<< sectoral sectorial >>

sectored Meaning in Odia (Oriya). ( sectored ଶବ୍ଦର ଓଡିଆ ଅର୍ଥ)



ବିଭାଗୀୟ,

ବିଭାଗୀୟ,

sectored తెలుగు అర్థానికి ఉదాహరణ:

୧୯୨୪ ମସିହାରେ ସେ ବମ୍ବେ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନର ଦ୍ୱିତୀୟ ବିଭାଗୀୟ ମୂଖ୍ୟ ହୋଇଥିଲେ।

|‎ ନବେମ୍ବର ୮ - ଘଟଣାର କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ|‎ ନବେମ୍ବର ୧୦ - କୋରାପୁଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭକଲା ଅପରାଧ ଶାଖା ।

ପରେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଠାରେ ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଛି ।

ଏହି କାର୍ଯ୍ୟକ୍ରମର ପ୍ରଥମ ଦୁଇ ବର୍ଷ ସମସ୍ତ ବିଷୟ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ମାନବିକତା ଏବଂ ଆନ୍ତଃ ବିଭାଗୀୟ ପାଠ୍ୟକ୍ରମ)ରେ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ।

|୧୯୨୪ ମସିହାରେ ଘୁର୍ୟେ ବମ୍ବେ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନର ଦ୍ୱିତୀୟ ବିଭାଗୀୟ ମୂଖ୍ୟ ବନିବା ସମୟରେ ବିଭାଗଟି ବନ୍ଦ ହେବାକୁ ବସିଥିଲା ।

ଏଥିପାଇଁ ଏକ ଦୁଇଦିନିଆ ବର୍କସପ ହେବ ଯେଉଁଥିରେ ୧୦୦୦ ମେୟର ଓ ପୌରାଧ୍ୟକ୍ଷ, ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନେ ଯୋଗଦେବେ ।

|ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ ।

୧୯୯୮ ମସିହାରେ ସେହି ଅନୁଷ୍ଠାନରୁ ହିନ୍ଦୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।

|ଚାକିରୀ ଜୀବନ|ସେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥଲେ ।

| ବିଭାଗୀୟ ସରଞ୍ଚନା |ଇସ୍ରୋ ଭାରତ ସରକାରଙ୍କ ମହାକାଶ ବିଭାଗ (DoS)ର ଅଧିନସ୍ଥ ଏକ ସଂସ୍ଥା ।

କେତେକ ଶ୍ୱାସ ବିଭାଗୀୟ ରୋଗ ସୃଷ୍ଟିକାରୀ ଭୁତାଣୁ ଯଥା ରେସ୍ପିରେଟୋରି ସିନ୍ସିଟିଆଲ୍ ଭୁତାଣୁ ଓ ରାଇନୋ ଭୁତାଣ ଯୋଗୁ ମଧ୍ୟ ଏହି ରୋଗ ହୁଏ ।

|(ଗ) ଅନୁବିଭାଗୀୟ ବିଚାର ବିଭାଗୀୟ ଦଣ୍ଡାଧୀକାରୀ/ବିଚାର ବିଭାଗୀୟ ଦଣ୍ଡାଧୀକାରୀ ପ୍ରଥମ ଶ୍ରେଣୀ-ସବଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଅତିବେଶୀରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭଳି ଦଣ୍ଡ ବିଧାନ କରିପାରନ୍ତି ।

sectored's Usage Examples:

Capable of running CP/M and NSDOS (North Star's proprietary Disk Operating System), a standard North Star system sported one or two [sector|hard-sectored] 5.


temperature, light and substrate, with colonies ranging from homogeneous to sectored, yeast-like to filamentous growth, and from small to large.


Known partition IDs for logical sectored FATs include: 0x08 (Commodore MS-DOS 3.


the time less-expensive CP/M computers with built-in displays (and soft-sectored drives), such as the Osborne and the Kaypro, were released.


The drives used single-sided, single-density storage on hard-sectored diskettes.


The logical sectored FAT hard disk format (partition type ) of Sperry IT PCs, and the 80186 co-processor boards for the Acorn Archimedes A300 and A310 as well as Acorn 286 prototypes were supported as well.


changed the floppy drive controller from the hard-sectored controller (max 100 kB) to a soft-sectored controller that supported double-sided, double density.


(16 m) above mean high water the light operates automatically exhibiting sectored red and white with a 0.


In hard-sectored 8-inch and -inch formats, each track is divided into a particular number of sectors determined when the disk is manufactured.


The Memorex disk was hard sectored, that is, it contained 8 sector holes (plus one index hole) at the outer.


红崖子乡; traditional Chinese: 紅崖子鄉; pinyin: Hóngyázǐ Xiāng) is a primarily sectored township in Pingluo County, Shizuishan, Ningxia, China.


types, it was possible to use an incorrectly certified disk in a soft sectored drive.


Qipanjing (Chinese: 棋盘井镇) is an urban, secondarily-sectored town in Otog Banner, Ordos City, Inner Mongolia, China.



sectored's Meaning in Other Sites