<< seafoods seafront >>

seaford Meaning in Odia (Oriya). ( seaford ଶବ୍ଦର ଓଡିଆ ଅର୍ଥ)



ସମୁଦ୍ରକୂଳ,

Noun:

ସାମୁଦ୍ରିକ ଖାଦ୍ୟ,

People Also Search:

seafront
seafronts
seagirt
seagod
seagoing
seagreen
seagull
seagulls
seaham
seahorse
seahouses
seakale
seakeeping
seal
seal coat

seaford తెలుగు అర్థానికి ఉదాహరణ:

|ସମୁଦ୍ରକୂଳ ଭଳି ଲୁଣି ମାଟିରେ ଏହା ଭଲ ଭାବରେ ବଢ଼ି ପାରେ ।

ମହେଶ ବାବୁ ତାଙ୍କର ଭାଇ ଭଉଣୀମାନଙ୍କ ସ‌ହ ଚେନ୍ନାଇର ଏକ ସମୁଦ୍ରକୂଳରେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ ।

ଏହି ପ୍ରକାରର ବିଦ୍ୟୁତ୍ କେନ୍ଦ୍ରରେ କେତେ ସମୁଦ୍ରକୂଳରେ ଭଣ୍ଡାର ନିର୍ମାଣ କରିବାର ସୁଯୋଗ ଥିଲେ ଜଳ ଗଚ୍ଛିତ କରି ରଖାଯାଏ ଏବଂ ବିଦ୍ୟୁତ୍ ଚାହିଦା ବଢ଼ିଲେ ଉତ୍ପାଦନରେ ସହାୟକ ହୋଇଥାଏ ।

ଟାଙ୍ଗଲେ, ବେରୁୱାଲା, ମିରିସା, ବେଣ୍ଟୋଟା, ଉନାୱାଟୁନା ଆରୁଗାମ ବାଇ, ପାସିକୁଡା, ହିକ୍କାଡୁଆ, ଅପପୁଭେଲି ଏବଂ ନେଗୋମ୍ବୋରେ ଥିବା ସମୁଦ୍ରକୂଳ ଦେଶର ପ୍ରସିଦ୍ଧ ପର୍ଯ୍ୟଟନ ବେଳାଭୂମି ଭାବରେ ପରିଗଣିତ ହୁଏ ।

ସମୁଦ୍ରକୂଳେ କୁଳେ ଝାଉଁ ବଣ ସବୁ ରହିଛି l| ଭୌଗୋଳିକ ଅବସ୍ଥାନ |ଏହାର ଅକ୍ଷାଂଶ ୨୧° ୩୨′ ୧୩.୫″ ଉତ୍ତର ଓ ଦ୍ରାଘିମା ୮୭° ୮′ ୨୫.୯୮″ ପୂର୍ବ ।

ସେ ସମୁଦ୍ରକୂଳିଅା ଝିଅ ନାମରେ ପରିଚିତ।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଶରେ ବତିଘରର ଅର୍ଥ ସମୁଦ୍ରଗାମୀ ଜାହାଜର ନାବିକମାନଙ୍କୁ ସାବଧାନ କରାଇବା ଉଦ୍ଦେଶ୍ୟରେ ସମୁଦ୍ରକୂଳରେ ଏବଂ ବିପଦସଙ୍କୁଳ ସ୍ଥାନ ନିକଟରେ ଉଚ୍ଚ ସ୍ତମ୍ଭ ଉପରେ ଦିଆଯାଇଥିବା ଆଲୋକ ବୋଲି ଉଲ୍ଲିଖିତ ।

|ସମୁଦ୍ରକୂଳରେ ପ୍ରାୟ ୧୦୦୦ ମିଟର୍ ଗଭୀରତା ପର୍ଯ୍ୟନ୍ତ ପାଣିରେ ବିଜୁଳି ଶାଙ୍କୁଚ ଦେଖିବାକୁ ମିଳନ୍ତି ।

|ସମୁଦ୍ର କୂଳ|ଯେଉଁଠି ସମୁଦ୍ର ଏବଂ ସ୍ଥଳଭାଗ ଏକାଠି ହୋଇଥାନ୍ତି, ତାହାକୁ ସମୁଦ୍ରକୂଳ ବୋଲି କୁହାଯାଏ ।

ସୁବର୍ଣରେଖା ନଦୀର ମୁହାଣଠାରେ ଗଭୀର ଜଳ ଥିବା ସମୁଦ୍ରକୂଳରେ ଅବସ୍ଥିତ .| ପ୍ରଚ୍ଛଦପଟ |ଦୀର୍ଘ ୪୦ ବର୍ଷ ଧରି ଓଡ଼ିଶାରେ କେବଳ ପାରାଦୀପ ବନ୍ଦର ବୃହତ ବନ୍ଦର ହିସାବରେ ଥିବା ସହ ଗୋପାଳପୁରଠାରେ ଏକ କ୍ଷୁଦ୍ର ପୋତାଶ୍ରୟ ଥିଲା ।

|ଅବସ୍ଥିତି|ଶ୍ରୀମନ୍ଦିରଠାରୁ ପ୍ରାୟ ୩ କିମି ଦୂରରେ ସମୁଦ୍ରକୂଳର ଉତ୍ତରପୂର୍ବ ଦିଗରେ ବାଙ୍କୀ ମୁହାଣ ନିକଟରେ ଏହା ଅବସ୍ଥିତ ।

seaford's Meaning in Other Sites