scandalization Meaning in Odia (Oriya). ( scandalization ଶବ୍ଦର ଓଡିଆ ଅର୍ଥ)
ଦୁର୍ନୀତି,
ଚକିତ ହେବାର ଅବସ୍ଥା (ଅନୁପଯୁକ୍ତ ଆଚରଣ ଦ୍ୱାରା),
People Also Search:
scandalizescandalized
scandalizer
scandalizers
scandalizes
scandalizing
scandalmonger
scandalmongering
scandalmongers
scandalmonging
scandalous
scandalously
scandalousness
scandals
scandent
scandalization తెలుగు అర్థానికి ఉదాహరణ:
ପ୍ରତିଯୋଗିତାର ସ୍ଥାନ ନିର୍ଣ୍ଣୟର ଦୁର୍ନୀତିଠାରୁ ଆରମ୍ଭ କରି ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବିବାଦ ଲାଗିରହିଥିଲା।
ଅର୍ଥାତ୍ ମହିଳା ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୁଅନ୍ତି ।
ମଇ ୨୦୧୬ରେ ମୀନା ରେଡ଼ିଓ ଦୁର୍ନୀତି ଅଭିଯୋଗ ନେଇ ମୟୁରଭଞ୍ଜ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିଷ୍ପତି ନେଇଥିଲେ ।
| ଦୁର୍ନୀତି ବିରୁଦ୍ଧରେ ପଦକ୍ଷେପ |ରାଜପାକ୍ସେ ଶାସନ କାଳରେ ଶାସନର ପରାଜୟ ପରେ ରାଜପାକ୍ସେଙ୍କ ସରକାରୀ ମନ୍ତ୍ରୀ ଏବଂ ଅଧିକାରୀଙ୍କଦ୍ୱାରା ଆଇନଶୃଙ୍ଖଳା ଭଙ୍ଗ ତଥା ରାଜ୍ୟ କ୍ଷମତାର ଅପବ୍ୟବହାରର ତଦାରଖ ନିମନ୍ତେ, ପ୍ରଧାନମନ୍ତ୍ରୀ ବିକ୍ରେମେସିଂହେ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲିସ୍ ବିଭାଗ ତଥାକଥିତ "ଆର୍ଥିକ ଅପରାଧ ଅନୁସନ୍ଧାନ ବିଭାଗ" ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଦିନେ ଯୋଗୀ ଓରଫ ବିପ୍ଲବ ଅନୁଭବ କରନ୍ତି ଯେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ପାଇଁ ତାଙ୍କର ରାଜନୀତିରେ ପ୍ରବେଶର ଆବଶ୍ୟକତା ରହିିଛି ।
|୨୦୧୧ ମସିହାରେ ୧୨୦ ବର୍ଷରେ ପ୍ରଥମ ଥର ପାଇଁ ଡବାବାଲାମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ଓହ୍ଲାଇଥିଲେ ଓ ମୁମ୍ବାଇର ଆଜାଦ୍ ମୈଦାନରେ ଆନ୍ନା ହଜାରେଙ୍କ ଦୁର୍ନୀତି-ବିରୋଧୀ ଆନ୍ଦୋଳନର ସମର୍ଥନ କରି ଏକ ରାଲିରେ (ଶୋଭାଯାତ୍ରା) ଯୋଗଦାନ କରିଥିଲେ ।
|ଅର୍ଥନୀତି|ଜର୍ମାନୀର ଉନ୍ନତ ଅର୍ଥନୀତି ପଛରେ ପ୍ରଶିକ୍ଷିତ ଶ୍ରମ ଶକ୍ତି, ବିଶାଳ ପୁଞ୍ଜି ବିନିଯୋଗ ଓ ନାହିଁ ମାତ୍ର ଦୁର୍ନୀତି ରହିଛି ।
ମିଶ୍ରଣ ପରବର୍ତ୍ତୀ ୟେମେନରେ କ୍ରମିକ ଦୁର୍ନୀତି ଏବଂ ଅର୍ଥନୈତିକ ଅସୁବିଧା ଦେଖାଯିବା ଫଳରେ ଅନେକ ସମୟରେ ଏହାର କୁପ୍ରଭାବ ଏଠାକାର ଶାସନ ବ୍ୟବସ୍ଥାରେ ଦେଖିବାକୁ ମିଳେ ।
ଏହାଦ୍ୱାରା ମହିନ୍ଦା ରାଜପାପସାଙ୍କ ସାନଭାଇ ବେସିଲ ରାଜପକ୍ସା ଏବଂ ବଡ଼ ଧରଣର ଦୁର୍ନୀତିରେ ସମ୍ପୃକ୍ତ ଥିବା ତାଙ୍କ ରାଜନୈତିକ ଅନୁଗାମୀମାନଙ୍କୁ ମଧ୍ୟ କମିଟି ଗଠନ ହେବାର କିଛି ମାସ ମଧ୍ୟରେ ଗିରଫ କରାଯାଇଥିଲା ।
|ଭାରତରେ ସୂଚନା ଅଧିକାର ଅଧିନିୟମ|ଭାରତୀୟ ନାଗରିକମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା, ବ୍ୟକ୍ତିଗତ ତଥା ସାର୍ବଜନୀନ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ସ୍ତରର ଦୁର୍ନୀତି ଓ ଅନ୍ୟାୟକୁ ପ୍ରତିହତ କରିବା ପାଇଁ ଭାରତରେ ୨୦୦୫ ଜୁନ ୧୫ ତାରିଖରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି ।
ତେଣୁ ସାଧାରଣତନ୍ତ୍ରରେ ଏହାର ଅଧିକାରୀମାନଙ୍କ କାର୍ଯ୍ୟକାରିତା କେତେ ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ସୀମିତ ସମ୍ବଳର ସର୍ବୋଚ୍ଚ ବିନିଯୋଗ କିପରି ହେଉଛି ,ଦୁର୍ନୀତିର ନିରାକରଣ ତଥା ସରକାର ଓ ଏହାର ପରିକରଣଗୁଡିକୁ ଶାସିତମାନଙ୍କ ନିକଟରେ ଉତ୍ତରଦାୟୀ କରିବା ପାଇଁ ସୂଚନା ଅଧିକାର ଆଇନ କାର୍ଯ୍ୟ କରୁଅଛି ।
|ଏହାପରେ ସେ ପରିବର୍ତ୍ତନ ନାମକ ଅଣସରକାରୀ ସଂଗଠନ (ଏନ.ଜି.ଓ) ଆରମ୍ବ କରି ଦୁର୍ନୀତି ବିରୁଦ୍ଧରେ କାମ କରିବାକୁ ଆରମ୍ଭ କଲେ ।
scandalization's Usage Examples:
It revisits the 1987 media scandalization of then-candidate Gary Hart.
claims of objectivity, are important parts of this process, as well as scandalization as active management of social controversies to attract attention.
himself on his first big assignment" and complained that due to the scandalization in the public his behavior in the FDP now appeared "negative", although.
Synonyms:
outrage, affront, insult, scandalisation,
Antonyms:
abnormality, tonicity, dryness, unsoundness, decline,