sardar Meaning in Odia (Oriya). ( sardar ଶବ୍ଦର ଓଡିଆ ଅର୍ଥ)
ସର୍ଦ୍ଦାର,
Noun:
ସାରଦା |,
People Also Search:
sardarssardel
sardine
sardine oil
sardines
sardinia
sardinian
sardinians
sardius
sardiuses
sardonian
sardonic
sardonical
sardonically
sardonyx
sardar తెలుగు అర్థానికి ఉదాహరణ:
ସେ ଚିଠି ଖୋଲା ଗଲା ପରେ ଦେଖାଗଲା, ସେଥିରେ ଦଶ ହଜାର ଟଂକାର ଏକ ଚେକ୍ ଏବଂ ମହାତାବଙ୍କ ପାଖକୁ ସର୍ଦ୍ଦାର୍ ପଟେଲଙ୍କର ଖଣ୍ଡେ ଚିଠି ଅଛି ।
ପରେ ସରୋଜ୍ ଖାନ୍ ସର୍ଦ୍ଦାର୍ ରୋଶନ୍ ଖାନ୍ଙ୍କୁ ବିବାହ କରିଥିଲେ ଓ ସୁକଇନା ଖାନ୍ ନାମରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯିଏ ବର୍ତ୍ତମାନ ଦୁବାଇରେ ଏକ ନୃତ୍ୟ ଅନୁଷ୍ଠାନ ଚଲାଉଛନ୍ତି ।
| ମୁଖ୍ୟମନ୍ତ୍ରୀ ଭାବେ |ଭାରତ ସ୍ୱାଧୀନତା ପାଇବା ପରେ ଗୋପୀନାଥ ବର୍ଦ୍ଦୋଳି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହ ମିଶି ଗୋଟିଅ ପଟେ ଚୀନା ଏବଂ ଅନ୍ୟ ପଟେ ପାକିସ୍ଥାନ ହାତରୁ ଆସାମର ସଂପ୍ରଭୁତା ସୁରକ୍ଷିତ କରିବା ଦିଗରେ କାର୍ଯ୍ୟ କଲେ ।
ନୂଆ ରାଜଧାନୀରେ ଶୈଶବରେ ବିଧାନ ସଭା, ସର୍ଦ୍ଦାର ପଟେଲ ହଲରେ ଓ ପ୍ରଶାସନିକ ବ୍ୟବସ୍ଥା ବର୍ତ୍ତମାନର ମାର୍କେଟ ବିଲ୍ଡିଂ ଗୃହରେ ପରିଚାଳିତ ହେଉଥିଲା ।
,|ଶ୍ରୀଦେବୀଙ୍କ ପ୍ରମୁଖ ତେଲୁଗୁ ଚଳଚ୍ଚିତ୍ର ମଧ୍ଧ୍ୟରେ ରହିଛି,କୋଣ୍ଡାବିତି ସିମହମ, କ୍ଷଣ କ୍ଷଣମ୍, ବେତାଗାଡୁ, ସର୍ଦ୍ଦାର ପାପା ରାୟୁଡୁ ଓ ବୋବିଲି ପୁଲି ।
|୧୯୯୭ର ଚଳଚ୍ଚିତ୍ର (ମେଲା, ଟ୍ରକ ଡ୍ରାଇଭର, ସର୍ଦ୍ଦାରୀ, ପ୍ରୀତନ ଦେ ପେହରେଦାର ଓ ପଛତାୱା) ବିଫଳ ଥିଲା ।
"ପଣ୍ଡିତ ନେହେରୁ" ଓ "ସର୍ଦ୍ଦାର ବଳଦେବ ସିଂହ" ମହାତ୍ମାଙ୍କ ମୁଣ୍ଡ ପାଖେ ଛିଡା ହୋଇଥାନ୍ତି ।
ଶ୍ରୀଶ୍ରୀମା’ଙ୍କ କୃପାରେ ତାହାର ଜୀବନରେ ପରିବର୍ତ୍ତନ ଦେଖି ଗାଁର ଲୋକମାନେ କୁହାକୁହି ହେଉଥାଆନ୍ତି, ‘ମା’ଙ୍କ କୃପାରେ ଡକାୟତଗୁଡ଼ାକ ବି ଭକ୍ତ ହୋଇଗଲେ ହୋ !’ ତେଲୋଭେଲୋ ପଡ଼ିଆରେ ଖୁନୀ ଡକାୟତ ସର୍ଦ୍ଦାରକୁ ଶ୍ରୀଶ୍ରୀମା’ କୃପା କରି କାଳୀରୂପେ ଦର୍ଶନ ଦେଇଥିଲେ ।
ତେବେ ସମସ୍ତ ଗୋଷ୍ଠୀର କୁକୁରମାନଙ୍କ ସର୍ଦ୍ଦାର ପ୍ରତି ଆନୁଗତ୍ୟ ରହିଥାଏ ।
ସର୍ଦ୍ଦାର୍ ପଟେଲଙ୍କ ଉଦ୍ୟମ ଫଳରେ ମୟୂରଭଞ୍ଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡ଼ିଶା ସହିତ ମିଶ୍ରଣ ହେଲା ସତ, ହେଲେ ରାଜାମାନଙ୍କୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ଦିଆଗଲା ।
ପିଲା ଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରି ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଭାବେ ନିଜକୁ କନ୍ଧ ସମାଜ ସର୍ଦ୍ଦାର ଭାବେ ପ୍ରତିପାଦିତ କରିଥିଲେ ।
sardar's Usage Examples:
Khan against an unknown number of militants coordinated by their Baloch sardars, or tribal chiefs, most notably Khair Bakhsh Marri and Ataullah Mengal.
The sardars acted as a lawkeeping force among the.
In 1895, British army major Sir Arlo along with Colonel Kelly started a war against Umara Khan, a sardar and politician whom Winston Churchill called the Afghan Napoleon.
lands were divided into tappa headed by sardars, who in turn had authority over the manjhi: village head.
The Marathas under the leadership of the Maratha ruler Mahadji Shinde entered the land of Sardar Najib-ud-Daula which was held by his son Zabita Khan after the sardar's death.
Shahu, as a child, was taken prisoner along with his mother in 1689 by Mughal sardar, Zulfikar Khan Nusrat Jang.
jealousy both of the amir"s own relatives and of the leading chiefs and sardars.