selfconfidence Meaning in Odia (Oriya). ( selfconfidence ଶବ୍ଦର ଓଡିଆ ଅର୍ଥ)
ଗୁରୁତ୍ୱ, ଆତ୍ମବିଶ୍ୱାସ, ଆତ୍ମ ବିଶ୍ବାସ,
People Also Search:
selfconfidentselfconscious
selfconsciously
selfconsciousness
selfcontrol
selfcontrolled
selfdefence
selfdestruct
selfdestructed
selfdestructing
selfdestruction
selfdestructive
selfdestructs
selfdiscipline
selfeffacing
selfconfidence తెలుగు అర్థానికి ఉదాహరణ:
ଜଙ୍ଗଲ ପରିବେଶରେ ଏହା ବୃହତକାୟ ବନ୍ୟ ତୃଣଭୋଜୀ ପ୍ରାଣୀଙ୍କ (ଯଥା ହାତୀ) ଖାଦ୍ୟ ହୁଏ | ପରିବେଶବିତ୍ ସେକର ଓ ସୁକୁମାରଙ୍କଦ୍ୱାରା ବକ୍ସା ବ୍ୟାଘ୍ର ଅଭୟରଣ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏସୀୟ ହାତୀମାନେ ଓଉ ଫଳ ପ୍ରତି ଆକର୍ଶିତ ହୋଇ ଏହି ବୃକ୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିହନ ବିଛିନ୍ନକାରୀ ଭବେ କାର୍ଯ୍ୟ କରନ୍ତି ।
|ଯେଉଁମାନଙ୍କଠାରେ ଏକ ଭେନସ୍ ଇନଫାର୍କ୍ଟ କିମ୍ବା ରକ୍ତସ୍ରାବ ଯୋଗୁ ଆଖପାଖର ମସ୍ତିଷ୍କର ବିଭିନ୍ନ ଭାଗରେ ଗୁରୁତ୍ୱପୂର୍ଣ୍ଣ ସଙ୍କୋଚନ ସୃଷ୍ଟି କଲେ ଡିକମ୍ପ୍ରସିଭ୍ କ୍ରାନାଇକ୍ଟୋମି ଆବଶ୍ୟକ ହୁଏ ।
ଇଣ୍ଡୋ- ମିଆଁମାର ସୀମାରେ ଥିବା ହେତୁ ଏହା ଗୁରୁତ୍ୱପୂର୍ଣ ।
ମନୁଷ୍ୟ ସହ ମୁକାବିଲା କରିବାରେ ନିଜକୁ ବହୁତ ଦୂର ରଖେ ତଥାପି କିଛି ଗୁରୁତ୍ୱପୂର୍ଣ ସଂସ୍କୃତି ଓ ଅନ୍ଧବିଶ୍ୱାସରେ ଘେରି ରହିଛି ।
| ଶିକ୍ଷା ଓ ସାମାଜିକ ବିକାଶ |ରାଜା ହେବା ପରେ ତାଙ୍କର ମୁଖ୍ୟ କାମ ରାଜ୍ୟର ସମସ୍ତ ଜମିର ବନ୍ଦୋବସ୍ତ, ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ୱପ୍ରଦାନ ଓ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ।
|କି-ବୋର୍ଡ଼ର ଉପଯୋଗୀତାକୁ ଲକ୍ଷ୍ୟକଲେ କୁଞ୍ଚିର ଅଗ୍ରଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।
|| ପୁରାଣ || କାର୍ତ୍ତିକେୟ |ମୟୁର କାଳେକାଳେ କଳା,ସାହିତ୍ୟ,ଇତିହାସ ଓ ପୁରାଣ ଆଦିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଆସିଛି ।
୧୯୩୪ରେ ବିହାର ପ୍ରୋଭିନସିଆଲ କିଷାନ ସଭାର ସଭାପତି ଭାବେ କୃଷକ ଆନ୍ଦୋଳନରେ ତାଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ।
୧୮୩୧ରେ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଉପରେ ଗୁରୁତ୍ୱପୂର୍ଣ ସନ୍ଧାନ କଲେ ।
ତେବେ ଜୈନ ଗୁମ୍ଫାଗୁଡ଼ିକରେ ୨୪ ଜଣ ଜୈନ ତୀର୍ଥଙ୍କରଙ୍କ ପ୍ରତିମା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
ସେଥିପାଇଁ ସେ ତାଙ୍କୁ କୌଣସି ସାଧାରଣ ସ୍କୁଲରେ ନପଢାଇ ଇଂରାଜୀ ସ୍କୁଲରେ ପଢ଼ାଇଥିଲେ ଓ ଅଙ୍କ କଷିବା ଓ ବିଜ୍ଞାନ ପଢ଼ିବା ଉପରେ ଗୁରୁତ୍ୱ ଦେଉଥିଲେ।
| ଉତ୍ପାଦନ |ଭାରତୀୟ ଚାଷରେ ପ୍ରାୟ ୩୦୦୦ରୁ ୪୦୦୦ ବର୍ଷ ତଳୁ ପଣସ ଏକ ଗୁରୁତ୍ୱପୂର୍ଣ ଭୂମିକା ସମ୍ପର୍ଣ୍ଣ କରି ଆସୁଛି ।