<< seduced seducer >>

seducement Meaning in Odia (Oriya). ( seducement ଶବ୍ଦର ଓଡିଆ ଅର୍ଥ)



ପ୍ରଲୋଭନ,

Noun:

ପଦୋନ୍ନତି,

seducement తెలుగు అర్థానికి ఉదాహరణ:

ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ଚକରା ପ୍ରତ୍ୟୁତ୍ତର ରଖିଥିଲେ, "ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।

ଆଉଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ ।

ମାତ୍ର ଗାଡ଼ିମଟର, ଋଣ କରଜ, ସମସ୍ତ ପ୍ରଲୋଭନକାରୀ ଦ୍ରବ୍ୟ ଯଥା ହାତଘଡ଼ି, ଲାପଟପ, ମୋବାଇଲ ଇତ୍ୟାଦି ହେଉଛି ଲାୟାବିଲିଟି ।

ଦୟାନନ୍ଦଙ୍କର ଜୀବିତାବସ୍ଥାରେ ଦିଲ୍ଲୀ, ବନାରସ ଅଜମୀର, ଜୟପୁର ଆଦି ସ୍ଥାନମାନଙ୍କରେ ଡି.ଏ.ଭି ସ୍କୁଲ କଲେଜମାନ ସ୍ଥାପିତ ହୋଇପାରିଥିଲା I|ସତ୍ୟ ଅନୁସନ୍ଧାନରେ|ଥରେ ପର୍ଯ୍ୟଟନ କ୍ରମରେ ଦୟାନନ୍ଦ "ଓଖା' ମଠର ମହନ୍ତଙ୍କ ସଂପର୍କରେ ଆସିଲୋ ମହନ୍ତ ଦେଖିଲେ ଦୟାନନ୍ଦ ଜଣେ କର୍ମଠ-ବୁଦ୍ଧିମାନ-ସୁପଣ୍ଡିତ ଯୁବକା ତେଣୁ ସେ ଦୟାନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ସମସ୍ତ ସଂପତ୍ତି ଲାଭର ପ୍ରଲୋଭନ ଦେଖାଇଲେ ।

ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରଲୋଭନ ଦେଖାଇବାରୁ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା ।

କୌଣସି ପ୍ରଲୋଭନରେ ବା ପଚନରେ ସହାୟତା ପାଇଁ ଏମାନେ ଧାତୁ ଖଣ୍ଡ ଖାଇଥାଇ ପାରନ୍ତି ।

ମାରାର ପ୍ରଲୋଭନ ଚେଷ୍ଟା, ସ୍ରବସ୍ତି ଚମତ୍କାର, ନନ୍ଦଙ୍କ କାହାଣୀ, ସିଦ୍ଧାର୍ଥ ଓ ଯଶୋଧାରାଙ୍କ କାହାଣୀ ପ୍ରଭୃତିର ଚିତ୍ର ମଧ୍ୟ ଗୁମ୍ଫା-୧ରେ ଦେଖିବାକୁ ମିଳେ ।

ଆଦିବାସୀମାନେ ଆନ୍ଦୋଳନ ବନ୍ଦ କଲେ ଗିରଫ ହୋଇଥିବା ନେତାମାନଙ୍କୁ ଜେଲରୁ ମୁକୁଳାଇ ଦିଆଯିବ ବୋଲି ପ୍ରଲୋଭନ ମଧ୍ୟ ଦେଖାଇଥିଲେ ।

ଏପରି ସମୟରେ ପ୍ରଲୋଭନ ଶିକାର କୌଶଳର ଏକ ସଫଳ ପନ୍ଥା ହୋଇଥାଏ ।

ତଳ ସ୍ତରର ଗୁମ୍ଫା କାନ୍ଥରେ ସ୍ରବସ୍ତି ଚମତ୍କାର ଏବଂ ମାରାର ପ୍ରଲୋଭନ ଚେଷ୍ଟା ପରି କାହାଣୀର ଦୃଶ୍ୟ ସବୁ ଅଙ୍କିତ ।

ନିଜ ମୁଣ୍ଡରେ ବାଡ଼ି, ଡାଙ୍ଗ, ଦଳ ଇତ୍ୟାଦି ଧରି ବସା ନିମନ୍ତେ ଉପଯୁକ୍ତ ସ୍ଥାନର ଭ୍ରମ ସୃଷ୍ଟି କରି ସେମାନେ ପକ୍ଷୀଙ୍କୁ ପ୍ରଲୋଭନ ଦେଖାନ୍ତି ।

ଏଥିପାଇଁ ସୋଭିଏତ ରାଷ୍ଟ୍ରର ଜଣେ ଗୁପ୍ତଚର କ୍ରାବଙ୍କୁ ଅନେକ ଅର୍ଥର ପ୍ରଲୋଭନ ଦେଖାଇଥିଲେ।

seducement's Usage Examples:

There are also analogies in the homosexual seducement between Lucien and Bergère that parallel the one between Marguerite and.



seducement's Meaning in Other Sites