<< sermonical sermonise >>

sermoning Meaning in Odia (Oriya). ( sermoning ଶବ୍ଦର ଓଡିଆ ଅର୍ଥ)



ଉପଦେଶ,

ଉପଦେଶ,

Noun:

ସମନ,

sermoning తెలుగు అర్థానికి ఉదాహరణ:

ସାଧାରଣତଃ ଏପିସିଓଟୋମି (episiotomy) ବା ଯୋନୀପଥ ମୁଖକୁ ଅପରେଶନ କରି ପ୍ରସାରିତ କରାଯାଉଥିଲେ ମଧ୍ୟ ତାହା କରିବାକୁ ଉପଦେଶ ଦିଆଯାଏ ନାହିଁ ।

ଅନ୍ୟ ଏକ କାହାଣୀ ଅନୁଯାୟୀ କାପୁଡିଆମାନେ ରାଜାଙ୍କ ଆତିଥ୍ୟେୟତାରେ ସନ୍ତୁଷ୍ଟ ହୋଇ ସୋମନାଥ ବ୍ରତ କରିବାକୁ ଉପଦେଶ ଦେଲେ ।

|ଅନେକ ପିତାମାତା ଟିକା ନେବା ଅପେକ୍ଷା ହାଡ଼ଫୁଟି ହେବାକୁ ପସନ୍ଦ କରନ୍ତି, କିନ୍ତୁ ଡାକ୍ତରମାନେ ଟିକା ଦେବାକୁ ଉପଦେଶ ଦିଅନ୍ତି କାରଣ ହାଡ଼ଫୁଟି ଟିକା ଦୁର୍ବଳ ହାଡ଼ଫୁଟି ଭୁତାଣୁରୁ ତିଆରି ଓ ହାଡ଼ଫୁଟି ରୋଗ ସମୟେ ସମୟେ ବିପଦଜନକ ହୁଏ ।

ସ୍ୱଳ୍ପ ଲକ୍ଷଣ ଥିଲେ ଓଜନ ହ୍ରାସ, ବ୍ୟାୟାମ ଓ ଅଳ୍ପ କେଫିନ‌ caffeine ଖାଇବାକୁ ଉପଦେଶ ଦିଆଯାଏ ।

|ସଦ୍ୟ ପ୍ରାରମ୍ଭ |୧୯୧୦ ମସିହାର ଉପଦେଶ ଅନୁଯାୟୀ ୪ଟି ଔଷଧ ଯଥା ରିଫାମ୍ପିସିନ୍, ଆଇସୋନିଆଜିଡ୍, ପାଇରୋଜିନାମାଇଡ୍ ଓ ଇଥାମ୍ବୁଟଲ ପ୍ରଥମ ଦୁଇ ମାସ ନିମନ୍ତେ ଦିଆଯାଏ ଓ କେବଳ ରିଫାମ୍ପିସିନ୍, ଆଇସୋନିଆଜିଡ୍ ତା ପର ଚାରି ମାସ ଦିଆଯାଏ ।

|ଚିକିତ୍ସା ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ଏବଂ ପ୍ରଭାବିତ ଗୋଡ଼ରେ ସୀମିତ ଓଜନ ବହନ କରିବାକୁ ଉପଦେଶ ଦିଆଯାଏ ।

ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ ।

ଣସି ଉପଦେଶକୁ ନକଲ କରିବାର ଅନିଚ୍ଛା ପ୍ରକାଶ କରୁଥିବା ଲୋକମାନଙ୍କର ଅନ୍ୟ ରୋଗୀମାନଙ୍କ ଅପେକ୍ଷା ଅଢେଇ ଗୁଣରୁ ଅଧିକ କଷ୍ଟ ହୁଏ ।

ଯେତିକି ସମୟ ଉପକାରରେ ଆସିବ ସେତିକି ସମୟ ପ୍ରଥମ ପସନ୍ଦ ପାରାସେଟାମୋଲ ଔଷଧ ଦେବାକୁ ଉପଦେଶ ଦିଆଯାଏ ।

ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁର ମାନେ ଟାଣି ସମୁଦ୍ରକୁ ମୋହିଁଲେ ।

ଅନେକ ଗୁଡ଼ିଏ ବିଭାଗର ବିଶେଷଜ୍ଞଙ୍କ ଉପଦେଶ ଓ ପରିବାର ସଦସ୍ୟଙ୍କର ମାନସିକ-ସାମାଜିକ ସ‌ହାୟତା ଆବଶ୍ୟକ ହୁଏ ।

|କେତେକ କାର୍ଯ୍ୟକଳାପରେ ଏହାର ପ୍ରତିଷେଧକ ରୂପେ ରିସ୍ଟ ଗାର୍ଡ଼ (wrist guards ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ।

ପାପାଚରଣ ନକରି ଧାର୍ମିକ ଜୀବନ ଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ ।

sermoning's Usage Examples:

He frequented the revolutionary monk Tarakshepa who, sermoning on the Bhagavad Gita, preached sedition overtly.



sermoning's Meaning in Other Sites