<< seismograph seismographic >>

seismographer Meaning in Odia (Oriya). ( seismographer ଶବ୍ଦର ଓଡିଆ ଅର୍ଥ)



ଭୂକମ୍ପ,

Noun:

ଭୂକମ୍ପ,

seismographer తెలుగు అర్థానికి ఉదాహరణ:

829 ମସିହାର ରୁକାନ ସିଲାଲେଖରେ ଭୂକମ୍ପଦ୍ୱାରା ଧ୍ୱଂଶ ହେଇଯାଇଥିବା ରୁକାମ  ଗ୍ରାମର ପୁନରୁଦ୍ଧାର ବିଷୟରେ ଉଲ୍ଲେଖ ରହିଛି ।

|ଜ୍ୱାଳାମୁଖୀରୁ ଟେକ୍ଟୋନିକ ଭୂକମ୍ପର ଆରମ୍ଭ ଅଗଷ୍ଟ ମାସର ଆରମ୍ଭରୁ ହୋଇଥିଲା ଏବଂ ଅକ୍ଟୋବର ମାସର ଶେଷରେ କାଫି କମ ହେବା ପୂର୍ବରୁ ଜ୍ୱାଳାମୁଖୀ ଗତିବିଧି ବହୁ ସପ୍ତାହ ପର୍ଯ୍ୟନ୍ତ ଅଧିକ ହୋଇଯାଇଥିଲା ।

ସେହି ଅଜଗରଟିର ନିହତ ପରେ ହଠାତ ଭୂକମ୍ପ ହେଲା, ପାହାଡ଼ ସବୁ ଓଲଟିପଡ଼ି ଗାଆଁଟିକୁ ଢାଙ୍କିଦେଲା ଏବଂ ସେହି ସ୍ଥାନରେ ଏକ ହ୍ରଦ ସୃଷ୍ଟି ହେଲା ।

ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ ।

ଲୋକ କଥା ଅନୁସାରେ ଥରେ ପ୍ରବଳ ଭୂକମ୍ପଦ୍ୱାରା ଏହା ବିଚ୍ଛିନ୍ନ ହେ ଏହିପରି ଦୁଇଟି ସ୍ଥାନରେ ରହିଲା ।

ଭୂମିକମ୍ପ ଶକ୍ତିର ଅଧିକାଂଶ ଭାଗ ଭୂକମ୍ପ ଭଗ୍ନ ବୃଦ୍ଧିରେ ଲାଗେ ବା ଘର୍ଷଣ ଯୋଗୁ ଉତ୍ତାପ ଜାତ ହୁଏ ।

|25 ସେପ୍ଟେମ୍ବରରେ 844 ଜ୍ୱାଳାମୁଖୀ କମ୍ପନର ଅନୁଭବ ହୋଇଥିଲା ଏବଂ 26 ସେପ୍ଟେମ୍ବରରେ ଦିନବେଳା ପର୍ଯ୍ୟନ୍ତ 300ରୁ 400 ଭୂକମ୍ପ ଆସିଥିଲା ।

ଏପରି ସୀମାରେଖା ଭୂକମ୍ପ ସୃଷ୍ଟି କରେ ।

ପୃଥିବୀର ବାୟୁମଣ୍ଡଳ, ଜଳ ଏବଂ ଅଗ୍ନି, ବର୍ଷା, ପବନ, ଭୂକମ୍ପ ଭଳି ପ୍ରାକୃତିକ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ଶବ୍ଦ ସୃଷ୍ଟି କରନ୍ତି ।

ଯାହାଦ୍ୱର ଦ୍ୱୀପଟି ଅନେକ ଭୂକମ୍ପ ଅନୁଭବ କରିଛି ।

|୧୧ ମାର୍ଚ୍ଚ, ୨୦୧୧ ମସିହାରେ ସହରର ତଟୀୟ ଅଞ୍ଚଳରେ ୯.୦ ଅପତଟୀୟ (୨୦୧୧ ସେନ୍ଦାଇ ଭୂକମ୍ପ ଏବଂ ସୁନାମୀ)ରୁ ଭୟାବହ କ୍ଷତି ହୋଇଥିଲା, ଯାହାଦ୍ୱାରା ଏକ ବିନାଶକାରୀ ସୁନାମୀ ମଧ୍ୟ ଉତ୍ପନ୍ନ ହୋଇଥିଲା ।

ଭୂକମ୍ପ ବିଶେଷଜ୍ଞ ମାନେ କମ୍ପନର ବଳ ଓ ଆବୃତ୍ତିରେ ଚିନ୍ତା କରିଥିଲେ, କାରଣ ଏହି ଅନୁସାରେ ଜ୍ୱାଳାମୁଖୀର ବିସ୍ଫୋଟରେ ବହୁତ କମ ସମୟ ଥିଲା ।

|ବିଭିନ୍ନ ଭୂକମ୍ପୀୟ ମଣ୍ଡଳ ସହ ବିଶେଷତଃ ଲେଖା ଯାଉଥିବା ଏମଏସକେ (MSK : Medvedev-Sponheuer-Karnik) ତୀବ୍ରତା ହେଉଛି ୬ (କିମ୍ବା ତା'ଠାରୁ କମ), ୭, ୮, ୯ (କିମ୍ବା ତାହା ଠାରୁ ଅଧିକ) ଯଥାକ୍ରମେ ମଣ୍ଡଳ ୨, ୩, ୪ ଓ ୫ ପାଇଁ ।

seismographer's Usage Examples:

Engineer for the Ingersoll-Rand Corporation, and from 1936-1937 as a seismographer with the Carter Oil Company.


William was the first cousin of British seismographer, John Milne(1850–1913) who worked in Japan during the Meiji Restoration.


Instead of studying, he started working as a seismographer and was employed in the Army.



seismographer's Meaning in Other Sites