<< schooled schoolfellow >>

schoolery Meaning in Odia (Oriya). ( schoolery ଶବ୍ଦର ଓଡିଆ ଅର୍ଥ)



ବିଦ୍ୟାଳୟ,

Noun:

ବିଦ୍ୟାଳୟର ଛାତ୍ରମାନେ |,

schoolery తెలుగు అర్థానికి ఉదాహరణ:

ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ ସ୍ୱାମୀ ପୁରୀରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ।

ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ହାସଲ କରିଥିଲେ ।

|ଅଧିକାଂଶ ଜର୍ମାନ୍ ବିଶ୍ୱବିଦ୍ୟାଳୟଗୁଡିକ ସରକାରୀ; ଏଗୁଡିକ ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ ।

|reed ମହାବିଦ୍ୟାଳୟ|ସେହି ବର୍ଷ ପରବର୍ତ୍ତୀ ସମୟରେ ଜବ୍ସ portland ସ୍ଥିତ Reed college re ନାମଙ୍କିତ କରିଥିଲେ।

ସେ ହାଇଦ୍ରାବାଦ ରାଜ୍ୟ ସାମାଜିକ କଲ୍ୟାଣ ଉପଦେଷ୍ଟା ମଣ୍ଡଳର ପ୍ରଥମ ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ କର୍ଣ୍ଣାଟକ ସାହିତ୍ୟ ମନ୍ଦିର, କର୍ଣ୍ଣାଟକ ମହିଳା ମଣ୍ଡଳ ଏବଂ ମେଲକୋଟ ମହାବିଦ୍ୟାଳୟର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

ଆଜମେରର ମେୟ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ହଜାରିବାଗ ଓ ମୁଙ୍ଗେରରେ ରାଜ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀ ଶିକ୍ଷାପ୍ରାପ୍ତି କରିଥିଲେ ।

ସେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରୁ ଯୁକ୍ତ ୨, ଜୟପୁର ବିକ୍ରମଦେବ କଲେଜରୁ ଯୁକ୍ତ ୩ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।

ଖଣ୍ଡାସାହିସ୍ଥିତ ଜଗନ୍ନାଥ ଗ୍ରାମୀଣ ବିଦ୍ୟାଳୟରେ ତାଙ୍କର ବିଦ୍ୟାରମ୍ଭ ହୋଇଥିଲା ।

ଦୁର୍ଗାପ୍ରସାଦ ସରାଫ ବିଦ୍ୟାପୀଠ, ହାପି ହୋମ ସ୍କୁଲ, ସନ ସାଇନ ମିସନ ସ୍କୁଲ, କାରମେଲ ସ୍କୁଲ, ସେଣ୍ଟ ଜାଭିଅର ସ୍କୁଲ ଆଦି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟ ଏହି ସହରରେ ରହିଛି।

ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ, ଯାହାକି ବିଖ୍ୟାତ କୋରାଣ୍ଟ ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକାଲ ସାଇନ୍ସର ଅଂଶବିଶେଷ, ସେଠାରୁ ନିଜର ଡକ୍ଟରେଟ ଉପାଧି ହାସଲ କରିଛନ୍ତି ।

ଯେମିତିକି ଗୋଠେନ୍ବେର୍ଗ ବିଶ୍ୱବିଦ୍ୟାଳୟଦ୍ୱାରା ସଂଯୋଜିତ MOLTO ପ୍ରକଳ୍ପ, EUର ଅନେକତମ ଭାଷାମାନଙ୍କୁ ନେଇ ଏକ ବିଶ୍ୱାସଯୋଗ୍ୟ ଅନୁବାଦ ଯନ୍ତ୍ର ପ୍ରକଳ୍ପ ପାଇଁ ୨.୩୫୫ ନିୟୁତ ୟୁରୋରୁ ଅଧିକ ଅନୁଦାନ ପାଇଥିଲା।

schoolery's Meaning in Other Sites