<< scriveners scrobe >>

scrivening Meaning in Odia (Oriya). ( scrivening ଶବ୍ଦର ଓଡିଆ ଅର୍ଥ)



ଚେଷ୍ଟା କରିବା,

Noun:

ସ୍କ୍ରିନିଂ,

People Also Search:

scrobe
scrod
scrods
scrofula
scrofulas
scrofulous
scrog
scroll
scrollable
scrolled
scrollery
scrolling
scrolls
scrollwork
scrooge

scrivening తెలుగు అర్థానికి ఉదాహరణ:

|ବିକଳ୍ପ ସମ୍ମତି କିମ୍ବା ବିକଳ୍ପ ବିଚାର ମତାବଳୀ ଜଣେ ଅକ୍ଷମ ବ୍ୟକ୍ତି ଅକ୍ଷମତାବଶତଃ ସମ୍ମତି ପ୍ରଦାନ କରିନପାରିଲେ ଜଣେ ନିଷ୍ପତ୍ତିକାରଙ୍କୁ ସେ ନିଜେ ସକ୍ଷମ ଥିଲେ ନିଷ୍ପତ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ବେଳେ ଅନୁମତି ପ୍ରଦାନ କରିଥାଏ ।

|ପୌରାଣିକ|ପଦ୍ମ ପୁରାଣରେ ବର୍ଣ୍ଣିତ କଥାବସ୍ତୁ ଅନୁସାରେ ରାକ୍ଷସ ବଜ୍ରନାଭ ତାଙ୍କର ସନ୍ତାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବା ସହ ପ୍ରଜାଙ୍କୁ ଅତି କଷଣ ଦେଉଥିଲା ।

|ଗର୍ଭବତୀ ମହିଳା ଏହାର ବ୍ୟବହାର ଅଧିକରୁ ଅଧିକ କମାଇବାକୁ ଚେଷ୍ଟା କରିବା ଉଚିତ, କାରଣ ଗର୍ଭସ୍ଥ ଶିଶୁ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଏ ।

ଏଭଳି ପରିସ୍ଥିତିରେ ଲାଲବାହାଦୁର ଶାସ୍ତ୍ରୀ ଜୟ ଜବାନ ଜୟ କିଶାନ ସ୍ଲୋଗାନଦ୍ୱାରା ଦେଶକୁ ରକ୍ଷା କରିବା ପାଇଁ ସୈନିକମାନ‌ଙ୍କୁ ଆହ୍ୱାନ ଦେବା ସ‌ହ ଭାରତର ଖାଦ୍ୟ ଶସ୍ୟ ଆମଦାନୀର ମାତ୍ରାକୁ କମ୍ କରିବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ପାଇଁ କୃଷକମାନ‌ଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲେ ।

| ହିନ୍ଦୁ - ଜର୍ମାନ ଷଡଯନ୍ତ୍ର ||ହିନ୍ଦୁ - ଜର୍ମାନ ଷଡଯନ୍ତ୍ର, ୧୯୧୪ରୁ ୧୯୧୭ ମଧ୍ୟରେ ଭାରତୀୟ ଜାତୀୟତାବାଦୀ ଗୋଷ୍ଠୀଦ୍ୱାରା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ରାଜ ବିରୁଦ୍ଧରେ ସମ୍ପୂର୍ଣ୍ଣ-ଭାରତୀୟ ବିଦ୍ରୋହ ଚେଷ୍ଟା କରିବା ପାଇଁ ଏକ ଯୋଜନା ଥିଲା ।

|ଭେନସ୍ ସାଇନସ୍ର ଅବରୋଧକୁ ଦର୍ଶାଇବା ପାଇଁ ସାଧାରଣତ କମ୍ପ୍ୟୁଟେଡ ଟୋମୋଗ୍ରାଫି ବା ସିଟି ସ୍କାନ୍ (computed tomography) କିମ୍ବା ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଙ୍ଗ୍ ବା MRI (magnetic resonance imaging)ଦ୍ୱାରା ନିର୍ଣ୍ଣୟ କରାଯାଏ | ଏହାର ମୂଳ କାରଣ ଜାଣିବାକୁ ଚେଷ୍ଟା କରିବା ନିମନ୍ତେ ପରୀକ୍ଷା କରାଯାଇପାରେ ।

ଶକ୍ତିମାନଙ୍କ ଦୁଃସାହସିକ କାର୍ଯ୍ୟରେ, କୀଲ୍ବିଶ ଓ ତାର ଅନୁଚରଗଣ ଶକ୍ତିମାନକୁ ପରାସ୍ତ କରିବା ପାଇଁ ଚେଷ୍ଟା କରିବା ବେଳେ, ଶକ୍ତିମାନ ନ୍ୟାୟ ଓ ତାଙ୍କ ସାଙ୍ଗଙ୍କୁ ରକ୍ଷା କରିବା କଥା ଦେଖାଯାଇଛି ।

| କିମ୍ବଦନ୍ତୀ |କଥିତ ଅଛି ଯେ ଥରେ ଯମ ଶିବଙ୍କ ସମାଧି ଭଙ୍ଗ କରିବାକୁ ଚେଷ୍ଟା କରିବାକୁ ଶିବ ତାଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ କରନ୍ତି ।

କିନ୍ତୁ ୱିଲିଅମ୍‌ ଏଡାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ଓ ପରେ ଏଡାଙ୍କ ସହିତ ସଂପର୍କ ରଖିବାକୁ ଚେଷ୍ଟା କରିବାରୁ ଏଡା ତାଙ୍କଠାରୁ ଦୂରେଇ ଯାଇଥିଲେ ।

“ ଶ୍ୱାସକ୍ରିୟା ନିମନ୍ତେ ଚେଷ୍ଟା କରିବାକୁ ହେଉଛି”, “ମୁଁ ଅଣନିଶ୍ୱାସୀ ହେଉଛି” କିମ୍ବା “ମୁଁ ପ୍ରଶ୍ୱାସ ନେଇ ପାରୁନାହିଁ”; ଏହି ପରି ଅଭିଯୋଗ କରନ୍ତି ।

ମନ୍ଦିର କାନ୍ଥରେ ଖୋଦିତ ରାମାୟଣ ଯୁଦ୍ଧ, ମହାଭାରତ ଯୁଦ୍ଧ, ରାବଣ କୈଳାସ ପର୍ବତ ଉଠାଇବାକୁ ଚେଷ୍ଟା କରିବା, ସମୁଦ୍ର ମନ୍ଥନ, କୃଷ୍ଣ ଓ ବାଣାସୁର ଯୁଦ୍ଧ ଇତ୍ୟାଦି ପୌରାଣିକ କାହାଣୀର ନିଖୁଣ ଚିତ୍ର, ସ୍ଥାପତ୍ୟର ସୌନ୍ଦର୍ଯ୍ୟ ନିମନ୍ତେ ଏହି ମନ୍ଦିର ବିଶ୍ୱ ପ୍ରସିଦ୍ଧ ।

ଅନେକ ପ୍ରକାରର ଥେରାପି ଦିଆଯାଇପାରେ ବିଶେଷତଃ ପିତାମାତା ଦାୟିତ୍ୱ ନେଇ ଖୁଆଇବାକୁ ଚେଷ୍ଟା କରିବା ନିମନ୍ତେ ଦୁଇ ପ୍ରକାର ଥେରାପି ଅଛି ଯଥା:- ମଡସ୍ଲି ଫ୍ୟାମିଲି ଥେରାପି ଓ କଗନିଟିଭ ବିହେଭିଅରାଲ ଥେରାପି ।

scrivening's Meaning in Other Sites