<< sentience sentient >>

sentiency Meaning in Odia (Oriya). ( sentiency ଶବ୍ଦର ଓଡିଆ ଅର୍ଥ)



ସମ୍ବେଦନଶୀଳତା,

ଅଧ୍ୟାପିକା, ଯାହା ମାଧ୍ୟମରେ ବାହ୍ୟ ଜଗତ ଧରାଯାଏ |,

sentiency తెలుగు అర్థానికి ఉదాహరణ:

ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହା ଦିଆଯାଇନଥାଏ | ଏହା ଥିଆଜୋଲିଡାଇନ‌ଡାୟୋନ (TZD) ଶ୍ରେଣୀର ଏକ ଔଷଧ ଏବଂ ଇନସୁଲିନ ପ୍ରତି ତନ୍ତୁଗୁଡ଼ିକର ସମ୍ବେଦନଶୀଳତାକୁ ଉନ୍ନତ କରି କାର୍ଯ୍ୟକ୍ଷମ ହୁଏ | |ପାୟୋଗ୍ଲିଟାଜୋନ୍ ୧୯୮୫ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ 1999 ଚିକିତ୍ସା ବ୍ୟବହାରରେ ଆସିଥିଲା।

| ରୋଗ ନିର୍ଣ୍ଣୟ | ଲାବୋରେଟରି ପରୀକ୍ଷା |ଥ୍ରୋଟ କଲ୍‌ଚର୍ ଏକ ସ୍ୱର୍ଣ୍ଣିମ ପରୀକ୍ଷା ଯାହାର ସମ୍ବେଦନଶୀଳତା ୯୦ - ୯୫ % ।

|ଟ୍ରୋପିକାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଷ୍ଟି (blurry vision), ଅଧିକ ଚକ୍ଷୁ ଆଭ୍ୟନ୍ତରୀଣ ଚାପ (increased intraocular pressure) ଓ ଆଲୋକ ସମ୍ବେଦନଶୀଳତା ଆଦି ଲକ୍ଷଣମାନ ଦେଖାଯାଆନ୍ତି ।

ଏହାର ୭୫–୧୦୦0% ସମ୍ବେଦନଶୀଳତା ଅଛି (ଏହା ଉପସ୍ଥିତ ଥିବା ସମସ୍ତ ଜମାଟଗୁଡିକର ୭୫–୧୦୦% ଚିହ୍ନଟ କରେ) ଏବଂ ୮୧–୧୦୦% ନିର୍ଦ୍ଦିଷ୍ଟତା ଅଛି (0–୧୯%ରେ ଭୁଲ୍ ସକାରାତ୍ମକ ହେବ) ।

କ୍ରିମ ଆକାରରେ ବ୍ୟବ‌ହାର କଲେ ଚମ ଲାଲ ହୋଇପାରେ, ଚମରୁ ଚୋପା ଛାଡ଼ିବା ଓ ସୂର୍ଯ୍ୟକିରଣ ସମ୍ବେଦନଶୀଳତା ଆଦି ଦେଖାଯାଏ ।

ଏକ ନିର୍ଦ୍ଦିଷ୍ଟ ଜେନେଟିକ ସମ୍ବେଦନଶୀଳତା (genetic susceptibility) ଯୋଗୁ ଏ ରୋଗ ହେଉଥିବା ବିଶ୍ୱାସ କରାଯାଏ ।

ଏହା ଛଡା କିଛି ଗୁଡ଼ିଏ ପ୍ରସଙ୍ଗର ସମ୍ବେଦନଶୀଳତା ଓ ଗୁରୁତ୍ୱକୁ ନେଇ ସେଗୁଡ଼ିକ ପୂର୍ଣ୍ଣ ନିରାପଦ ଭାବରେ ରଖାଯାଇଥାଏ ।

ଜେନେଟିକ ସମ୍ବେଦନଶୀଳତା ଯୋଗୁ ସଂକ୍ରମଣ ହେଲେ ଅଟୋଇମ୍ମ୍ୟୁନ ପ୍ରତିକ୍ରିୟା ହେବା ବିଶ୍ୱାସ କରାଯାଏ ।

|ବିଶ୍ୱବ୍ୟାପୀ ଦାତା ଓ ବିଶ୍ୱବ୍ୟାପୀ ଗ୍ରହିତା|ରକ୍ତ ସଞ୍ଚାର ସମ୍ପର୍କରେ: ରକ୍ତ ଶ୍ରେଣୀ ଓ ଆରଏଚ ଡି- ରକ୍ତକୁ ବିଶ୍ୱବ୍ୟାପି ଦାତା କୁହାଯାଏ ଓ ଶ୍ରେଣୀ ଏବି ଆରଏଚ ଡି+ ରକ୍ତକୁ ବିଶ୍ୱବ୍ୟାପି ଗ୍ରହୀତା କୁହାଯାଏ କିନ୍ତୁ ଏହି ତ‌ଥ୍ୟ କେବଳ ସମ୍ଭାବ୍ୟ ଆଣ୍ଟ-ଏ ଓ ଆଣ୍ଟି-ବି ଆଣ୍ଟବଡି ପ୍ରତିକ୍ରିୟା ସମ୍ପର୍କରେ ଓ ଆରଏଚ ଆଣ୍ଟଜେନ ସମ୍ବେଦନଶୀଳତାକୁ ଲକ୍ଷ କରି କୁହାଯାଏ ।

ଶ୍ୱାସ ନଳୀର ଅତ୍ୟଧିକ ସମ୍ବେଦନଶୀଳତା ଯୋଗୁ ବାରମ୍ବାର ହୁଇଜ୍, ଅଣନିଶ୍ୱାସୀ, ଛାତି ଚିପି ହେବା ଭଳି ଲାଗିବା ଓ ରାତିରେ ବା ସକାଳେ କାଶ ହୋଇ ଏହା ଦୀର୍ଘକାଳୀନ ରୋଗ ହୁଏ ।

ଆଲର୍ଜି, ସିସ୍ଟିକ ଫାଇବ୍ରୋସିସ, ଆସ୍ପିରିନ ସମ୍ବେଦନଶୀଳତା ଓ କେତେକ ସଂକ୍ରମଣ ଥିଲେ ଏହି ରୋଗ ଅଧିକ ହୁଏ ।

sentiency's Usage Examples:

and also the false superimposition of the characteristics of Atman (sentiency, existence) onto the physical body.


Unfortunate Humans," Social Philosophy and Policy 13 (1996): 118-211 "What has sentiency to do with the possession of rights?" in David A.


failing to see that the physical can be had as an episode of immediate sentiency.


Having saved sentiency from its government, BuSab was officially recognized as a necessary check.


Gratefully accepting, the sentiency didn"t question the consequences.


constitutes life in a body is usma (heat), ayu (vitality), and vinanna (sentiency).


Its motion is the content of its sentiency.


brings awareness to the preservation of the seed-memory of nature, human sentiency and the integrity of Mother Earth.



Synonyms:

sentience, faculty, sensory faculty, module, modality, sensation, sensory system, sensibility, sensitivity, sense, sense modality, sensitiveness, mental faculty,

Antonyms:

insentience, inanimateness, insentient, sentient, unconsciousness,

sentiency's Meaning in Other Sites