍ନେଶ ! ତୁମେ ବିଶାଳ ବପୁ ଧାରଣ କରିଛ ।
ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
ଏହି ମୁକ୍ତିଦାତା ଗଣେଶଙ୍କୁ ଦର୍ଶନ କଲେ ସମସ୍ତ ବିଘ୍ନ ବିନାଶ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।
ସେମାନେ ତାଙ୍କର କାର୍ଯ୍ୟରେ ବିଭିନ୍ନ ବିଘ୍ନର ସମ୍ମୁଖୀନ ହେଲେ ଓ ଏହାଦ୍ୱାରା ବ୍ୟଥିତ ରହିଲେ ।
ସେଠାରୁ, ଅକ୍ଷମ ଲୋକଙ୍କ ବାଧାବିଘ୍ନଗୁଡ଼ିକ ବିଷୟରେ ସମସ୍ତ ବିବରଣୀଗୁଡିକର ସବିଶେଷ ତଥ୍ୟ ଉପରେ ଆଲୋଚନା ହୁଏ ।
ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ।
ଏହି ସବୁ ଜଙ୍ଗଲରେ ମନୁଷ୍ୟମାନେ ମଧ୍ୟ ବାଧା ବିଘ୍ନ ସୃଷ୍ଟି ନ କରୁଥିବା ଜଣାପଡିଛି ।
|ଜଣେ ମହିଳା ବୈଜ୍ଞାନିକ ହେବା ନିମନ୍ତେ ଗୋଟିଏ ସାଧାରଣ ପ୍ରଶ୍ନ ଉଠେ: ଏହି ବୈଜ୍ଞାନିକ ପେଶାରେ କିଛି ବାଧା ବିଘ୍ନ ଅଛି କି ନାହିଁ ।
|ନବକଳେବରରେ ଏହି ନବନିର୍ମିତ ଦର୍ଶନ କଲେ ସାୟୁଜ୍ୟ ମୁକ୍ତି, ସର୍ବବିଘ୍ନ ନାଶ ଓ ରୋଗସନ୍ତାପ ଦୂରୀଭୂତ ହୁଏ ବୋଲି ଲୋକବିଶ୍ୱାସ ରହିଛି ।
|ବକ୍ରତୁଣ୍ଡ:|ବିକଟ:|ବିଘ୍ନରାଜେନ୍ଦ୍ର:|ବିନାୟକ: ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ ।
ଏ ବାଳକ ଥିବାବେଳେ ବିଶ୍ୱାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ ।