<< serotines serotype >>

serotonin Meaning in Odia (Oriya). ( serotonin ଶବ୍ଦର ଓଡିଆ ଅର୍ଥ)



ସେରୋଟୋନିନ୍,

Noun:

ସେରୋଟୋନିନ୍ |,

serotonin తెలుగు అర్థానికి ఉదాహరణ:

ସିଲେକ୍ଟିଭ ସେରୋଟୋନିନ୍ ରିଅପଟେକ ଇନହିବିଟର ଟାଇପର ଅବସାଦରୋଧୀ ଔଷଧ ପ୍ରଥମ ଧାଡ଼ି ଔଷଧ ରୂପେ ଦିଆଯାଏ ଓ ଏହାଦ୍ୱାରା ଅଧା ଲୋକଙ୍କର ଉପକାର ହୁଏ ।

ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, କ୍ୟୁଟି ବିସ୍ତାର, ଶ୍ୱାସକ୍ରିୟା ଅବସାଦ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ଦେଖାଯାଇପାରେ ।

ସେରୋଟୋନିନ୍, ଡୋପାମିନ୍ ଓ ନର୍-ଏପିନେଫ୍ରିନ ଆଦି ନିଉରୋଟ୍ରାନ୍ସମିଟରମାନଙ୍କର ଦୃତ ବିମୋଚନ ଓ ଧିର ରିଅପଟେକ୍ ଏମଡିଏମଏ ଯୋଗୁ ହୁଏ ଫଳରେ ମସ୍ତିଷ୍କର କିଛି ଅଂଶ ଉପରେ ଉତ୍ତେଜକ ଓ ମନୋବିକୃତକାରୀ ପ୍ରଭାବ ପଡ଼େ ।

ମସ୍ତିଷ୍କରେ ଥିବା ସ୍ନାୟୁରସ ସେରୋଟୋନିନ୍‌(Serotonin)ର ବିଶୃଙ୍ଖଳା ଯୋଗୁଁ ଏହି ରୋଗ ହୋଇପାରେ ।

ଏହା ଏକ ସେରୋଟୋନିନ୍ ୫-ଏଚଟି୩ ରିସେପ୍ଟର ବିରୋଧୀ. ଡୋପାମିନ ରିସେପ୍ଟର ବା ମସ୍କାରିନିକ୍ ରିସେପ୍ଟର ସମୂହ ଉପରେ ଓଣ୍ଡାନ୍‌ସେଟ୍ରନ୍‌ର ପ୍ରଭାବ ନାହିଁ ।

ପଶ୍ଚିମ ବଙ୍ଗରେ ଅପ୍ରେଲ୍ ଓ ମଇ ମାସରେ ପିନିୟଲ୍ ଗ୍ରନ୍ଥି କାର୍ଯ୍ୟକଳାପ ଓ ସେରୋଟୋନିନ୍ କ୍ଷରଣରେ ବୃଦ୍ଧି ଘଟିଥାଏ ।

ଏହାର ମେକାନିଜ୍ମରେ ସେରୋଟୋନିନ୍ (Serotonin, ଅନ୍ୟ ନାମ 5-hydroxytryptamine) ଭୂମିକା ଥିବା ବିଶ୍ୱାସ କରାଯାଏ ।

serotonin's Usage Examples:

Furthermore, when prenatally injecting hen eggs with excess serotonin (5-HT), the hens later exhibited more FA at 18 weeks of age, but displayed less aggressive behaviours.


The following medications may help: menopausal hormone therapy (MHT), clonidine, gabapentin, or selective serotonin reuptake.


act as a serotonin 5-HT1A and 5-HT1B receptor antagonist, similarly to propranolol and pindolol.


It acts as a non-neurotoxic and highly selective serotonin releasing agent (SSRA) in vitro and produces.


is an enzyme that is involved in the day/night rhythmic production of melatonin, by modification of serotonin.


autacoids are: eicosanoids, angiotensin, neurotensin, NO (nitric oxide), kinins, histamine, serotonin, endothelins and palmitoylethanolamide.


Venlafaxine, sold under the brand name Effexor among others, is an antidepressant medication of the serotonin-norepinephrine reuptake inhibitor (SNRI).


endogenous production of melatonin from serotonin.


The 5-HT1A receptor, a serotonin receptor and type of GPCR, has been shown to be coupled directly with the α-subunit of a G protein, while the βγ-complex activates GIRK without use of a second messenger.


Like reserpine and tetrabenazine, oxypertine depletes catecholamines, though not serotonin.


In addition, prenatal exposure to selective serotonin reuptake inhibitors (SSRI) causes a shift in perceptual narrowing on language to earlier in development.


They act by antagonizing the α2-adrenergic receptor and certain serotonin receptors such as 5-HT2A.


para-chlorophenylalanine (PCPA), acts as a selective and irreversible inhibitor of tryptophan hydroxylase, which is a rate-limiting enzyme in the biosynthesis of serotonin.



Synonyms:

5-hydroxytryptamine, monoamine neurotransmitter,

serotonin's Meaning in Other Sites